International

ଭାରତୀୟ ଟେଷ୍ଟ ଦଳ: ଦ୍ଵନ୍ଦ୍ଵରେ ୪ ନମ୍ବର ପୋଜିସନ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/yWQry-RNGFU ୩ ଦଶନ୍ଧିରୁ ଅଧିକ ସମୟ ହେବ ଭାରତୀୟ ଟେଷ୍ଟ ଦଳର ବ୍ୟାଟିଂ ଲାଇନ ଅପରେ ୪ ନମ୍ବର ସ୍ଥାନ ସୁରକ୍ଷିତ ହୋଇ ରହିଥିଲା। ହେଲେ ବିରାଟ କୋହଲିଙ୍କ ସନ୍ନ୍ୟାସ ପରେ ଏହି...

ବିଶ୍ୱର ସବୁଠାରୁ ଛୋଟ ଦେଶ ଭାଟିକାନ ସିଟି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/jApGBOwW4nw ଚୀନ୍ ଓ ଭାରତ ବିଶ୍ୱର ଦୁଇଟି ବୃହତ୍ ଜନସଂଖ୍ୟା ବିଶିଷ୍ଟ ଦେଶ। ତେବେ ବିଶ୍ଵର ସବୁଠୁ ଛୋଟ ଦେଶ ହେଉଛି ଭାଟିକାନ୍ ସିଟି। ଏହା ଇଟାଲୀର ରାଜଧାନୀ ରୋମ୍ ମଧ୍ୟରେ ଅବସ୍ଥିତ। ୧୨୧...

ଋଣ ମାଗୁଛି ପାକିସ୍ତାନ!

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/FE_3xzlkYpw ଭାରତ ସହ ଯୁଦ୍ଧ କରିବାକୁ ଆଉ ନାହିଁ ପାକିସ୍ତାନ ପାଖରେ ଆର୍ଥିକ ସମ୍ବଳ। ବିଶ୍ୱ ଆଗରେ ଋଣ ପାଇଁ ଗୁହାରି କରୁଛି ପାକିସ୍ତାନ। ପହଲଗାମ୍‌ ଆକ୍ରମଣର ଜବାବରେ ଭାରତ ଜାରି ରଖିଥିବା...

ପାକିସ୍ତାନୀ କଣ୍ଟେଣ୍ଟ ଭାରତରେ ବ୍ୟାନ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/1a0dgB3b-qY ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାଲିଛି ଭାରତ। ସିନ୍ଧୁ ଜଳ ଚୁକ୍ତି ରଦ୍ଦ, ପାକିସ୍ତାନୀଙ୍କ ଭିଜା ବ୍ୟାନ ପରେ ଏବେ ଜାରି ରହିଛି ‘ଅପରେସନ ସିନ୍ଦୂର’। ଏହାରି ମଧ୍ୟରେ...

ଭାଟିକାନ ସିଟିର ନୂଆ ପୋପ୍ ରବର୍ଟ ଫ୍ରାନସିସ ପ୍ରିଭୋଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/LiXY6TW-7Dw ଆମେରିକୀୟ ଖ୍ରୀଷ୍ଟିଆନ ଧର୍ମଗୁରୁ ରବର୍ଟ ଫ୍ରାନସିସ ପ୍ରିଭୋଷ୍ଟ ଭାଟିକାନ ସିଟିର ୨୬୭ତମ ପୋପ୍‌ ଭାବେ ନିର୍ବାଚିତ ହୋଇଛନ୍ତି। ପୋପ୍‌ ଭାବେ ନିର୍ବାଚିତ ହେବାରେ ରବର୍ଟ ଫ୍ରାନସିସ ହେଉଛନ୍ତି ପ୍ରଥମ ଆମେରିକୀୟ। ୬୯ ବର୍ଷୀୟ...

ଧ୍ୱଂସ ହେଲା ଲାହୋର ଏୟାର ଡିଫେନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/Tcu_cq0X5PM ଅପରେସନ ସିନ୍ଦୂର ପରେ ବି ଚେତିଲାନି ପାକିସ୍ତାନ। ଭାରତର ୧୫ଟି ସାମରିକ ବେସ୍ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଛି ପାକିସ୍ତାନ। ତେବେ ପାକିସ୍ତାନ ପଟୁ ଆସିଥିବା ମିସାଇଲ୍ ଓ ଡ୍ରୋନକୁ...

ଭାରତ ଓ ପାକିସ୍ତାନ ବିବାଦକୁ ନେଇ ଚନ୍ତା ପ୍ରକଟ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/fPaHKmmfC7w ‘ଅପରେସନ ସିନ୍ଦୂର’ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ଶୀର୍ଷରେ ପହଞ୍ଚିଛି। ଏଭଳି ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରି ପୁଣିଥରେ ବୁଝାମଣା କରିବାକୁ ପ୍ରସ୍ତାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...

ଅପେରସନ ସିନ୍ଦୂର ପରେ ପାକିସ୍ତାନ ଛାନିଆ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/TauCz-fEaug ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ଆତଙ୍କବାଦୀଙ୍କ ଆଡ୍ଡା ଉଡ଼ାଇ ଦେଇଛି ‘ଅପରେସନ୍ ସିନ୍ଦୂର’। ୯ଟି ଆତଙ୍କବାଦୀଙ୍କ ଆଡ୍ଡା ଉପରେ ମିଶାଇଲ ମାଡ଼ କରି...

‘ଅପରେସନ ସିନ୍ଦୂର’ରେ ମାସୁଦ ପରିବାର ସଫା!

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/H2oOlaFwFdY ସଫଳ ହେଲା ‘ଅପରେସନ ସିନ୍ଦୂର’। ଭାରତୀୟ ସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମାସୁଦ ଆଜହର ପରିବାର ନିପାତ ହୋଇଥିବା ଚର୍ଚ୍ଚା ହେଉଛି। ପାକିସ୍ତାନର ବାହାୱାଲପୁରରେ ଭାରତୀୟ ସେନାଙ୍କ...

ପହଲଗାମ ପ୍ରତିଶୋଧ: ମିସାଇଲ୍ ମାଡ଼ରେ ୯ ଆତଙ୍କୀ କ୍ୟାମ୍ପ ଧ୍ଵଂସ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/5mmHwx2hgDE ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ବଡ଼ ଧରଣର ଆକ୍ରମଣ କରିଛି ଭାରତ। ମଙ୍ଗଳବାର ମଧ୍ୟରାତିରେ ପାକିସ୍ତାନ ଏବଂ ପିଓକେରେ ହୋଇଛି ପ୍ରାୟ ୨୪ଟି ମିଜାଇଲ ମାଡ଼। ଆତଙ୍କବାଦୀଙ୍କ ୯ଟି ଆଡ୍ଡାକୁ...