ବାଂଲାଦେଶରେ ତାଣ୍ଡବ ରଚିଲା ବାତ୍ୟା ‘ସିତ୍ରାଙ୍ଗ’
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ସିତ୍ରାଙ୍ଗ’ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ସୋମବାର ରାତି ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ବାଂଲାଦେଶର ବରିସଲ ନିକଟରେ ଉପକୂଳ ଅତିକ୍ରମ କରିଥିଲା। ଏହି...
ଆଜି କେଉଁ ସମୟରେ ହେବ ସୂର୍ଯ୍ୟପରାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଆଂଶିକ ସୂର୍ଯ୍ୟପରାଗ। ଏହି ସୂର୍ଯ୍ୟପରାଗ ମଙ୍ଗଳବାର ଅପରାହ୍ଣ ୨ଟା ୨୮ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୩୨ରେ ଶେଷ ହେବ। ଆଂଶିକ ସୂର୍ଯ୍ୟପରାଗ ଏସିଆ ଓ ୟୁରୋପ ମହାଦେଶରେ...
ଦୀପାବଳି ପାଳନ ପଛର କାହାଣୀ
ଓଡ଼ିଶାଇଭ୍ ବ୍ୟୁରୋ
ଆଲୋକ ଏବଂ ଆନନ୍ଦର ପର୍ବ ହେଉଛି ଦୀପାବଳି। ଅନ୍ଧାର ଉପରେ ଆଲୋକର ବିଜୟର ପର୍ବ ହେଉଛି ଦୀପାବଳି। ଦୀପ ଜଳାଇ ଅମାବାସ୍ୟା ଅନ୍ଧାକାରକୁ ଦୂର କରାଯିବାର ପରମ୍ପରା କାହିଁ କେତେ ବର୍ଷରୁ...
ଆଜି ଆଲୋକ ଓ ଆନନ୍ଦର ପର୍ବ ‘ଦୀପାବଳି’
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଆଲୋକ ଏବଂ ଉଲ୍ଲାସର ପର୍ବ ଦୀପାବଳି। ଦୀପାବଳି ପାଇଁ ଗାଁଠୁ ସହର ହୋଇଉଠିଛି ଉତ୍ସବମୁଖର। କୋଭିଡ କଟକଣା ଯୋଗୁଁ ଗତ ଦୁଇବର୍ଷ ହେଲା ଭଲ ଭାବେ ଦୀପାବଳି ପାଳନ...
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନୂତନ ଲୋଗୋ ଓ ଡାସବୋର୍ଡ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଡ଼ି ହେଲା ସୁନ୍ଦରଗଡ଼ ଜିଲ୍ଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଆନୁକୂଲ୍ୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନୂତନ ଲୋଗା...
୨୫ରେ ସୂର୍ଯ୍ୟପରାଗ: ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୨୫ ତାରିଖରେ ସୂର୍ଯ୍ୟପରାଗ। ଏହି ଦିନକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ଆସନ୍ତା ମଙ୍ଗଳବାର ଦିନ ସୂର୍ଯ୍ୟପରାଗ ପଡୁଥିବାରୁ ଏହି ଦିନଟିକୁ ସରକାରୀ ଛୁଟି ଭାବେ ଘୋଷଣା...
୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ: ସୃଷ୍ଟି ହେବ ଓଏଏସର ୧୨୫ଟି ନୂଆ ପଦବୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୨୫ କନିଷ୍ଠ ଓଏଏସ ପଦବୀ ସୃଷ୍ଟି ହେବ
ବିଚାର ବିଭାଗୀୟ ଅଧିକାରୀଙ୍କ ବେତନ ବଢ଼ିବ
କେବଳ ଲିଖିତ ପରୀକ୍ଷା ଦ୍ଵାରା ନିଯୁକ୍ତ ହେବେ ଡାକ୍ତର
ସଂଶୋଧିତ ହେଲା ପାଣି ପଞ୍ଚାୟତ...
ଅବପାତର ରୂପ ନେଲା ଲଘୁଚାପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଥିବା ଲଘୁଚାପ ଶନିବାର ଦିନ ଅବପାତର ରୂପ ନେଇଛି। ପରବର୍ତ୍ତୀ ସମୟରେ ଏହା ଧୀରେ ଧୀରେ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ...
ଦାନା ବାନ୍ଧୁଛି ବାତ୍ୟା, ଓଡ଼ିଶାକୁ ବିଶେଷ ପ୍ରଭାବ ପକାଇବ ନାହିଁ ‘ସିତ୍ରାଙ୍ଗ’
ଓଡ଼ିଶାଲାଇଭ୍ ବ୍ୟୁରୋ
ସମୁଦ୍ର ମଧ୍ୟରେ ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’। ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ପରେ ବାତ୍ୟା ବା ସାମୁଦ୍ରିକ ଝଡ଼ର ରୂପ ନେବ ଗଭୀର ଅବପାତ।...
ସହଯୋଗର ହାତ ବଢ଼ାଇଲା ‘ଓଡ଼ିଶା ମୋ ପରିବାର’, କୃତ୍ରିମ ଗୋଡ଼ରେ ଏବେ କଲେଜ ଯିବ ବରଗଡ଼ର ଭାର୍ଗବ ଭୂସାଗର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବରଗଡ଼): ଜନ୍ମରୁ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଉଚ୍ଚ ଶିକ୍ଷା ପାଇଁ ଆଶା ବାନ୍ଧିଥିଲେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୁଲୁଣ୍ଡା ଅଞ୍ଚଳର ଭାର୍ଗବ ଭୂସାଗର। ଅର୍ଥାଭାବ ଯୋଗୁଁ କୃତ୍ରିମ ଅଙ୍ଗ ଲଗାଇବାକୁ...




















