ଓଡ଼ିଶା ମୋହରେ ବାନ୍ଧି ହୋଇ ରହିଗଲେ ଇଟାଲିର ଇଲେଆନା ଚିତାରିସ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=Hejz8YETN2Q] ଦିନେ ଇଟାଲିରୁ ବୁଲିବା ପାଇଁ ଆସିଥିଲେ, ଓଡ଼ିଶା ଓ ଓଡ଼ିଶୀ ମୋହରେ ବାନ୍ଧି ହୋଇ ରହିଗଲେ ଇଲେଆନା ଚିତାରିସ୍ତି। ଓଡ଼ିଶୀ ଓ ଛଉ ନୃତ୍ୟ ଜଗତର ଜଣାଶୁଣା ନାଁ ଇଲେଆନା ଚିତାରିସ୍ତି।...

ଆଥଲେଟିକ୍ସ କୋଚ୍ ଅରୁଣ କୁମାର ଦାସଙ୍କ କ୍ରୀଡ଼ା ଜୀବନ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=Oa32fN5qja0] ଓଡ଼ିଶା କ୍ରୀଡ଼ା ଜଗତ ପାଇଁ ଆଥଲେଟିକ୍ସ କୋଚ୍ ଅରୁଣ କୁମାର ଦାସଙ୍କ ଅବଦାନ ଅତୁଳନୀୟ। ଓଡ଼ିଶା କ୍ରୀଡ଼ା ଜଗତର ଜଣେ ପରିଚିତ ନାଁ ଅରୁଣ କୁମାର ଦାସ। ଆଥଲେଟିକ୍ସ କ୍ରୀଡ଼ାରେ ରାଜ୍ୟ...

କେନ୍ଦୁ ବାଡ଼ିରେ ଷ୍ଟିକ ବନେଇ ହକି ଖେଳୁଥିଲି – ପିଟର ତିର୍କୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=bVTXxP4GQ30] ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ପିଟର ତିର୍କୀଙ୍କୁ ମିଳିବ ସମ୍ମାନଜନକ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’। ହକି କ୍ଷେତ୍ରରେ ଜୀବନବ୍ୟାପୀ ସାଧନ ନିମନ୍ତେ ପିଟର ତିର୍କୀଙ୍କୁ ଏହି ପୁରସ୍କାର...

ମାୟାଧର ପରିଡ଼ାରୁ ମୀରା ମା’ – ଜଣେ କିନ୍ନରଙ୍କ ସଂଘର୍ଷର କଥା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=2gpbJWy8hGw] ମାୟାଧର ପରିଡ଼ାରୁ ମୀରା ପରିଡ଼ା। ଏବେ ସମସ୍ତଙ୍କର ମୀରା ମା’। ଏ ପରିଚୟ ପାଇଁ ତାଙ୍କୁ କରିବାକୁ ପଡ଼ିଥିଲା ଅନେକ ସଂଘର୍ଷ। ସହିବାକୁ ପଡ଼ିଥିଲା କେତେ ନିନ୍ଦା, ଅପବଦ। ଦିନେ ପରିଚୟ...

ବାପାଙ୍କ ସ୍ଵପ୍ନ ସାକାର କରିଛି – ଶ୍ଵେତଲିନା ସାହୁ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=E2ns5WNLvPQ] ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ନିଆଳିର ଶ୍ୱେତଲିନା ସାହୁ। ତୃତୀୟ ଚେଷ୍ଟାରେ ତାଙ୍କୁ ଏହି ସଫଳତା ମିଳିଛି। ଏହି ସଫଳତା ତାଙ୍କ ବାପାଙ୍କ ସ୍ଵପ୍ନକୁ ସାକାର...

