ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ: ଆସନ୍ତୁ ଜୀବନ ବଞ୍ଚିବାର କଳା ଶିଖିବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖ ଦିନ ଏହି ଦିବସ ପାଳନ କରାଯାଏ। ସାରା ବିଶ୍ୱରେ ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ବିରୋଧରେ ଜନ...
‘ମୋ କଲେଜ’ ଅଭିଯାନ ଅଧୀନରେ ୧୩ଟି ମହାବିଦ୍ୟାଳୟ ପାଇଁ ୮୫ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ମୋ କଲେଜ’ ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହି କ୍ରମରେ ଶୁକ୍ରବାର ଦିନ ରାଜ୍ୟ ସରକାର ୧୩ଟି...
ଋତୁସ୍ରାବ ସମୟରେ ସଫାସୁତରା ରହିବା ଜରୁରୀ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=yLb1k-YjCqM]
ପିରିୟଡ୍ସ ବା ଋତୁସ୍ରାବ ସମୟରେ ସଫାସୁତରା ରହିବା ନିହାତି ଆବଶ୍ୟକ। ବର୍ତ୍ତମାନ ସରକାରୀ ସ୍ତରରେ ଏହାକୁ ଗୁରୁତ୍ଵ ଦିଆଯାଇ ଋତୁସ୍ରାବ ସମ୍ପର୍କରେ ସଚେତନ କରାଯାଉଛି ଏବଂ ସାନିଟାଇଜ ପ୍ୟାଡ...
ଚିର ନିଦ୍ରାରେ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟ: କିଙ୍ଗ ଚାର୍ଲସ ସମ୍ଭାଳିବେ ରାଜଗାଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚିର ନିଦ୍ରାରେ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟ। ୯୬ ବର୍ଷ ବୟସରେ ସ୍କଟଲ୍ୟାଣ୍ଡର ବାଲମୋରାଲ ରାଜପ୍ରାସାଦରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।
ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟ ଗୁରୁବାର ଦିନ ଅସୁସ୍ଥ...
କୋଚିରେ ରୋବର୍ଟକୁ ମିଳିଲା ବ୍ୟାଙ୍କ ଲୋନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ରୋବୋର୍ଟକୁ ମିଳିଲା ବ୍ୟାଙ୍କ ଲୋନ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଏହିଭଳି ଘଟଣା ଘଟିଛି କେରଳର କୋଚିଠାରେ।
ସୂଚନା ଅନୁସାରେ କେରଳର କୋଚିଠାରେ ଥିବା ଏଏସଆଇଏମଓଭି...
ପୁଣି ଭିଜିବ ଓଡ଼ିଶା: ୧୦ ଓ ୧୧ ତାରିଖ ପ୍ରବଳ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଥିବା ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଆଗାମୀ ୩୬ ଘଣ୍ଟା ମଧ୍ୟରେ ସୁଦୃଶ ଲଘୁଚାପ କ୍ଷେତ୍ରର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବ...
ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ରକ୍ତ ଚନ୍ଦନ କାଠ ଜବତ, ୧୧ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶରୁ ଓଡ଼ିଶା, ପୁଣି ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ଓ ପରେ ତାମିଲନାଡୁ ଓ କର୍ଣ୍ଣାଟକକୁ ଚାଲାଣ ହେଉଥିବା ରକ୍ତ ଚନ୍ଦନ କାଠ ପୋଲିସ ଜବତ କରିବା ସହ...
ସୁନ୍ଦରଗଡ଼ ଜିଲ୍ଲାରେ ବିଶ୍ୱ ଫିଜିଓଥେରାପି ଦିବସ: ଜିଲ୍ଲାର ଆଉ ୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରକୁ ସମନ୍ୱିତ ଭୌତିକ...
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱ ଫିଜିଓଥେରାପି ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କରାଯାଇଛି। ଜିଲ୍ଲାରେ ଭିନ୍ନକ୍ଷମଙ୍କ ଚିକିତ୍ସା ଏବଂ ପୁନର୍ବାସ ଲାଗି ଚାଲିଥିବା ‘ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ...
ସତ ଖୋଜିବାରେ ଭୁଲ୍ – ଓଡ଼ିଶାରେ ଟେଲିଭିଜନର ଯାତ୍ରା (ଭାଗ-୩୦)
ଡକ୍ଟର ଫକୀର ମୋହନ ନାହାକ
‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ...
ପ୍ରଫେସର ଡକ୍ଟର ଫକୀର ମୋହନ ନାହାକଙ୍କ ଲିଖିତ ୩ଟି ପୁସ୍ତକ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଂରାଜୀ ପୁସ୍ତକ ‘ସ୍ପୋର୍ଟସ୍ ଜର୍ଣ୍ଣାଲିଜମ୍’
ଓଡ଼ିଆ କ୍ଷୁଦ୍ରଗଳ୍ପ ସଂକଳନ ‘ସ୍ନେହଲତାର ଶେଷ ଚିଠି’ ଏବଂ ‘ଅନ୍ଧଶ୍ରଦ୍ଧା’ ଉନ୍ମୋଚିତ
ଡକ୍ଟର ଫକୀର ମୋହନ ନାହାକଙ୍କୁ ସ୍ୱତନ୍ତ୍ର ପ୍ରଶଂସା ପୁରସ୍କାର
ପଞ୍ଜାବର ମୋହାଲି ସ୍ଥିତ...




















