Independence Day

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ତିନି ଠାକୁରଙ୍କ ସୁନାବେଶ ଦର୍ଶନ ପାଇଁ ପୁରୀରେ ଲାଗିଛି ଭକ୍ତଙ୍କ ଭିଡ଼। ଦୋଳ ପୂର୍ଣ୍ଣିମା ଏବଂ ବଡ଼ ଠାକୁରଙ୍କ...

ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା, ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରାପଡ଼ାରୁ ବୈଜୟନ୍ତ...

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭା ନିର୍ବାଚନରେ ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ରାଜ୍ୟର ୨୧ଟି ଲୋକସଭା ଆସନରୁ ୧୮ଟି ଆସନ ଲାଗି ରବିବାର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ବିଜେପି ପକ୍ଷରୁ...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୪-୨୫ ଶିକ୍ଷାବର୍ଷ ଲାଗି ମାର୍ଚ୍ଚ ୨୭ରୁ ‘ସ୍ପଟ୍ ନାମଲେଖା’

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୪-୨୫ ଶିକ୍ଷାବର୍ଷ ଲାଗି ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍ ନାମଲେଖା କରାଯିବ। ଏହି ପ୍ରକ୍ରିୟା ମାର୍ଚ୍ଚ ୨୭ରୁ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ। ଓଡ଼ିଶାର...

ଏଥର ସରଗରମ ହେବ ଆନ୍ଧ୍ରପ୍ରଦେଶ ରାଜନୀତି: ନିର୍ବାଚନ ମଇଦାନକୁ ଓହ୍ଲାଇବେ ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଚାଲିଛି କସରତ, ବାପାଙ୍କ ପରି ରାଜ୍ୟର ରାଜନୈତିକ କମାଣ ସମ୍ଭାଳିବାକୁ ପ୍ରସ୍ତୁତ ହେଉଛନ୍ତି ପୁଅ! (ବିଶାଖାଟଣା ଯଶୋବନ୍ତ ପାଢ଼ୀ): ୨୦୨୪ ସାଧାରଣ ନିର୍ବାଚନ ଲାଗି ଆନ୍ଧ୍ରପ୍ରଦେଶରେ ଚଳଚଞ୍ଚଳ...

ଭୁବନେଶ୍ୱର ଏଞ୍ଜେଲ୍ସ ଓ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ‘ଏଚଏନଆଇ ମିଟ୍’, ବିଭିନ୍ନ ଷ୍ଟାର୍ଟଅପରେ ପୁଞ୍ଜି ନିବେଶ ପାଇଁ ଉଚ୍ଚ...

ଅଭିଷେକ ରାୟ (ଭୁବନେଶ୍ୱର): ଓଡ଼ିଶାର ଷ୍ଟାର୍ଟଅପ୍ ଶିଳ୍ପ କ୍ଷେତ୍ରରେ ଆଜି ଅନେକ ସମ୍ଭାବନା ଦେଖିବାକୁ ମିଳୁଛି। ବିଶେଷକରି ଯୁବପିଢ଼ି ଉଦ୍ୟୋଗ ଜଗତରେ ପାଦ ଦେବାକୁ ଆଗେଇ ଆସିବା ସହ ବିଭିନ୍ନ ଅଭିନବ ଷ୍ଟାର୍ଟଅପ୍ ପ୍ରତିଷ୍ଠା...

ହୀରାକୁଦରେ ବ୍ୟାପୁଛି ଡାଇରିଆ, ୨ ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁର ଜିଲ୍ଲା ହୀରାକୁଦ ସହରରେ ଡାଇରିଆ ସ୍ଥିତି ଅଣାୟତ ହୋଇଛି। ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ସୁଦ୍ଧା ୧୨୭ରେ ପହଞ୍ଚିଛି। ଆକ୍ରାନ୍ତମାନଙ୍କୁ ଚିକିତ୍ସା ପାଇଁ ହୀରାକୁଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର...

ଯାଜପୁର: ଟ୍ରକ୍‌ ପଛରେ ପିଟିହେଲା ବାଇକ୍, ଚାଲିଗଲା ୩ ଜଣଙ୍କର ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳନ୍ତା ଟ୍ରକ୍‌ ପଛପଟେ ଗୋଟିଏ ବାଇକ୍ ପିଟି ହେବାରୁ ଘଟଣାସ୍ଥଳରେ ତିନି ଜଣଙ୍କର ଜୀବନ ଚାଲିଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଜିନ୍ଦଲ କାରଖାନା...

ଶ୍ରଦ୍ଧାଞ୍ଜଳି: ଡାକ୍ତର ଦାମୋଦର ରାଉତ

ଭାସ୍କର ପରିଚ୍ଛା ଓଡ଼ିଶା ରାଜନୀତିର ପିତାମହ ଭୀଷ୍ମ ଭାବେ ପରିଚିତ ଥିଲେ ଡାକ୍ତର ଦାମୋଦର ରାଉତ। ସେ ୭ ଥର ବିଧାୟକ ଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ...

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆଇପିଏଲ ୨୦୨୪ ଉଦଘାଟିତ, ପ୍ରଥମ ମ୍ୟାଚରେ ସିଏସକେ ବିଜୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉଦଘାଟିତ ହୋଇଯାଇଛି ଆଇପିଏଲ ୨୦୨୪। ବଲିଉଡ୍‌ ତାରକା ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ସହ ଗାୟକ ଏଆର୍‌ ରହମାନ...

ବିଶାଖାପାଟଣା ବନ୍ଦରରୁ ୨୫ ହଜାର କିଲୋଗ୍ରାମର ଡ୍ରଗ୍ସ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ବିଶାଖାପାଟଣା ବନ୍ଦରରୁ ଧରାପଡ଼ିଛି ପ୍ରାୟ ୨୫ ହଜାର କିଲୋଗ୍ରାମର ଡ୍ରଗ୍ସ। ବିଶାଖାପାଟଣା କଷ୍ଟମ୍ସ ବିଭାଗର ସହାୟତାରେ ଏହି ଡ୍ରଗ୍ସ କାରବାର ପର୍ଦାଫାଶ କରିଛି ସିବିଆଇ। ଅନ୍ତର୍ଜାତୀୟ ସ୍ତରରେ ଚାଲିଥିବା...