International

ପିଲାଦିନେ ରାମାୟଣ ଓ ମହାଭାରତ ଶୁଣୁଥିଲେ ବାରାକ୍ ଓବାମା

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ପିଲାଦିନେ ରାମାୟଣ ଓ ମହାଭାରତ ଶୁଣୁଥିଲେ ବୋଲି ନିଜ ଆତ୍ମଜୀବନୀ ‘ଏ ପ୍ରମିଜ୍‌ଡ ଲ୍ୟାଣ୍ଡ୍’ରେ ଲେଖିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ପିଲାଦିନେ ହିନ୍ଦୁ...

କୁକୁର ପ୍ରତି ଅଜବ ପ୍ରେମ – ୨୦ ଫୁଟ ଉଚ୍ଚର ସୁନା ପ୍ରତିମୂର୍ତ୍ତି ସ୍ଥାପନା କଲେ ଏହି ଦେଶର...

ଓଡ଼ିଶାଲାଇଭ୍‌ ବ୍ୟୁରୋ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ମନେ ରଖିବା ପାଇଁ ସେମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଏ। ଭାରତ ସମେତ ବିଦେଶରେ ମଧ୍ୟ ଏହି ପରମ୍ପରା ଦେଖିବାକୁ ମିଳିଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ...

ଭାରତରୁ ପାଠ ପଢ଼ି ଡିଗ୍ରୀ ନେଇଛନ୍ତି ବିଶ୍ୱର ଏହି ବଡ଼ ନେତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ବହୁ ବଡ଼ ବଡ଼ ନେତା, ମନ୍ତ୍ରୀ ବିଦେଶରେ ପାଠ ପଢ଼ି ଆସିଥିବା କଥା ଆପଣ ଶୁଣିଥିବେ। କିନ୍ତୁ ବିଦେଶର ନେତା ଭାରତରୁ ପାଠ ପଢ଼ି ଡିଗ୍ରୀ ହାସଲ କରିଥିବା କଥା...

ମହାକାଶରେ ଫିଲ୍ମ ସୁଟିଂ କରିବ ରୁଷ୍‌ – ଚାଲିଛି ହିରୋଇନ୍‌ ଖୋଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାକାଶରେ ଫିଲ୍ମ ସୁଟିଂ କରିବାକୁ ଯାଉଛି ରୁଷ। ଏଥିପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ରୁଷର ସବୁଠୁ ବଡ଼ ଚାନେଲ ‘ବନ’ ଏହି ଫିଲ୍ମ ପ୍ରସ୍ତୁତ କରିବାକୁ ଯୋଜନା କରିଥିବା...

ଟ୍ରମ୍ପଙ୍କ ମହମ ପ୍ରତିମୂର୍ତ୍ତିରେ ବଦଳିଲା ପୋଷାକ, ନୀଳ ସୁଟ୍‌ କାଢ଼ି ପିନ୍ଧାଗଲା ଗଲ୍‌ଫ ଡ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଣ୍ଡନସ୍ଥିତ ମାଡାମ୍‌ ତୁଷାଦ ମ୍ୟୁଜିୟମରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିମୂର୍ତ୍ତିରେ ପରିବର୍ତ୍ତନ କରାଯାଇଛି। ତାଙ୍କ ପ୍ରିୟ ନୀଳ ସୁଟ୍‌କୁ କାଢ଼ି ଦିଆଯାଇ ତାଙ୍କୁ ଗୋଟିଏ ଗାର ପକା ଟ୍ରାଉଜର...

ବାଇଡେନଙ୍କୁ କାହିଁକି ଶୁଭେଚ୍ଛା ଜଣାଇଲାନି ଚୀନ୍?

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଡେମୋକ୍ରାଟିକ୍ ଦଳର ନେତା ଜୋ ବାଇଡେନ୍ ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏଥିପାଇଁ ବିଶ୍ୱର ତମାମ ବଡ଼ ବଡ଼ ନେତା ବାଇଡେନଙ୍କୁ...

ଆମେରିକା ନିର୍ବାଚନ କାହିଁକି ହାରିଲେ ଟ୍ରମ୍ପ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକା ରାଷ୍ଟ୍ରପତି ନିର୍ବାଚନ କାହିଁକି ହାରିଲେ ଡୋନାଲ୍ଡ ଟ୍ରମ୍ପ, ପଢ଼ନ୍ତୁ ଏହି ରିପୋର୍ଟ। ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଆମେରିକା ନିଜର ନୂଆ ରାଷ୍ଟ୍ରପତି ବାଛିସାରିଛି। ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଜୋ...

ଆଇନଜୀବୀରୁ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି – ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ବିଜୟୀ ହୋଇ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ। କମଳାଙ୍କୁ ନେଇ ଏବେ ସାରାଭାରତ ଗୌରାବନ୍ୱିତ ହୋଇଛି।...

ଆମେରିକା ରାଷ୍ଟ୍ରପତି ବାଇଡେନ୍ – ଆଇନ ପାଠପଢ଼ାରୁ ରାଜନୀତିରେ କରିଥିଲେ ଏଣ୍ଟ୍ରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମେରିକା ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜୋ ବାଇଡେନ୍। ଡେମୋକ୍ରାଟିକ୍ ଦଳରୁ ପ୍ରାର୍ଥୀ ହୋଇଥିବା ଜୋ ରିପବ୍ଲିକାନ୍ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ହ୍ଵାଇଟ୍ ହାଉସ ଦଖଲ...

ଆମେରିକା ରାଷ୍ଟ୍ରପତି ହେଲେ ଜୋ ବାଇଡେନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଜୋ ବାଇଡେନ୍ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଆମେରିକା ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜୋ ବାଇଡେନ୍। ଡେମୋକ୍ରାଟିକ୍ ଦଳରୁ ପ୍ରାର୍ଥୀ ହୋଇଥିବା ଜୋ ରିପବ୍ଲିକାନ୍ ପ୍ରାର୍ଥୀ ତଥା...