Independence Day

ମୌସୁମୀ ବର୍ଷାର ଦେଖାନାହିଁ, ଗରମରେ ଛଟପଟ ରାଜ୍ୟବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ମୌସୁମୀ ବର୍ଷାର ଦେଖାନାହିଁ। ଚଳିତ ବର୍ଷ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ସ୍ଵଭାବିକଠାରୁ ୨୯ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି। ଜୁନ ମାସରେ ମଧ୍ୟ ବର୍ଷାର ଦେଖାନାହିଁ। ପ୍ରଥମ ସପ୍ତାହରେ...

‘ସିଡିଏସ୍’ ନିଯୁକ୍ତି ନିୟମରେ ପରିବର୍ତ୍ତନ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିରକ୍ଷା ମନ୍ତ୍ରାଳୟର ଚିଫ ଅଫ୍ ଡିଫେନ୍ସ ଷ୍ଟାଫ ବା ସିଡିଏସ ନିଯୁକ୍ତିକୁ ନେଇ ସର୍ଭିସ ଆକ୍ଟରେ ପରିବର୍ତ୍ତନ କରାଯାଇଛି। ଏନେଇ ଗ୍ୟାଜେଟ ନୋଟିଫିକେସନ ମଧ୍ୟ ଜାରି ହୋଇଛି। ଏବେ ଲେଫ୍ଟନାଣ୍ଟ ଜେନେରାଲଙ୍କ...

ହାତୀବେଶ ପରେ ୩ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ପାଇବେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ରାଜେନ୍ଦ୍ରାଭିଷେକ ନୀତିଠାରୁ ଆରମ୍ଭ କରି ନିଳାଦ୍ରୀବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ନେଇ ବୈଠକରେ ଆଲୋଚନା ହୋଇଛି। ସ୍ନାନ...

ରାତିକ ଭିତରେ ବଦଳିଲା ବୟାନ: ପୁରୀ ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡା କହିଲେ “ମୁଁ ମାନସିକ ରୋଗୀ”

ଓଡ଼ିଶାଲାଇଭ୍ ବ୍ୟୁରୋ ରାତିକ ଭିତରେ ବଦଳିଗଲା ପୁରୀ ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡାଙ୍କ ବୟାନ। ଗତକାଲି, ମେ’ ୬ ତାରିଖରେ ସଂଜୟ ପଣ୍ଡା ପୁରୀ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ...

ୟୁସିସିଆଇ ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସରେ ଓଡ଼ିଶାର ୩ ନାରୀ ପ୍ରତିଭା ସମ୍ବର୍ଦ୍ଧିତ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=Cdx1oi83_O8] ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ) ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ ସୋମବାର ଦିନ ଭୁବନେଶ୍ଵର ସ୍ଥିତ ୟୁସିସିଆଇ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ଵର...

୫ଟି ଜିଲ୍ଲାର ୪୯୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦ୍ଵିତୀୟ ପର୍ଯ୍ୟାୟର ଚତୁର୍ଥ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲଗୁଡ଼ିକର ଲୋକାର୍ପଣ କରିଛନ୍ତି। ମେ’ ୬ ତାରିଖରେ ୫ଟି ଜିଲ୍ଲାର ୪୯୦ଟି ସ୍କୁଲ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ କେନ୍ଦ୍ରାପଡ଼ା...

ସୁନ୍ଦରଗଡ଼ଠାରେ ଯୁଗ୍ମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ: ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ...

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ ସୋମବାର ଦିନ ସୁନ୍ଦରଗଡ଼ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ...

ବାରାଣାସୀ ସିରିଜ ବିସ୍ଫୋରଣ ମାମଲାରେ ୧୬ ବର୍ଷ ପରେ ଆସିଲା ରାୟ: ଦୋଷୀକୁ ଫାଶୀ ଦଣ୍ଡାଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ବାରାଣାସୀ ସିରିଜ ବିସ୍ଫୋରଣ ମାମଲାରେ ସୋମବାର ୧୬ ବର୍ଷ ପରେ ରାୟ ଶୁଣାଇଛନ୍ତି କୋର୍ଟ। ଏହି ମାମଲାରେ ଗାଜିଆବାଦ ଜିଲ୍ଲା ଏବଂ ସ୍ଵତନ୍ତ୍ର କୋର୍ଟ ଆତଙ୍କବାଦୀ ଭଲୀଉଲ୍ଲା ଖାନକୁ ଦୋଷୀ ସାବ୍ୟସ୍ତ...

ଅନିୟମିତତା ଅଭିଯୋଗରେ ୨ ଗ୍ରାମ ରୋଜଗାର ସେବକ ବହିଷ୍କୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଓ ନୂଆଗାଁ ବ୍ଲକ ଅଞ୍ଚଳର ଦୁଇ ଜଣ ଗ୍ରାମ ରୋଜଗାର ସେବକଙ୍କୁ ଜିଲ୍ଲାପାଳ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ଏହି ଦୁଇଜଣ ହେଲେ ଭାପୁର ବ୍ଲକ ବଡ଼ଶହରା...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ନେତା

ଓଡ଼ିଶାଲାଇଭ୍ ବ୍ୟୁରୋ   ରାତାରାତି ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହେଲା। ମେ’ ୪ ତାରିଖରେ ଏକାବେଳକେ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ଦେବା ପରେ ମେ’ ୫ ତାରିଖରେ ରାଜ୍ୟ ସରକାରଙ୍କର ନୂଆ...