Independence Day

ବାଲିଯାତ୍ରା ସରୁ ସରୁ ଦୁର୍ନୀତି ଅଭିଯୋଗ ଆଣିଲେ ବିଜେଡିର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ “କଟକ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଛି। ପ୍ଲଟ ଆବଣ୍ଟନଠାରୁ ଦର ନିର୍ଦ୍ଧାରଣ, ସବୁଥିରେ ଚଞ୍ଚକତା କରାଯାଇଛି”, ବାଲିଯାତ୍ରା ସରୁ ସରୁ ଆଜି ଏଭଳି ଅଭିଯୋଗ ଆଣିଛନ୍ତି ବିଜେଡିର ବରିଷ୍ଠ ନେତା ତଥା...

ବିଦେଶୀ କୁକୁର ପାଳନରେ କଟକଣା ଲଗାଇବ ବିଏମସି: ବାଧ୍ୟତାମୂଳକ ପଞ୍ଜିକରଣ, ଆସିବ ନୂଆ ଏସଓପି

ଓଡ଼ିଶାଲାଇଭ୍ ବ୍ୟୁରୋ ଘରେ ପୋଷା କୁକୁର ରଖିବାକୁ ଚାହୁଥିଲେ ପ୍ରଥମେ ବିଏମସି ପାଖରେ କରିବାକୁ ହେବ ପଞ୍ଜିକରଣ। ନଚେତ କୁକୁର ରଖିବାକୁ ମିଳିବନି ଅନୁମତି। ଖୁବଶ୍ରୀଘ୍ର ଏନେଇ ଏସଓପି ଆସିବ ବୋଲି କହିଛନ୍ତି ବିଏମସି...

ମେକ୍ ଇନ୍ ଓଡ଼ିଶା କନକ୍ଲେଭ କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ସୁଚାରୁରୂପେ ପ୍ରଚାର ପ୍ରସାର ବ୍ୟବସ୍ଥା ନେଇ ସ୍ୱତନ୍ତ୍ର ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଲାଇଭ କମନ ଫିଡ୍ ସହିତ ବିଭିନ୍ନ ମିଡିଆ ହାଉସମାନେ କାର୍ଯ୍ୟକ୍ରମର ପ୍ରସାରଣ କରିପାରିବେ...

କୋରାପୁଟ: ସହିଦଙ୍କ ଜନ୍ମମାଟିରୁ ଆଦିବାସୀ ଲୋକ ମହୋତ୍ସବ ‘ପରବ’ର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋରାପୁଟ): କୋରାପୁଟର ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୨ର ଶୁଭାରମ୍ଭ ହୋଇଛି। ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମାରୁ ଆରମ୍ଭ ହୋଇଛି ଏହି ଉତ୍ସବ। ଶୁଭାରମ୍ଭ ଦିନ ଆଦିବାସୀ ନାଚ ଗୀତରେ ଦୁଲୁକି...

ମୁଁ ସାଧାରଣ ନୁହେଁ, ତା’ଠାରୁ ଯଦି ତଳେ କିଛି ଥାଏ, ସେଇଠି ମୋ’ର ସ୍ଥାନ – ଆଶିଷ ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=-jvZizObImE]ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ମାତ୍ର ୮୦୦ଟି ଇଣ୍ଟରନେଟ୍ ବ୍ୟବସାୟକୁ ‘ୟୁନିକର୍ନ’ ଆଖ୍ୟା ଦିଆଯାଇଛି। (ଅନ୍ତର୍ଜାତୀୟ ବଜାର ଭାଷାରେ ‘ୟୁନିକର୍ନ’ ହେଉଛି ସେହି ସଂସ୍ଥା, ଯାହାର ମୂଲ୍ୟାୟନ ୧୦୦ କୋଟି ଆମେରିକୀୟ...

ସରିଲା ଐତିହାସିକ କଟକ ବାଲିଯାତ୍ରା: ୧୦ ଦିନରେ ୨୦୦ କୋଟିର କାରବାର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ୧୦ ଦିନଧରି ଚାଲିଥିବା ଐତିହାସିକ ବାଲିଯାତ୍ରା ଉଦଯାପିତ ହୋଇଛି। ବାଲିଯାତ୍ରାର ଉଦଯାପନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ...

ଛାତ୍ରୀଙ୍କୁ ରାଗିଂ ମାମଲା: ୧୨ ଛାତ୍ରଛାତ୍ରୀ ବହିଷ୍କୃତ, ୩ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ସର୍ବସମ୍ମୁଖରେ ଯୁକ୍ତଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ରାଗିଂ କରିବା ଓ ସେହି ସମୟର ଦୃଶ୍ୟକୁ ଉପଭୋଗ କରିବା ବ୍ରହ୍ମପୁରସ୍ଥିତ ବିନାୟକ ଆଚାର୍ଯ୍ୟ ସରକାରୀ କଲେଜରେ ପଢ଼ୁଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କୁ...

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ। ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ମିଳିଥିବା ସୂଚନା ଅନୁସାରେ ଏହି ବୈଠକରେ...

ଆଜିଠୁ ଆରମ୍ଭ ହେବ ନ୍ୟୁଜିଲାଣ୍ଡ କ୍ରିକେଟ୍ ସିରିଜ: ହାର୍ଦ୍ଦିକ ଓ ଧଓ୍ୱନଙ୍କ ନେତୃତ୍ୱରେ ଖେଳିବ ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହେଉଛି ଭାରତ ନ୍ୟୁଜିଲାଣ୍ଡ କ୍ରିକେଟ୍ ସିରିଜ। ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଏହି ଆନ୍ତର୍ଜାତିକ ସିରିଜରେ ଦୁଇ ଦେଶ ଉଭୟ ଟି-ଟ୍ୱେଣ୍ଟି ଏବଂ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ ଖେଳିବେ। ଟି-ଟ୍ୱେଣ୍ଟି...

ନଭେମ୍ବର ୩୦ରୁ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ, ତୃତୀୟ ସଂସ୍କରଣ ପାଇଁ ଚାଲିଛି ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=hPuBqE_TESw] ଦେଶ ବିଦେଶର ପୁଞ୍ଜି ନିବେଶକାରୀଙ୍କୁ ଓଡ଼ିଶାକୁ ଆକର୍ଷିତ କରିବା ଲାଗି ରାଜ୍ୟ ସରକାରଙ୍କର ଏକ ଅନନ୍ୟ ପ୍ରୟାସ ହେଉଛି 'ମେକ୍ ଇନ୍ ଓଡ଼ିଶା କନକ୍ଲେଭ’। ୨୦୧୬ ମସିହାରୁ ଭୁବନେଶ୍ୱରଠାରେ ଆରମ୍ଭ...