Independence Day

ଗଞ୍ଜାମ ଜିଲ୍ଲାର ସୁନାପୁର ବେଳାଭୂମିକୁ ମିଳିଲା ‘ବ୍ଲୁ ଫ୍ଲାଗ’ ମାନ୍ୟତା

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲାର ସୁନାପୁର ବେଳାଭୂମିକୁ ମିଳିଛି ବିଶ୍ଵସ୍ତରୀୟ ‘ବ୍ଲୁ ଫ୍ଲାଗ’ ମାନ୍ୟତା। ଓଡ଼ିଶାର ଦ୍ଵିତୀୟ ବେଳାଭୂମି ଭାବେ ସୁନାପୁର ବେଳାଭୂମି ‘ବ୍ଲୁ ଫ୍ଲାଗ’ ହାସଲ କରିଛି। ଏହାପୂର୍ବରୁ ୨୦୨୦ ମସିହାରେ ପୁରୀର...

କ୍ୟାବିନେଟ ବୈଠକ: ୨ଟି ବିଭାଗର ୫ଟି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୨ଟି ବିଭାଗର ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏଠାରେ ଆଦିବାସୀଙ୍କୁ ରୋଜଗାର ଯୋଗାଇବା...

ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଆରମ୍ଭ ହେଲା ନାଇଟ୍ ସଫାରି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଜଙ୍ଗଲରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ନାଇଟ୍ ସଫାରି। ଭୁବନେଶ୍ଵର ଉପଖଣ୍ଡ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ଏହି ନାଇଟ୍ ସଫାରି ଆରମ୍ଭ ହୋଇଛି। ଜଙ୍ଗଲରେ ପ୍ରଥମ ନାଇଟ୍...

ଓଡ଼ିଶା ବଞ୍ଚାଅ ସମାବେଶରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରଠାରେ ଅନୁଷ୍ଠିତ କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଯୋଗ ଦେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ମଲ୍ଲକାର୍ଜୁନ ଖଡଗେ କହିଛନ୍ତି ଓଡ଼ିଶାରେ...

ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପ୍ରଥମ ସ୍ଥାନ ପାଇଲା ଓଡ଼ିଶାର ‘ପ୍ରଜ୍ଞାପନ ମେଢ଼’

ଓଡ଼ିଶାଲାଇଭ୍ ବ୍ୟୁରୋ ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିଥିବା ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼ ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଓଡ଼ିଶା ପଛକୁ ଦ୍ଵିତୀୟରେ ଗୁଜରାଟ...

ଟୁଇନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଞ୍ଜୀବ ପଣ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ-ଭୁବନେଶ୍ୱର ଟୁଇନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସଞ୍ଜୀବ ପଣ୍ଡା। ସୋମବାର ସେ ପୂର୍ବତନ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୋଲିସ...

ବିହାରରେ ଦଳ ବଦଳ ରାଜନୀତି ନୂଆ କଥା ନୁହେଁ, ଏଠାରେ ଦଳ ଡିଆଁ ନେତାଙ୍କ ତାଲିକା ଲମ୍ବା

ଭାସ୍କର ପରିଚ୍ଛା   ବିହାରର ଯେଉଁଭଳି ରାଜନୈତିକ ବ୍ୟବସ୍ଥା ଓ ମତଦାନ ପଦ୍ଧତି ରହିଛି, ସେଥିରେ କୌଣସି ନେତାଙ୍କ ପାଇଁ ଦଳ ବଦଳ କରିବା ନୂଆ କଥା ନୁହେଁ। ଏବେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ...

୩ ଆସନ ପାଇଁ ଫେବ୍ରୁଆରି ୨୭ରେ ରାଜ୍ୟସଭା ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଫେବ୍ରୁଆରି ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ। ଓଡ଼ିଶାର ଖାଲି ହେବାକୁ ଥିବା ୩ଟି ରାଜ୍ୟସଭା ଆସନ ପାଇଁ ଏହି ନିର୍ବାଚନ ହେବ। ଏ ନେଇ ସୋମବାର ଦିନ ଘୋଷଣା...

ଭୁବନେଶ୍ୱର: ପ୍ରଥମ ସୋଆ ଅନ୍ତର୍ଜାତୀୟ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ପ୍ରତିଯୋଗିତା ଉଦ୍‌ଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ଵବିଦ୍ୟାଳୟରେ ଆରମ୍ଭ ହୋଇଛି ପ୍ରଥମ ଅନ୍ତର୍ଜାତୀୟ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ପ୍ରତିଯୋଗିତା। ଏଥିରେ ୧୨ଟି ଦେଶର ଚେସ୍ ଖେଳାଳି ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ...

ଓଡ଼ିଶାକୁ ପୁଣି ଫେରିଲା ଶୀତ, ଘନ କୁହୁଡ଼ି ପାଇଁ ୨୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାକୁ ପୁଣି ଫେରିଛି ଶୀତ। ରାଜ୍ୟର ସବୁଠାରୁ ଶୀତୁଅ ସହର ପାଲଟିଛି ଜି.ଉଦୟଗିରି। ଏଠାରେ ରାତିର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ସହିତ ୧୦ଟି ସହରରେ ରାତି...