ଆସନ୍ତାକାଲିଠାରୁ ମାଟ୍ରିକ ସମେଟିଭ୍-୧ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷକୁ ୨ଟି ସମେଟିଭ୍ ପରୀକ୍ଷା ହେବ
୫୦ ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ
୩୦୯୩ କେନ୍ଦ୍ରରେ ପରୀକ୍ଷା ହେବ
ପରୀକ୍ଷା କେନ୍ଦ୍ରକୁ ମୋବାଇଲ ମନା
ପରୀକ୍ଷା କେନ୍ଦ୍ର...
ଏକାଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ, ଭୁବନେଶ୍ଵର ଡିସିପି ଅଫିସ୍ ସିଲ୍ କଲା ବିଏମସି
ଓଡ଼ିଶାଲାଇଭ୍ ବ୍ୟୁରୋ
ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ଵର ବାଣୀ ବିହାରସ୍ଥିତ ଡିସିପି ଅଫିସକୁ ସିଲ୍ କରିଛି ଭୁବନେଶ୍ଵର ମହାନଗର ନିଗମ। ଜାନୁଆରି ୪ ଏବଂ ୫ ତାରିଖ ଦୁଇଦିନ...
ବଢ଼ୁଛି ସଂକ୍ରମଣ: ରାଜ୍ୟରେ ୬୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ୬୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୬୩ ଜଣ ରହିଛନ୍ତି। ଆକ୍ରାନ୍ତଙ୍କ...
ଓମିକ୍ରନ ସ୍ଥିତି ସମୀକ୍ଷା କଲେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ
ପିଲାଙ୍କ ପାଇଁ କରାଯାଇଛି ୧,୧୭୯ ବେଡ୍ ବ୍ୟବସ୍ଥା
ଆବଶ୍ୟକ ହେଲେ ବଢ଼ିବ ବେଡ୍ ସଂଖ୍ୟା
ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି...
କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା ୫୦ ପ୍ରତିଶତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପକୃତ ହେବେ ୩୩ ହଜାର ୩୮ କନିଷ୍ଠ ଶିକ୍ଷକ
୧୬୮ କୋଟି ବାର୍ଷିକ ଖର୍ଚ୍ଚ କରିବେ ରାଜ୍ୟ ସରକାର
ଜାନୁଆରିରୁ ଲାଗୁ ହେବ ବର୍ଦ୍ଧିତ ଦରମା
ନୂଆ ବର୍ଷରେ କନିଷ୍ଠ...
ଦେଶରେ ୧୭ ଶହ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨୩ଟି ନୂଆ ଓମିକ୍ରନ ଆକ୍ରାନ୍ତ ଟିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...
ରାଜ୍ୟରେ ଆରମ୍ଭ ହେଲା ୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଟିକାକରଣ
ଭିଡ ଭଡ଼ିଲେ ଅପରାହ୍ଣରେ ଟିକାକରଣ ପାଇଁ ବ୍ୟବସ୍ଥା ହେବ
ମାସକ ମଧ୍ୟରେ ପ୍ରଥମ ଡୋଜ ଟିକାକରଣ ସାରିବାକୁ ଲକ୍ଷ୍ୟ
୩୫ଟି...
ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦାୟ ନେଇଛି ବର୍ଷ ୨୦୨୧। ଏବେ କ୍ୟାଲେଣ୍ଡରେ ଯୋଡ଼ି ହୋଇଛି ଆଉ ଏକ ନୂଆ ମସିହା ୨୦୨୨। କରୋନା କଟକଣା ଯୋଗୁଁ ଚଳିତ ବର୍ଷ ନୂଆବର୍ଷକୁ ଧୁମଧାମରେ ପାଳନ କରାଯାଇପାରି ନାହିଁ। କିନ୍ତୁ...
ମହଙ୍ଗା ହୋଇପାରେ ଅନଲାଇନ ଖାଦ୍ୟ ଅର୍ଡର ଓ କ୍ୟାବ ବୁକିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଏସଟିରେ ସମିଲ ହେଲେ ସ୍ଵିଗି ଓ ଜୋମାଟୋ
ଓଲା ଓ ଉବେରକୁ ୫ ପ୍ରତିଶତ ଜିଏସଟି
ଜୋତା ଚପଲ ପାଇଁ ଦେବାକୁ ହେବ ୧୨ ପ୍ରତିଶତ
ନୂଆ ବର୍ଷରୁ...
ଚିନ୍ତା ବଢ଼ାଉଛି ଓମିକ୍ରନ: ଦେଶରେ ୧୪ ଶହ ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି। ମୋଟ ୧୪୩୧ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି।...