Independence Day

ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୨.୬୪ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ଶନିବାର ଦିନ ୧୧ଟା ସୁଦ୍ଧା ୨୨.୬୪ ପ୍ରତିଶତ ମତଦାନ ହୋଇଛି। ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ...

ଭୋଟ୍ ଦେଉଛି ଓଡ଼ିଶା: ଆରମ୍ଭ ହେଲା ଶେଷ ପର୍ଯ୍ୟାୟ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ରାଜ୍ୟର ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ଭୋଟରମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ...

ଏଥର କାହା ଖାତାକୁ ଯିବ କେନ୍ଦ୍ରାପଡ଼ା ଲୋକସଭା ଆସନ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=Jtl4lz3kTsM କେନ୍ଦ୍ରାପଡ଼ାର ରାଜନୀତି ଉପରେ କେନ୍ଦ୍ରୀଭୂତ ହେବ ସାରା ରାଜ୍ୟର ନଜର, ବିଜେପି, ବିଜେଡି ନା କଂଗ୍ରେସ, ଏଥର ବାଜି କାହା ହାତକୁ ଯିବ? ଦଳବଦଳକୁ ନେଇ ଅସ୍ଥିର ହୋଇପଡ଼ିଛି କେନ୍ଦ୍ରାପଡ଼ାର ରାଜନୀତି। ରାଜ୍ୟର...

ବିଜେଡି-ବିଜେପି-କଂଗ୍ରେସ: କିଏ ଜିତିବ ପାଟକୁରା ବିଧାନସଭା ଆସନ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ଆସନରେ ସରଗରମ ହୋଇଛି ରାଜନୈତିକ ପାଣିପାଗ। ଏଥର ମଧ୍ୟ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ ଦ୍ଵିମୁଖୀ ଲଢ଼େଇ ନେଇ ଚର୍ଚ୍ଚା ହେଉଛି। ଏହା...

ଏଥର ଚାନ୍ଦବାଲିରେ ସମ୍ମାନର ଲଢ଼େଇ: ଜିତିବେ ମନମୋହନ ନା ହ୍ୟାଟ୍ରିକ୍ ମାରିବେ ବ୍ୟୋମକେଶ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏଥର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଆସନରେ ଜୋରଦାର ଲଢ଼େଇ ହେବାକୁ ଯାଉଛି। ହ୍ୟାଟ୍ରିକ ଆଶାରେ ନିର୍ବାଚନ ମଇଦାନରେ ଅଛନ୍ତି ବିଜେଡିର ବ୍ୟୋମକେଶ ରାୟ। ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ...

ବିଧାନସଭା ନିର୍ବାଚନ: କାହାର ହେବ ବାଲେଶ୍ଵର?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଗତ ସାଧାରଣ ନିର୍ବାଚନରେ ବିଜେପି କବ୍‌ଜାରେ ଥିଲା ବାଲେଶ୍ଵର ବିଧାନସଭା ନିର୍ବାଚନମଣ୍ଡଳୀ। କିନ୍ତୁ ଉପ ନିର୍ବାଚନରେ ପୁଣି ଛଡ଼ାଇ ନେଇଥିଲା ବିଜେଡି। ଉପନିର୍ବାଚନରେ ବିଜେଡି ଓ ବିଜେପିର ପ୍ରାର୍ଥୀ ଏଥର...

ଏଥର ମୋଦୀ-ଶାହଙ୍କ ଟାର୍ଗେଟରେ ‘ଓଡ଼ିଶା’ – ‘ପୂର୍ବ ଭାରତର ଦରଓ୍ଵାଜା’!

ସଙ୍ଗୀତା ମାନସିଂହ ଓ ଅଭିଷେକ ରାୟ ୨୦୨୪ ନିର୍ବାଚନରେ ଓଡ଼ିଶାରେ ବଦଳିଛି ରାଜନୈତିକ ସ୍ଥିତି, ବିଜେଡି ଗଡ଼ ଭାଙ୍ଗିବା ଲକ୍ଷ୍ୟରେ ରହିଛି ବିଜେପି। ଓଡ଼ିଶା ହେଉଛି ପୂର୍ବ ଭାରତର ଗେଟ୍‌-ୱେ। ତେଣୁ ଓଡ଼ିଶା ଦଖଲ କରିବା...

ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ: ୬ ଲୋକସଭା ଓ ୪୨ ବିଧାନସଭା କ୍ଷେତ୍ରରେ ଭୋଟ୍ ଦେବେ ୯୯ ଲକ୍ଷ...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଜୁନ୍ ୧ ତାରିଖ ଶନିବାର ଦିନ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅଧିନସ୍ଥ ୪୨ଟି ବିଧାନସଭା...

ୠତୁସ୍ରାବ ପରିଚାଳନାରେ ପରିବାରର ଭୂମିକା

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=skyIZqdRMr4 ପିରିୟଡ୍‌ସ ପରେ ପରେ ପରିବାର ଓ ସମାଜ ଝିଅମାନଙ୍କୁ ଅନେକ କଥାରେ ବାରଣ କରିଥାନ୍ତି। ହଠାତ ଗୋଟେ ଝିଅର ଖେଳିବା, ବୁଲିବା ଏକପ୍ରକାର ବନ୍ଦ ହୋଇଯାଏ। ଏହା ସେମାନଙ୍କର ମାନସିକ...

ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ପାର୍ଟନରସିପ୍ ଚାଲିଛି – ରାହୁଲ ଗାନ୍ଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ିଶାରେ ଜୋରଦାର ପ୍ରଚାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁରୁବାର ସେ ବାଲେଶ୍ଵରର ସିମୁଳିଆରେ ଦଳୀୟ ସମାବେଶରେ ଯୋଗଦେଇ କଂଗ୍ରେସ ଲୋକସଭା ଓ ବିଧାନସଭା...