Independence Day

ଓଡ଼ିଶାରେ ଜୁନ ୧୨ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ!

ଓଡ଼ିଶାଲାଇଭ୍ ବ୍ୟୁରୋ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରୁ ମିଳିବ ସାମାନ୍ୟ ଆଶ୍ଵସ୍ତି। ଜୁନ ୧୨ ତାରିଖ ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଓ୍ଵାର୍ଣ୍ଣିଂ ଜାରି...

ଆଧାର ଅପବ୍ୟବହାର ହେଉଛି କି ନାହିଁ କିପରି ଯାଞ୍ଚ କରିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/Aj21wd9VK0c ଆଧାର ନମ୍ବର ଏବେ ସବୁକ୍ଷେତ୍ରରେ ବାଧ୍ୟତାମୂଳକ ହୋଇଗଲାଣି। ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ନଥିଲେ କୌଣସି କାରବାର କରିବା ଖୁବ କଷ୍ଟକର। ଏପରି ସ୍ଥିତିରେ ଆଧାରର ଅପବ୍ୟବହାର ମଧ୍ୟ ବୃଦ୍ଧି ପାଉଛି।...

‘କହ୍ନେଇ କଥା ପୁରସ୍କାର’ ପାଇବେ ଗାଳ୍ପିକ ସରୋଜ ବଳ

 ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ଵରଠାରେ ଜୁନ ୨୫ ତାରିଖରେ ଅନୁଷ୍ଠିତ ହେବ କହ୍ନେଇଲାଲ ଦାସ ଜୟନ୍ତୀ ସମାରୋହ। ଏହି ଅବସରରେ ଯୁବପିଢ଼ିର ପ୍ରମୁଖ କଥାକାର ଭାବେ ସ୍ଵତନ୍ତ୍ର ସ୍ଥାନ ଅଧିକାର...

ବସ୍‌ ତୁଳନାରେ କାହିଁକି ଟ୍ରେନ ଭଡ଼ା କମ୍ ହୋଇଥାଏ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/ezV8ipLEZ1Y ଦୂର ଯାତ୍ରା ପାଇଁ ଲୋକେ ସାଧାରଣତଃ ଟ୍ରେନକୁ ଅଧିକ ପସନ୍ଦ କରନ୍ତି। କାରଣ ଟ୍ରେନର ଭଡ଼ା ଅନ୍ୟ ଯାତାୟାତ ମାଧ୍ୟମ ତୁଳନାରେ କମ୍ ଓ ସୁବିଧାଜନକ ହୋଇଥାଏ। ଟ୍ରେନରେ ସ୍ଲିପର ଓ...

ମୟୂରଭଞ୍ଜ ଜିଲ୍ଲା ପରିବେଶ ସମିତି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ପରିବେଶ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ବାରିପଦା ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ...

ବାଲେଶ୍ଵର: ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ କର୍ମଶାଳା ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକମାନଙ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଯୋଗ ଦେଇଥିବା...

ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କ ହାତ ଧରିଲେ ଟିଏମସି ସାଂସଦ ମହୁଆ ମୋଇତ୍ରା!

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ରା। ଏହି ଚର୍ଚ୍ଚା ବିବାଦକୁ ନେଇ ନୁହେଁ, ତାଙ୍କ ବିବାହକୁ ନେଇ। ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ଜୀବନ ସାଥୀ ଭାବେ...

ଉନ୍ମୋଚିତ ହେଲା ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ପୁସ୍ତକ ‘କହିଥିଲି ଦିନେ’

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ଆନୁକୂଲ୍ୟରେ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ପୁସ୍ତକ ‘କହିଥିଲି ଦିନେ’ ସ୍ଥାନୀୟ ଲକି ଇଣ୍ଟରନ୍ୟାସନାଲ ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଯାଇଛି। ଡାକ୍ତର ସତ୍ୟବ୍ରତ...

ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ଯୁକ୍ତ ୨ କଳା ଟପ୍ପର କଶିଶ୍ ନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=OwYjxfbrgrc ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲର ଯୁକ୍ତ ୨ କଳା ବିଭାଗର ଟପ୍ପର ହୋଇଛନ୍ତି ଭୁବନେଶ୍ୱରର କଶିଶ୍ ନାୟକ। ସମୁଦାୟ ୬୦୦ରୁ ୫୫୭ ମାର୍କ ରଖି ସେ ଟପ୍ପର ହୋଇଛନ୍ତି। ଏହି ସଫଳତା...

ପ୍ରକାଶ ପାଇଲା ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ: ସୁଜଲ ଶୁଭ୍ରଜିତ ଟପ୍ପର

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ପ୍ରକାଶ ପାଇଛି ବାଲେଶ୍ଵରସ୍ଥିତ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳାଫଳ। ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ...