Independence Day

ବରଗଡ଼: ଗୋଟିଏ ପରିବାରର ୪ ଜଣଙ୍କୁ ବୀଭତ୍ସ ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଗୋଟିଏ ପରିବାରର ୪ ଜଣଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଏହି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗାଁରେ। ମୃତକମାନେ ହେଲେ ଗୁରୁଦେବ...

ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଓଡ଼ିଶା ଗସ୍ତ: ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ହେଲା କ୍ଷେତ୍ର ପରିଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ସଦସ୍ୟଙ୍କ ଓଡ଼ିଶା ଗସ୍ତ ମଙ୍ଗଳବାର ଚତୁର୍ଥ ଦିନରେ ପହଞ୍ଚିଛି। ଟ୍ରିବ୍ୟୁନାଲର ସଦସ୍ୟମାନେ ଓଡ଼ିଶାରେ ମହାନଦୀର ବିଭିନ୍ନ ଅଞ୍ଚଳରେ କ୍ଷେତ୍ର ପରଦର୍ଶନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ...

ଡାକ ବିଭାଗ ପକ୍ଷରୁ ୧୨,୮୨୮ ‘ଗ୍ରାମ୍ୟ ଡାକ ସେବକ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ...

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ୧୨ ହାଜର ୮୨୮ଟି ଗ୍ରାମ୍ୟ ଡାକ ସେବକ (ଜିଡିଏସ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ଭାରତରେ ବିଭିନ୍ନ ରାଜ୍ୟର ଗ୍ରାମାଞ୍ଚଳରେ...

ରାଜନୀତି ଇତିହାସରେ ଅପ୍ରତ୍ୟାଶିତ: କେମିତି ପ୍ରଧାନମନ୍ତ୍ରୀ ହୋଇଥିଲେ ମନମୋହନ ସିଂହ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୨୪ ମେ’ ୨୨ ତାରିଖରେ ଡକ୍ଟର ମନମୋହନ ସିଂହ ହୋଇଥିଲେ ଭାରତର ପ୍ରଧାନମନ୍ତ୍ରୀ। ଏହା ଏକଦମ୍ ଅପ୍ରତ୍ୟାଶିତ ଥିଲା। ୨୦୦୪ ସାଧାରଣ ନିର୍ବାଚନରେ କଂଗ୍ରେସ ନେତୃତ୍ଵାଧୀନ ୟୁପିଏକୁ ବହୁମତ ମିଳିଥିଲା। ଦୀର୍ଘ...

ଲୋକପ୍ରିୟ ବଲିଉଡ ଅଭିନେତା ଆଦିତ୍ୟ ସିଂ ରାଜପୁତଙ୍କର ସନ୍ଦେହଜନକ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ସିନେ ଜଗତର ଜଣାଶୁଣା ଅଭିନେତା ଆଦିତ୍ୟ ସିଂ ରାଜପୁତଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ସୋମବାର ଦିନ ଅନ୍ଧେରୀସ୍ଥିତ ବାସଭବନ ବାଥରୁମରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଦିତ୍ୟଙ୍କୁ ଭେଟିଭା ପାଇଁ...

ଓଡ଼ିଶାରେ କୃଷକଙ୍କ ଫସଲବୀମା ପ୍ରିମିୟମ ଭରିବେ ରାଜ୍ୟ ସରକାର, ଉପକୃତ ହେବେ ୩୨ ଲକ୍ଷରୁ ଅଧିକ ଚାଷୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାର ୨୦୨୩ରୁ ୨୦୨୫ ଯାଏଁ ୩ ବର୍ଷ ପାଇଁ ରାଜ୍ୟର କୃଷକମାନଙ୍କ ଫସଲ ବୀମା ପ୍ରିମିୟମ ଭରିବେ। ଏନେଇ ଚାଷୀମାନଙ୍କୁ ଖରିଫ ଧାନ କିଣା ସମୟରେ ଅର୍ଥ ରାଶି ଦିଆଯିବ।...

୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାରକୁ ନେଇ ଲୋକମାନେ ବିଚଳିତ ହୁଅନ୍ତୁ ନାହିଁ – ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଦେଶରେ ପ୍ରଚଳିତ ଥିବା ୨ ହଜାର ଟଙ୍କିଆ ନୋଟକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଏବେ ବିଭିନ୍ନ...

ଶ୍ରମ ବିଭାଗ ମନ୍ତ୍ରୀ ହେଲେ ସାରଦା ପ୍ରସାଦ ନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରମ ବିଭାଗ ମନ୍ତ୍ରୀ ଭାବେ ପୂର୍ବତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ଦାୟିତ୍ୱ ମିଳିଛି। ମେ’ ୧୨ ତାରିଖରେ ଶ୍ରମ ବିଭାଗରୁ ଶ୍ରୀକାନ୍ତ କୁମାର ସାହୁ ଇସ୍ତଫା...

ସୁଦାମ ମାର୍ଣ୍ଡିଙ୍କ ହାତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁଦାମ ମାର୍ଣ୍ଡିଙ୍କ ହାତରେ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ସୋମବାର ଦିନ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହୋଇ ସୁଦାମ ମାର୍ଣ୍ଡିଙ୍କୁ ମିଳିଛି ଏହି ଦାୟିତ୍ଵ। ପୂର୍ବରୁ ଏହି ବିଭାଗ ମନ୍ତ୍ରୀ...

କାଳବୈଶାଖୀ ଯୋଗୁଁ ପୁରୀ-ହାୱଡା ‘ବନ୍ଦେ ଭାରତ ଏକ୍ସପ୍ରେସ’ କ୍ଷତିଗ୍ରସ୍ତ, ଟ୍ରେନ ଅଟକିବାରୁ ଯାତ୍ରୀ ହନ୍ତସନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଓ ହାୱଡା ମଧ୍ୟରେ ଚଳାଚଳ କରୁଥିବା ଓଡ଼ିଶାର ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ’ କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି। ହାୱଡା ଅଭିମୁଖେ ଯାଇଥିବା ଏହି ଟ୍ରେନଟି ରବିବାର ଦିନ କ୍ଷତିଗ୍ରସ୍ତ...