National

ରାକ୍ଷୀଙ୍କୁ କଡ଼ା ଜବାବ ଦେଲେ ତନୁଶ୍ରୀ – କହିଲେ, “ମୁଁ ଲେସ୍‌ବିଆନ୍ ନୁହେଁ”

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=XGTOGa5CPI8 ‘ମୁଁ ଲେସ୍‌ବିଆନ୍ ନୁହେଁ କି ଡ୍ରଗ୍‌ସ ଆଡିକ୍ଟ ନୁହେଁ’ - ଏହା କହି ରାକ୍ଷୀଙ୍କୁ ପାଲଟା ଜବାବ ଦେଇଛନ୍ତି ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ। ତନୁଶ୍ରୀ ଦତ୍ତ ଓ ରାକ୍ଷୀ ସାୱନ୍ତଙ୍କ ମଧ୍ୟରେ...

ସିବିଆଇ ଅଫିସ ଘେରିଲା କଂଗ୍ରେସ – ଦିଲ୍ଲୀରେ ରାହୁଲଙ୍କ ପଦଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶବ୍ୟାପୀ କଂଗ୍ରେସ ସିବିଆଇ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇକୁ ନେଇ ରାଜନୀତିରେ ଝଡ଼। ସିବିଆଇ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗ ଆସିବା ପରେ କଂଗ୍ରେସ...

କେନ୍ଦ୍ର ସ୍ୱରାଷ୍ଟ୍ର ସଚିବଙ୍କ ସମୀକ୍ଷା ବୈଠକ – ସୋସିଆଲ ମିଡିଆର ଅପବ୍ୟବହାରକୁ ରୋକିବା ଉପରେ ଗୁରୁତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ରାଜୀବ ଗଉବା ସୋସିଆଲ ମିଡିଆର ପ୍ରତିନିଧିମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ। ଏହି ବୈଠକରେ ସୋସିଆଲ ମିଡିଆର ଅପବ୍ୟବହାର କରୁଥିବା ଆସାମାଜିକ ତତ୍ତ୍ୱ ଏବଂ...

ସିବିଆଇ ମାମଲା: ଜାଣନ୍ତୁ ଜଷ୍ଟିସ ଏ କେ ପଟ୍ଟନାୟକ କିଏ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିବିଆଇର ପୂର୍ବତନ ମୁଖ୍ୟ ଆଲୋକ ବର୍ମାଙ୍କ ଆବେଦନକୁ ଶୁଣାଣି କରି ସୁପ୍ରିମକୋର୍ଟ ଆଜି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ବା ସିଭିସିଙ୍କୁ ଯାଞ୍ଚ କରିବା ସହ ଦୁଇ ସପ୍ତାହ ସମୟ ମଧ୍ୟରେ ରିପୋର୍ଟ...

ସୁପ୍ରିମକୋର୍ଟରେ ସିବିଆଇ ବିବାଦ – ୧୨ରେ ପରବର୍ତ୍ତୀ ଶୁଣାଣି, ଜଷ୍ଟିସ୍‌ ଏ କେ ପଟ୍ଟନାୟକ କରିବେ ତଦନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିବିଆଇ ଅନ୍ତଃକନ୍ଦଳ ମାମଲାର ଶୁଣାଣି କରି ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ସୁପ୍ରିମକୋର୍ଟ ସିଭିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଟିଳ ହେଉଛି ସିବିଆଇ ବିବାଦ। ସିବିଆଇ ପ୍ରସଙ୍ଗକୁ କେନ୍ଦ୍ର କରି କଂଗ୍ରେସ...

ମୋଦିଙ୍କୁ ପ୍ରଶ୍ନ କଲେ ରାହୁଲ – ସିବିଆଇ ନିର୍ଦ୍ଦେଶକଙ୍କୁ କାହିଁକି ହଟାଇଲ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଫେଲ୍ ଦୁର୍ନୀତିରୁ ବର୍ତ୍ତିବା ପାଇଁ ରାତି ଅଧିଆ ସିବିଆଇ ନିର୍ଦ୍ଦେଶକଙ୍କୁ ହଟାଇଦେଲେ କେନ୍ଦ୍ର ସରକାର। ସିବିଆଇ ନିର୍ଦ୍ଦେଶକଙ୍କୁ ହଠାତ୍ ହଟାଇ ଦିଆଯିବା ଉପରେ ମୋଦି ସରକାରଙ୍କୁ ସିଧା ଆଟାକ୍ କରିଛନ୍ତି କଂଗ୍ରେସ...

ରାକ୍ଷୀଙ୍କ ବିସ୍ଫୋରକ ବୟାନ – “ମତେ ତନୁଶ୍ରୀ ବଳାତ୍କାର କରିଛନ୍ତି”

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=XGTOGa5CPI8&t=292s "ତନୁଶ୍ରୀ ମତେ ବଳାତ୍କାର କରିଛନ୍ତି। ଥରେ କି ଦୁଇଥର ନୁହେଁ ସେ ବାରମ୍ବାର ମୋ ସହ ଏଭଳି ଅସଦାଚରଣ କରିଛନ୍ତି। ତନୁଶ୍ରୀ ମୋ ସମ୍ବେଦନଶୀଳ ଅଙ୍ଗକୁ ବାରମ୍ବାର ସ୍ପର୍ଶ କରିବା ସହ...

ଏୟାରସେଲ୍ ମାକ୍ସିସ୍‌ ମାମଲା – ଚିଦାମ୍ବରମଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏୟାରସେଲ୍ ମାକ୍ସିସ୍‌ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ଇଡି। ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି। ୨୦୦୬ରେ ଚିଦାମ୍ବରମଙ୍କ ବିରୋଧରେ...

ନାଗ ମୁଣ୍ଡରେ ମଣି! ଭକ୍ତ କଲେ ପୂଜାର୍ଚ୍ଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାଇରାଲ ହେଲା ନାଗ ସାପର ମଣି! ନାଗ ସାପ ପାଖରେ ନାଗ ମଣି ରହିଥିବା ବିଶ୍ୱାସ ରହିଛି। ହିନ୍ଦୁ ଧର୍ମରେ ଲୋକେ ନାଗସାପକୁ ପୂଜାର୍ଚ୍ଚନା ମଧ୍ୟ କରନ୍ତି। କର୍ଣ୍ଣାଟକ ଚିକମଙ୍ଗଲୁରର ହୋଲମାକି ଗାଁରେ...

ସିବିଆଇ ବିବାଦରେ ପୁଣି ହାଇଭୋଲଟେଜ୍‌ ଡ୍ରାମା

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁବାର ସକାଳେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଦିଲ୍ଲୀସ୍ଥିତ ବାସଭବନ ସମ୍ମୁଖରୁ ୪ ଜଣ ବ୍ୟକ୍ତି ଧରା ପଡ଼ିଛନ୍ତି। ଦିନକୁ ଦିନ ଘନେଇବାକୁ ଲାଗିଛି ସିବିଆଇ ବିବାଦ। ଏହି ବିବାଦରେ ପୁଣି ଏକ...