Independence Day

ଆରମ୍ଭ ହେଲା ‘ପ୍ରିକସନ’ ଡୋଜ : ରାଜ୍ୟରେ ୧୭ ଲକ୍ଷ ସ୍ଵାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ମୋଟ ୧୭ ଲକ୍ଷ ୫୨ ହଜାର ୮୩୮ ଜଣ ନେବେ ବୁଷ୍ଟର ଡୋଜ  ଦ୍ଵିତୀୟ ଡୋଜ ଟିକାକରଣର ୯ ମାସ ପରେ ବୁଷ୍ଟର ଡୋଜ ୩ ହଜାର ୬୧୬ଟି...

ବଢ଼ିଲା ଅଙ୍ଗନଓ୍ଵାଡି କର୍ମୀଙ୍କ ପ୍ରୋତ୍ସାହନ ରାଶି

ଓଡ଼ିଶାଲାଇଭ୍ ବ୍ୟୁରୋ ସେବା ନିବୃତ ହେଉଥିବା ଅଙ୍ଗନଓ୍ଵାଡି କର୍ମୀ ଏବଂ ସହାୟକଙ୍କ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି। ଏହା ସହ ଅଙ୍ଗନଓ୍ଵାଡି କର୍ମୀଙ୍କୁ ସବେତନ ଚିକିତ୍ସା ଛୁଟି ମିଳିପାରିବ। ଏହା...

ମିଶନ ଶକ୍ତି ଗୋଷ୍ଠୀ ମା’ମାନଙ୍କ ପାଇଁ ପ୍ୟାକେଜ ଘୋଷଣା : ଉପକୃତ ହେବେ ୫୦ ହଜାର ସଦସ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁନିଫର୍ମ ପାଇଁ ଭତ୍ତା, ସ୍ମାଟଫୋନ୍ ଓ ଗସ୍ତ ଖର୍ଚ୍ଚ ଦେବେ ସରକାର ମିଶନ ଶକ୍ତି ମା’ଙ୍କୁ ୬ ହଜାର କୋଟି ଟଙ୍କାର ବ୍ୟାଙ୍କ ୠଣ ପ୍ରଦାନ ସ୍ମାଟଫୋନ କିଣିବାକୁ ୫...

ପଞ୍ଚାୟତ ନିର୍ବାଚନକୁ କରୋନା ଚିନ୍ତା : ସ୍ଥିତି ସମୀକ୍ଷା ପରେ ଚୂଡ଼ାନ୍ତ ନିଷ୍ପତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗକୁ ରାଜ୍ୟରେ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। କିନ୍ତୁ ଯେଉଁଭଳି ଭାବରେ କରୋନା ସଂକ୍ରମଣ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ଏହାକୁ ନେଇ ଚିନ୍ତା ବଢ଼ିଛି। ଏହି ପରିସ୍ଥିତିରେ ନିର୍ବାଚନ...

ସ୍ଵର୍ଗଦ୍ଵାରରେ ଶବଦାହ ଉପରେ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ସ୍ଵର୍ଗଦ୍ଵାରରେ ଶବଦାହ ଉପରେ କଟକଣା ଲାଗୁ କରାଯାଇଛି। ଏହି କଟକଣା ଆସନ୍ତା ୧୦ ତାରିଖଠାରୁ ଲାଗୁ ହେବ। ସ୍ଵର୍ଗଦ୍ଵାରରେ ବାହାର ଜିଲ୍ଲାର ଲୋକଙ୍କୁ ଶବଦାହ ପାଇଁ ଅନୁମତି ଦିଆଯାଇ ନାହିଁ।...

ଆଜି ସାଢ଼େ ୩ଟାରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାର ଅପରାହ୍ଣ ସାଢ଼େ ୩ଟାରେ ୫ଟି ରାଜ୍ୟର ନିର୍ବାଚନ ତାରଖ ଘୋଷଣା କରାଯିବ। ଭାରତ ନିର୍ବାଚନ ଆୟୋଗ ବିଧାନସଭା ନିର୍ବାଚନ ପାଇଁ ଏହି ଘୋଷଣା କରିବାକୁ ଯାଉଛନ୍ତି। ଆଗାମୀ କିଛି ଦିନ...

ଭକ୍ତଙ୍କ ପାଇଁ ୧୦ ତାରିଖରୁ ବନ୍ଦ ରହିବ ଶ୍ରୀମନ୍ଦିର

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣ ବଢ଼ୁଥିବାରୁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ ରହିବ। ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ...

ମେଡିକାଲ ପିଜି ନାମ ଲେଖା ପାଇଁ ଓବିସି ବର୍ଗକୁ ୨୭ ପ୍ରତିଶତ ସଂରକ୍ଷଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଏନ୍ଇଇଟି(ନିଟ୍) କାଉନସେଲିଂ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ନିଟ୍ ପିଜି ଏବଂ ୟୁଜି ୨୦୨୧ ନାମ ଲେଖା ପାଇଁ ଏହି ରାୟ ପ୍ରକାଶ ପାଇଛି। ଅନ୍ୟାନ୍ୟ ପଛୁଆ...
Rama devi womens university

ଜାନୁଆରି ୧୦ରୁ ସବୁ କଲେଜ ଓ ୟୁନିଭର୍ସିଟି ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ   ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସରକାର କୋଭିଡ କଟକଣାକୁ କଡ଼ାକଡ଼ି କରିଛନ୍ତି। ସମସ୍ତ କଲେଜ ଏବଂ ୟୁନିଭର୍ସିଟି ଆସନ୍ତା ୧୦ ତାରିଖରୁ ବନ୍ଦ ରହିବ। କେବଳ ମେଡିକାଲ କଲେଜ ଏବଂ ନର୍ସିଂ...

ଆଜି ରାତି ୯ଟାରୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ : ଟ୍ଵିନ ସିଟି କଟକ-ଭୁବନେଶ୍ଵରରେ ଯାଞ୍ଚ କଡ଼ାକଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ଼ କଟକଣା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ ଲାଇନ୍ ଅନୁସାରେ ଶୁକ୍ରବାର ରାତି ୯ଟା ଠାରୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ। ରାସ୍ତା କଡ଼ରେ...