Independence Day

ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଗୃହର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି କଟକର ସାଂସଦ ଭର୍ତ୍ତୃହରି ମହତାବ। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ...

ଭାରତୀୟ ରେଳବାଇର ଉତ୍ତରପୂର୍ବ ଜୋନରେ ୧୧୦୪ଟି ‘ଆପ୍ରେଣ୍ଟିସ୍’ ପଦବୀ ପାଇଁ ଆବେଦନ ଜାରି, ଜୁଲାଇ ୭ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇ ପକ୍ଷରୁ ଉତ୍ତରପୂର୍ବାଞ୍ଚଳ ରେଳ (ଏନଇଆର) ଜୋନରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଉତ୍ତରପୂର୍ବାଞ୍ଚଳ ଡିଭିଜନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୧,୧୦୪ଟି ପଦବୀ ପୂରଣ...

ତେଜିଲା ବାରିପଦା ବସ ଧର୍ମଘଟ: ଗଡ଼ୁନି ବସ, ଯାତ୍ରୀ ହନ୍ତସନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ବସ ଧର୍ମଘଟ ପୁଣି ତେଜିଲା। ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଚାଲୁ ରଖିବାକୁ ପୁଣି ନିଷ୍ପତ୍ତି ନେଇଛି ମୟୂରଭଞ୍ଜ ଘରୋଇ ବସ୍ ମାଲିକ...

ଦେବସ୍ନାନ ପୂର୍ଣ୍ଣିମାରେ ଗଜ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାର ଦିନ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଯାଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ନୀତି। ଏବେ ଗଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ବଡ଼ଠାକୁରଙ୍କର ଏହି ଅପୂର୍ବ ବେଶ ଦର୍ଶନ...

ମୟୂରଭଞ୍ଜ: ବାଣ ଗୋଦାମରେ ବିସ୍ଫୋରଣ ଘଟି ଜିଅନ୍ତା ଜଳିଗଲେ ଯୁବକ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣା ଗାଁରେ ଶନିବାର ଅପରାହ୍ଣରେ ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟି ଜଣେ ଯୁବକ ଜିଅନ୍ତା ଜଳି ଯାଇଛନ୍ତି। ମୃତକ...

ନିଟ୍ ପରୀକ୍ଷା ବିବାଦ: ଏନଟିଏରେ ସଂସ୍ଥାଗତ ସଂସ୍କାର ପାଇଁ ଉଚ୍ଚସ୍ତରୀୟ କମିଟି ଗଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ନିଟ୍ ପରୀକ୍ଷାକୁ ନେଇ ବିବାଦ ଜାରି ରହିଥିବାବେଳେ ଏହାକୁ ପରିଚାଳନା କରୁଥିବା ସଂସ୍ଥା ନାସନାଲ ଟେଷ୍ଟିଂ ଏଜେନ୍ସିକୁ (ଏନଟିଏ) ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପଦକ୍ଷେପ...

ବୌଦ୍ଧର ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ମହାସ୍ନାନ ନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ବୌଦ୍ଧ ଜିଲ୍ଲାର ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି। ଏହି ଅବସରରେ ହରଭଙ୍ଗା ବ୍ଲକସ୍ଥିତ ଠିଡ଼ିକାଜୋର ଶ୍ରୀପୁରୁଷୋତ୍ତମ ଦେବ ଶ୍ରୀଜଗନ୍ନାଥ...

ଚେନାବ ବ୍ରିଜ୍: ଭାରତରେ ନିର୍ମିତ ବିଶ୍ଵର ସର୍ବୋଚ୍ଚ ରେଳ ସେତୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ନିର୍ମାଣ ହୋଇଛି ବିଶ୍ଵର ସର୍ବୋଚ୍ଚ ରେଳ ବ୍ରିଜ୍। ଜମ୍ମୁ କଶ୍ମୀରର ରିୟାସି ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମିତ ଏହି ବ୍ରିଜର ଉଚ୍ଚତା ୩୫୯ ମିଟର ରହିଛି। ନିକଟରେ ଭାରତୀୟ...

ଅଣ୍ଟା ଏବଂ ବେକ ଯନ୍ତ୍ରଣାରୁ ଉପଶମ ପାଇଁ ଯୋଗାସନ

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=npst0OBKSRk ବର୍ତ୍ତମାନ ବିଭିନ୍ନ କାରଣରୁ ଅଣ୍ଟା ଏବଂ ବେକ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଉଛି। ଯୋଗ ଦ୍ଵାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ବୋଲି କୁହନ୍ତି ଯୋଗ ପ୍ରଶିକ୍ଷକ। ବର୍ତ୍ତମାନ ସମୟରେ ଯୋଗର...

ଭାରତରେ ପରୀକ୍ଷା ପେପର ଲିକ୍ ବିରୋଧରେ ଆସିଲା ନୂଆ ଆଇନ, ଜାଣନ୍ତୁ କ’ଣ ରହିଛି ବିଶେଷତା?

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ବିଭିନ୍ନ ପରୀକ୍ଷାରେ ଅନିୟମିତତା ଓ ପେପର ଲିକ୍ ବିରୋଧରେ ଆସିଛି କଡ଼ା ଆଇନ। ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ପେପର ଲିକ୍ ରୋକିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପବ୍ଲିକ୍ ଏକ୍ସାମିନେସନ୍ସ (ପ୍ରିଭେନସନ୍...