International

ଅପେରସନ ସିନ୍ଦୂର ପରେ ପାକିସ୍ତାନ ଛାନିଆ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/TauCz-fEaug ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ଆତଙ୍କବାଦୀଙ୍କ ଆଡ୍ଡା ଉଡ଼ାଇ ଦେଇଛି ‘ଅପରେସନ୍ ସିନ୍ଦୂର’। ୯ଟି ଆତଙ୍କବାଦୀଙ୍କ ଆଡ୍ଡା ଉପରେ ମିଶାଇଲ ମାଡ଼ କରି...

‘ଅପରେସନ ସିନ୍ଦୂର’ରେ ମାସୁଦ ପରିବାର ସଫା!

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/H2oOlaFwFdY ସଫଳ ହେଲା ‘ଅପରେସନ ସିନ୍ଦୂର’। ଭାରତୀୟ ସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମାସୁଦ ଆଜହର ପରିବାର ନିପାତ ହୋଇଥିବା ଚର୍ଚ୍ଚା ହେଉଛି। ପାକିସ୍ତାନର ବାହାୱାଲପୁରରେ ଭାରତୀୟ ସେନାଙ୍କ...

ପହଲଗାମ ପ୍ରତିଶୋଧ: ମିସାଇଲ୍ ମାଡ଼ରେ ୯ ଆତଙ୍କୀ କ୍ୟାମ୍ପ ଧ୍ଵଂସ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/5mmHwx2hgDE ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ବଡ଼ ଧରଣର ଆକ୍ରମଣ କରିଛି ଭାରତ। ମଙ୍ଗଳବାର ମଧ୍ୟରାତିରେ ପାକିସ୍ତାନ ଏବଂ ପିଓକେରେ ହୋଇଛି ପ୍ରାୟ ୨୪ଟି ମିଜାଇଲ ମାଡ଼। ଆତଙ୍କବାଦୀଙ୍କ ୯ଟି ଆଡ୍ଡାକୁ...

ବିଜୁବାବୁଙ୍କୁ ସମ୍ମାନିତ କରିବ ରୁଷ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/4OuwvKHTYIA ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବ ରୁଷ। ଦ୍ଵିତୀୟ ବିଶ୍ଵଯୁଦ୍ଧରେ ରୁଷର ବିଜୟକୁ ୮୦ ବର୍ଷ ପୂର୍ତ୍ତି ଅବସରରେ ବିଜୁବାବୁଙ୍କୁ ସମ୍ମାନିତ କରାଯିବ। ଏନେଇ ଦିଲ୍ଲୀସ୍ଥିତ ରୁଷ ଦୂତାବାସରେ...

ପାକିସ୍ତାନକୁ ଝଟ୍‌କା, ଆକାଶ ପଥରେ ଉଡ଼ାଣ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/iDlqORSwpcQ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଏବେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ହୋଇପଡୁଛି ପାକିସ୍ତାନ। ମହଙ୍ଗା ମାଡ଼ରେ ହନ୍ତସନ୍ତ ହେଉଛନ୍ତି ପାକିସ୍ତାନବାସୀ। ଏହାରି ମଧ୍ୟରେ...

ଆଉ ନାହାନ୍ତି ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ନାହାନ୍ତି ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଏନେଇ ଭାଟିକାନ ସିଟି...

ଆଜି ଜିରୋ ୱେଷ୍ଟ ଡେ: ଫ୍ୟାଶନ ଏବଂ ବୟନଶିଳ୍ପର ପ୍ରଦୂଷଣକୁ ରୋକିବା ଚଳିତ ବର୍ଷର ଥିମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଅନ୍ତର୍ଜାତୀୟ ଜିରୋ ୱେଷ୍ଟ ଡେ। ୨୦୨୩ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ମାସ ୩୦ ତାରିଖରେ ଏହି ଦିବସ ପାଳିତ ହୋଇ ଆସୁଛି। ଏହାର ଉଦ୍ଦେଶ୍ୟ ପରିବେଶ ପ୍ରଦୂଷଣକୁ ରୋକିବା ସହ...

ମିଆଁମାର ଭୂମିକମ୍ପ: ୧୦୦୦ ଟପିଲାଣି ମୃତ୍ୟୁ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ତାଣ୍ଡପ ରଚିଯାଇଛି ପ୍ରକୃତି। ବଢ଼ୁଛି ମିଆଁମାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା। ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମିଆଁମାରରେ ୧୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ସେହିପରି ଏଥିରେ ୨୩୦୦ରୁ ଅଧିକ ଲୋକ ଆହତ...

୨ଟି ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ମିଆଁମାର ଓ ଥାଇଲାଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ଦୁଇଟି ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ମିଆଁମାର ଓ ଥାଇଲାଣ୍ଡ। ଶୁକ୍ରବାର ରିକ୍ଟର ସ୍କେଲରେ ୭.୭ ଓ ୬.୮ ତୀବ୍ରତାର ଏହି ଭୂମିକମ୍ପରେ ଉଭୟ ଦେଶରେ ବଡ଼ ଧରଣ କ୍ଷୟକ୍ଷତି ହୋଇଛି।...

କାଜାକସ୍ତାନରେ ଅନ୍ତର୍ଜାତୀୟ ସ୍କିଂ ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଶାର ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ ଶୀତକାଳୀନ କ୍ରୀଡ଼ାରେ ନୂଆ ତାରକା ଭାବେ ଉଭା ହୋଇଛନ୍ତି ଓଡ଼ିଶାର ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା। ସେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍କିଂ ପ୍ରତିଯୋଗିତାରେ ପ୍ରଦର୍ଶନ କରି ରାଜ୍ୟକୁ ଗର୍ବିତ...