ବାରମ୍ବାର ବିଫଳତା ଆଗକୁ ବଢ଼ିବା ପାଇଁ ପ୍ରେରଣା ଦିଏ – ଓଏଏସ ସୌରଭ କୁମାର ସ୍ଵାଇଁ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=76A3mMdtZy0] ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ସୋନପୁରର ସୌରଭ କୁମାର ସ୍ଵାଇଁ। ତୃତୀୟ ଚେଷ୍ଟାରେ ୧୦୪ ରାଙ୍କରେ ରହି ତାଙ୍କୁ ମିଳିଛି ଏହି ସଫଳତା। ପୂର୍ବରୁ ଦୁଇଥର...

ମୋ ପରିଚୟକୁ ନେଇ କେବେ ସଙ୍କୋଚ କରିନି – ଆଇଶା ପଣ୍ଡା

[youtube https://www.youtube.com/watch?v=r9lSvp7abF4] "ମାଇଚିଆ, ଛକା - ସାନବେଳୁ ଏମିତି ଟାହିଟାପରା ମୁଁ ଶୁଣି ଆସୁଛି। ତେଣୁ ଏବେ ଆଉ କଷ୍ଟ ଲାଗୁନି ବରଂ ଦେହସୁହା ହୋଇଗଲାଣି। ଏବେ ମୁଁ ମୋ ସମାଜ ପାଇଁ କାମ...

ଓଡ଼ିଶୀ ସଙ୍ଗୀତର ଧାରା ଅନ୍ୟ ଭାରତୀୟ ସଙ୍ଗୀତଠାରୁ ସ୍ୱତନ୍ତ୍ର – ଗୁରୁ ରାମହରି ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=nsvuH0_OQuY] ଓଡ଼ିଶୀ ସଙ୍ଗୀତର ଧାରା ଅନ୍ୟ ଭାରତୀୟ ସଙ୍ଗୀତଠାରୁ ଭିନ୍ନ। ଓଡ଼ିଶୀ ନୃତ୍ୟର ଆତ୍ମା ହେଉଛି ଓଡ଼ିଶୀ ସଙ୍ଗୀତ। ଓଡ଼ିଶୀ ନୃତ୍ୟ ପାଇଁ ଓଡ଼ିଶୀ ସଙ୍ଗୀତ ଅନିବାର୍ଯ୍ୟ। ଓଡ଼ିଶୀ ସଙ୍ଗୀତ ଅତ୍ୟନ୍ତ ମଧୁର...

ମତେ ବି ଦିନେ ପ୍ରେମ ହେଇଥିଲା – ଆଇଶା ପଣ୍ଡା

[youtube https://www.youtube.com/watch?v=yI6-5kMFHYU] ଆଇଶାଙ୍କ ନାଁ ପ୍ରଥମରୁ ଅଶୋକ ପଣ୍ଡା ଥିଲା। ପରିବାର ଲୋକ ତାଙ୍କୁ ଘରର ସାନ ପୁଅ ଭାବେ ସ୍ନେହ ଶ୍ରଦ୍ଧା କରୁଥିଲେ। କିନ୍ତୁ ଯେତେବେଳେ ସେମାନେ ଜାଣିଲେ ଆଇଶା ପୁଅ ନୁହଁନ୍ତି,...

ବୟସ ବଢ଼ିବା ସହ ବୁଝିପାରିଲି ମୁଁ ଜଣେ କିନ୍ନର – ଆଇଶା ପଣ୍ଡା

[youtube https://www.youtube.com/watch?v=Efsa4tg2n20] "ପିଲାବେଳୁ ମତେ ଝିଅଙ୍କ ସହ ସାଙ୍ଗ ହେବାକୁ ଭଲ ଲାଗୁଥିଲା। ସେମାନଙ୍କ ଭଳି ସଜ୍ଜ ହେବାକୁ ଭଲ ଲାଗୁଥିଲା। ସେତେବେଳେ ମୁଁ ଟ୍ରାନ୍ସଜେଣ୍ଡର କ’ଣ ଜାଣିନଥିଲି। ଧୀରେ ଧୀରେ ବୟସ ବଢ଼ିବା...