୭ ଦିନର ଲୁଚକାଳି ଶେଷ: ଗଞ୍ଜାମ ପୋଲିସ ପଞ୍ଝାରେ ଛତ୍ରପୁର କାଉନସିଲର ହତ୍ୟାକାଣ୍ଡର ୮ ଅଭିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
୭ଦିନର ଲୁଚକାଳି ଖେଳ ଶେଷ ହୋଇଛି। ଶେଷରେ ଛତ୍ରପୁର ବିଜେଡି କାଉନସିଲର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗଞ୍ଜାମ ପୋଲିସ ପଞ୍ଝାରେ ପଡ଼ିଛନ୍ତି। ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଏହି ଅଭିଯୁକ୍ତଙ୍କୁ...
ବୁର୍ଲାଠାରେ ଏପିଜେ ଅବଦୁଲ୍ କାଲାମ୍ ପ୍ଲାନେଟୋରିୟମ୍କୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ପରେ ସମ୍ବଲପୁରର ବୁର୍ଲାଠାରେ ପ୍ରତିଷ୍ଠା ହୋଇଛି ରାଜ୍ୟର ଦ୍ୱିତୀୟ ପ୍ଲାନେଟୋରିୟମ୍। ଏହାକୁ ମିଜାଇଲ୍ ମ୍ୟାନ୍ ତଥା ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମଙ୍କ ନାମରେ ନାମିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ...
ଚତୁର୍ଥ ଦିନରେ ପ୍ରଭାତଙ୍କୁ ମାରାଥନ୍ ଜେରା: ଖୋଲୁଛି ସିସୋର୍ ଲିଙ୍କ୍ର ଗୁମର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ସିବିଆଇ ଅଫିସ୍ରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଚାଲିଛି ମାରାଥନ୍ ଜେରା। ରିମାଣ୍ଡର ଚତୁର୍ଥ ଦିନରେ ସିବିଆଇ ଅଧିକାରୀ ପ୍ରଭାତଙ୍କଠାରୁ ସିସୋର୍ ସମ୍ପର୍କିତ ଅଧିକ ତଥ୍ୟ ବାହାର କରୁଛନ୍ତି।
ସିସୋର୍ ସହ...
ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ: ‘କାହା ଅନୁମତିରେ ଜଜ୍ଙ୍କ ଘରକୁ ଯାଇଥିଲ’
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇକୋର୍ଟ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କ ଘରେ ରାତି ଅଧିଆ ପ୍ରବେଶ କରିବା ଏବେ ସିବିଆଇକୁ ମହଙ୍ଗା ପଡିଛି। ଶୁକ୍ରବାର ଓଡ଼ିଶା ହାଇକୋର୍ଟ ଜନସ୍ୱାର୍ଥ ମାମଲାକୁ ଗ୍ରହଣ କରି ସବୁ ପ୍ରତିପକ୍ଷଙ୍କୁ କାରଣ...
ବିଚାରପତିଙ୍କ ଘରେ ସିବିଆଇ ପଶିବା ଘଟଣା: ଚାଲିଛି ଆରୋପ ପ୍ରତ୍ୟାରୋପ ରାଜନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇକୋର୍ଟ ଜଜ୍ ଚିତ୍ତରଞ୍ଜନ ଦାଶଙ୍କ ବାସଭବନରେ ସିବିଆଇ ପଶିବାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ସିବିଆଇ ଏଫ୍ଆଇଆର୍ କପି ଗ୍ରହଣ କରିଥିବା ବେଳେ ହାଇକୋର୍ଟ ବାର୍ ଆସୋସିଏସନ୍...
୫ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର: ଗଠନ ହେବ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ପରିଷଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଗୁରୁବାର ବସିଛି। ଏହି ବୈଠକରେ ୫ଟି ପ୍ରସ୍ତାବ ଗୃହୀତ ହୋଇଛି। ଓଡିଶା ଅଗ୍ନିଶମ ସେବା ନିୟମାବଳୀ ଗୃହୀତ ହୋଇଛି। ଏହି ପ୍ରସ୍ତାବ ଗୃହୀତ ହେବା ପରେ...
ପ୍ରସନ୍ନ ଆଚାର୍ଯ୍ୟଙ୍କୁ ‘ଗ୍ରୀନ୍ ରେ ଇଣ୍ଟରନାସନାଲ’ ସହ ଯୋଡିଲା ବିଜେପି: ଆଚାର୍ଯ୍ୟ କହିଲେ,”ସିବିଆଇକୁ ଲଗାଇ ତଦନ୍ତ କରନ୍ତୁ”
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିନ୍ନ ମୋଡ଼ ନେଉଛି ଚିଟଫଣ୍ଡ ଠକେଇ ପ୍ରସଙ୍ଗ। ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ଗରମ୍ ରହିଛି। ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀକୁ ନେଇ ବିଜେପି-ବିଜେଡ଼ି ମଧ୍ୟରେ କାଦୁଅଫିଙ୍ଗା ଚାଲିଥିବା ବେଳେ ବିଜେପି...
କିରୋସିନ୍ ଢ଼ାଳି ଛାତ୍ରୀଙ୍କ ଆତ୍ମାହୂତି ଉଦ୍ୟମ: ଏମ୍ଏସ୍ ଲ’ କଲେଜ ସାଇନ୍-ଏ-ଡାଏ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଶାନ୍ତ ହେଉଛି କ୍ୟାମ୍ପସ୍। ଗୋଟିଏ ପରେ ଗୋଟିଏ କଲେଜ ହେଉଛି ସାଇନ୍-ଏ-ଡାଏ। କିଛିଦିନ ତଳେ ବାଣୀବିହାର ସମେତ ୧୧ଟି କଲେଜ ସାଇନ୍-ଏ-ଡାଏ ଘୋଷଣା ହେବା ପରେ ଗୁରୁବାର କଟକର ମଧୁସୂଦନ ଲ'...
ନବୀନ-ମମତାଙ୍କ ଗଡ଼ ଜିତିପାରିବ ବିଜେପି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ୟ କେହି କହୁ କି ନ କହୁ ବିଜେପିର ଦୁଇଥର ରାଜ୍ୟସଭା ସାଂସଦ ଥିବା ଚନ୍ଦନ ମିତ୍ର କହିଛନ୍ତି ଯେ ଓଡ଼ିଶା ଏବଂ ବଙ୍ଗଳା (ପଶ୍ଚିମବଙ୍ଗ) ଭେଦ କରିବା ବିଜେପି ପାଇଁ...
ଜଷ୍ଟିସ୍ ଆଇ ଏମ୍ କୁଦ୍ଦୁସିଙ୍କୁ ଗିରଫ; ୪ ଦିନିଆ ରିମାଣ୍ଡରେ ନେଲା ସିବିଆଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ହାଇକୋର୍ଟ ଏବଂ ଲକ୍ଷ୍ନୌ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଆଇ ଏମ୍ କୁଦ୍ଦୁସି ଫସିଲେ|
ଓଡ଼ିଶା ହାଇକୋର୍ଟ ଏବଂ ଆହ୍ଲାବାଦ ହାଇକୋର୍ଟ ଲକ୍ଷ୍ନୌ ବେଞ୍ଚର ପୂର୍ବତନ ବିଚାରପତି ଜଷ୍ଟିସ୍ ଆଇ ଏମ୍...




















