ବିଶ୍ୱାସ ହେଉନି ମୁଁ ପ୍ରିୟଙ୍କା ଚୋପ୍ରାଙ୍କୁ ଭେଟିଲି: ମାଲାଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ “କ୍ୟାନ୍‌ ନଟ୍‌ ବିଲିଭ୍‍ ଆଇ ମେଟ୍‍ ପ୍ରିୟଙ୍କା ଚୋପ୍ରା” – ନୋବେଲ ଶାନ୍ତି ପୁରସ୍କାର ବିଜେତା ପାକିସ୍ତାନୀ ଝିଅ ମାଲାଲା ୟୁସୁଫଜାଇ କିଛି ଘଣ୍ଟା ତଳେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକଥା...

ଫ୍ଲାଏଓଭର ଭୁଶୁଡିବା ଘଟଣାରେ ମୁଖ୍ୟ ସଚିବ ଏବଂ ଅନ୍ୟମାନଙ୍କୁ ହାଇକୋର୍ଟଙ୍କ ନୋଟିସ୍‍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ଭୁଶୁଡ଼ିବା ଘଟଣାରେ ହାଇକୋର୍ଟ ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗ ସଚିବ, ରୋଡ ଆଣ୍ଡ ଡିଜାଇନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏବଂ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ...

କଟକରେ ସିବିଆଇ ବାଟବଣା ହେଲା କାହିଁକି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ହାଇକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ଘର ଭାବି ବର୍ତ୍ତମାନର ଜଣେ ବିଚାରପତିଙ୍କ ସରକାରୀ ବାସଭବନରେ କିଭଳି ପହଞ୍ଚିଲା ସିବିଆଇ? କଟକରେ ସିବିଆଇ ବାଟବଣା ହୋ‌ଇଯାଇଛି। ଏହି ଘଟଣାକୁ ନେଇ ଏବେ...

ହାଇକୋର୍ଟ ଜଜ୍‌ଙ୍କ ଘରେ ପଶିବା ଘଟଣା: ରୁଜୁ ହେଲା ସିବିଆଇ ନାଁରେ ମାମଲା

ଓଡ଼ିଶାଲାଇଭ୍ ବ୍ୟୁରୋ ସିବିଆଇ ନାଁରେ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ମାମଲା ରୁଜୁ ହୋଇଛି। ହାଇକୋର୍ଟ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କ ଦୁଇ ସୁରକ୍ଷା କର୍ମୀଙ୍କ ବୟାନକୁ ଆଧାରକରି ଏହି ମାମଲା ରୁଜୁ କରାଯାଇଥିବା ପୋଲିସ କମିଶନର...

ବର୍ଷାରେ ମୁମ୍ବାଇ ପୁଣି ବେହାଲ୍: ୧୨୦ ବିମାନ ବାତିଲ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣିଥରେ ଜଳବନ୍ଦୀ ହୋଇଛି ମୁମ୍ବାଇ। ବ୍ୟସ୍ତବହୁଳ ମୁମ୍ବାଇବାସୀଙ୍କ ଜୀବନ ଶୈଳୀକୁ ପୁଣି ରୋକିଛି ବର୍ଷା। ବସ୍, ଟ୍ରେନ୍ ଓ ବିମାନ ସେବା ପ୍ରଭାବିତ ହୋଇଛି। ବୁଧବାର ସହରର ସମସ୍ତ ସ୍କୁଲ, କଲେଜ...

ଚିଟ୍‌ଫଣ୍ଡ ରାଜନୀତି: ବିଜେପି ଟାର୍ଗେଟରେ ପ୍ରସନ୍ନ ଆଚାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀକୁ ନେଇ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଥିଲେ। ବୁଧବାର ଏହାର କାଉଣ୍ଟର ଜବାବ ଦେଇଛି ବିଜେପି। ସାମ୍ବାଦିକ ସମ୍ମିଳନୀରେ...

ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି: ଏଣିକି ସେବାୟତ ଶ୍ରୀମନ୍ଦିରକୁ ନେଇ ପାରିବେନି ସ୍ମାର୍ଟଫୋନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ୍ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ମନ୍ଦିର ଭିତରକୁ ସେବାୟତମାନେ ସ୍ମାର୍ଟଫୋନ୍ ନେବା ଉପରେ ପ୍ରଶାସନ କଟକଣା ଜାରି...

ଦ୍ୱିତୀୟ ଦିନରେ ପ୍ରଭାତ ବିଶ୍ୱାଳଙ୍କୁ ଜେରା: ପତ୍ନୀଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା ସମ୍ପର୍କରେ ପଚାରିଲେ ସିବିଆଇ ଅଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ରିମାଣ୍ଡ ବୁଧବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ସିବିଆଇ ଅଧିକାରୀ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ପ୍ରଭାତଙ୍କୁ ମାରାଥନ୍ ଜେରା କରିଛନ୍ତି। ସିସୋର ଗ୍ରୁପ୍ ସହ ଜମି କାରବାର...

ବାଟବଣା ସିବିଆଇ: ଅବସରପ୍ରାପ୍ତ ଜଜ୍‌ଙ୍କ ବଦଳରେ ହାଇକୋର୍ଟ ଜଜ୍‌ଙ୍କ ଘରେ ପଶିଗଲେ ତଦନ୍ତକାରୀ ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ବାଟବଣା ହୋଇଯାଇଛି। ଏହାର ପ୍ରମାଣ ମିଳିଛି ମଙ୍ଗଳବାର ରାତିରେ। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଘରକୁ ତଦନ୍ତ ପାଇଁ ଯିବା ବଦଳରେ ଏହି ତତନ୍ତକାରୀ ଟିମ୍ ଜଣେ...

ଜେଲରେ ପରିବା ଚାଷ କରିବେ ରାମରହିମ; ଦିନକୁ ମଜୁରି ୨୦ ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡେରା ଆଶ୍ରମରେ ଅତ୍ୟଧିକ ଅୟସ ଅରାମରେ ଦିନ କାଟୁଥିବା ଗୁରୁମିତ ରାମରହିମ ସିଂହଙ୍କୁ ଏବେ ଜେଲରେ ଦିନକୁ ୮ ଘଣ୍ଟା ଖଟିବାକୁ ପଡିବ। ଦିନକୁ ମଜୁରି ମିଳିବ ୨୦ ଟଙ୍କା। ସଶ୍ରମ...