National

ଆରୁଷି ହତ୍ୟାକାଣ୍ଡ: ୪ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ତଲଓ୍ବାର ଦମ୍ପତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ୪ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ତଲଓ୍ବାର ଦମ୍ପତ୍ତି। ବହୁ ଚର୍ଚ୍ଚିତ ଆରୁଷି ହତ୍ୟାକାଣ୍ଡ ମାମଲାରେ ଡାକ୍ତର ରାଜେଶ ତଲଓ୍ବାର ଏବଂ ନୁପୁର ତଲଓ୍ବାର ଗିରଫ ହୋଇଥିଲେ। ୨୦୧୩ରୁ ଉଭୟ ଗାଜିଆବାଦର...

ମୋଦିଙ୍କୁ ଚ୍ୟାଲେଞ୍ଜ ଗୁଜୁରାଟ ଭୋଟ୍‌: ଗୋଟିଏ ମାସରେ ଆସିଲେଣି ଚାରି ଥର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘୋଷଣା ହୋଇନି ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ। ହେଲେ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି ବିଜେପି ଏବଂ ନରେନ୍ଦ୍ର ମୋଦି। ଗୋଟିଏ ମାସରେ ଚାରି ଥର ଗୁଜୁରାଟ ଗସ୍ତରେ ଆସି...

ଯୁବ ସାମ୍ବାଦିକ ରୁଦ୍ରରଂଜନଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ଏକ୍ ଇଡିୟଟ୍’ ଏଡୁଡକ୍ ପାଇଁ ମନୋନୀତ

କୃଷ୍ଣକୁମାର ମହାନ୍ତି ଆଦିବାସୀବହୁଳ ମୟୂରଭଂଜ ଜିଲ୍ଲା ସାରସକଣା ବ୍ଲକ୍ ଅନ୍ତର୍ଗତ ଅନ୍ଧାରୀ ଗ୍ରାମର ଯୁବ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ରୁଦ୍ରରଂଜନ ଶେଜପଡ଼ା କମାଲ୍ କରିଦେଖାଇଛନ୍ତି । ଯେଉଁ କଥା ସେ ମନରେ ଭାବିଛନ୍ତି, ତାକୁ...

ବଦଳିଲା ମୋଗଲସରାୟ ଷ୍ଟେସନର ନାମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରପ୍ରଦେଶର ବିଖ୍ୟାତ ମୋଗଲସରାୟ ଷ୍ଟେସନର ନାମ ବଦଳାଇ ଦିଆଯାଇଛି। ଏଣିକି ଏହା ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ରେଳବାଇ ଷ୍ଟେସନରେ ନାମରେ ନାମିତ ହେବ। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଆସିଥିବା ପ୍ରସ୍ତାବକୁ...

ଅଣ୍ଡା ଖାଅ ସୁସ୍ଥ ରୁହ

କପିଳାସ ଭୂୟାଁ ଆଜି ବିଶ୍ଵ ଅଣ୍ଡା ଦିବସ। ପ୍ରତିବର୍ଷ ଅକ୍ଟୋବର ମାସ ଦ୍ଵିତୀୟ ସପ୍ତାହର ଶୁକ୍ରବାର ଦିନ ଏହି ବିଶ୍ଵ ଅଣ୍ଡା ଦିବସ ପାଳନ କରାଯାଏ। ସଂପୂର୍ଣ୍ଣ ଦ୍ଵିଧାମୁକ୍ତ ଭାବେ କୁହାଯାଇପାରେ ଯେ ଅଣ୍ଡା ହେଉଛି ଆବାଳ-ବୃଦ୍ଧ-ବନିତା...

ଆରୁଷି ହତ୍ୟା: ହତ୍ୟାକାରୀ କିଏ ତେବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁ ଚର୍ଚ୍ଚିତ ଆରୁଷି ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି। ଆରୁଷି ହତ୍ୟା ଏପର୍ଯ୍ୟନ୍ତ ସବୁଠାରୁ ରହସ୍ୟମୟ ଘଟଣା ହୋଇ ରହିଥିଲା।ଗୁରୁବାର ଦିନ ଆହ୍ଲାବାଦ ହାଇକୋର୍ଟର ରାୟ ଆସିବା ପରେ...

ଦୋଷ ମାନିଲେ ହନିପ୍ରୀତ: ହିଂସା ପଛରେ ହାତ ଥିବା ସ୍ବୀକାର କଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୋଷ ମାନିଛନ୍ତି ରାମରହିମ୍‌ଙ୍କ ଲାଡଲି ହନିପ୍ରୀତ। ୨୫ ତାରିଖରେ ପଞ୍ଚକୁଳାରେ ଘଟିଥିବା ହିଂସାକାଣ୍ଡ ପଛରେ ତାଙ୍କର ହାତ ଥିଲା ବୋଲି ସେ ସ୍ବୀକାର କରିଛନ୍ତି। ପୋଲିସ ଲଗାତାର ତାଙ୍କୁ ପଚରା ଉଚରା...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ଅପରାଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ୧୮ ବର୍ଷରୁ କମ୍ ବୟସର ପତ୍ନୀଙ୍କ ସହ ଶାରୀରିକ ଅପରାଧ ରଖିବା ଅପରାଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଣେ ନାବାଳିକା ପତ୍ନୀ ଏନେଇ...

ଏଫ୍‌ଟିଆଇଆଇର ନୂଆ ଅଧ୍ୟକ୍ଷ ହେଲେ ଅନୁପମ୍‌ ଖେର୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡର ଜଣାଶୁଣା ଅଭିନେତା ଅନୁପମ୍ ଖେର୍‌ ହୋଇଛନ୍ତି ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ ସଂସ୍ଥା (ଏଫ୍‌ଟିଆଇଆଇ)ର  ନୂତନ ଅଧ୍ୟକ୍ଷ। ପୂର୍ବରୁ ଏହି ପଦବୀରେ ଗଜେନ୍ଦ୍ର ଚୌହାନ୍‌ ରହିଥିଲେ। ଏବେ ତାଙ୍କୁ ହଟାଇ...

ମିଶନ୍ ସକ୍ସେସ୍‌: କାଠମାଣ୍ଡୁରେ ଓଡ଼ିଶାର ଦୁଃସାହସିକ ସାଇକେଲ ଯାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶାନ୍ତି ଓ ବନ୍ଧୁତ୍ବର ବାର୍ତ୍ତା ନେଇ ସେପ୍ଟେମ୍ବର ୨୮ରୁ କଟକରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିଥିବା ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଲବର ୮ ଜଣ ସଦସ୍ୟ ଆଜି କାଠମାଣ୍ଡୁରେ ପହଞ୍ଚି ଦୁଃସାହସିକତାର...