National

ପାଟକୁରା ତେଣ୍ଡାଗୁଡ଼ା ଗାଁରୁ ଆତଙ୍କବାଦୀ, ହବିବୁର୍ ରହମାନର ଘର ଠାବ କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଧରା ପଡ଼ିଥିବା କୁଖ୍ୟାତ ଆତଙ୍କବାଦୀ ହବିବୁର ରହମାନର ଘର କେନ୍ଦ୍ରାପଡା ଜିଲ୍ଲାରେ କୁହାଯାଉଥିବା ବେଳେ ତାହାର ନିର୍ଦ୍ଦିଷ୍ଟ ଠିକଣା ପାଇବାକୁ କେନ୍ଦ୍ରାପଡ଼ା ପୋଲିସକୁ...

ବିଗୁଡ଼ୁଛି କରୁଣାନିଧିଙ୍କ ସ୍ୱାସ୍ଥ୍ୟ, ହସ୍ପିଟାଲ ବାହାରେ ସମର୍ଥକଙ୍କ ଭିଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଛି। ଆସନ୍ତା ୧୪ ଘଣ୍ଟା କରୁଣାନିଧିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା...

ଇତିହାସରେ ପ୍ରଥମ – ସୁପ୍ରିମକୋର୍ଟରେ ଏକକାଳୀନ ୩ କାର୍ଯ୍ୟରତ ମହିଳା ବିଚାରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଡ୍ରାସ୍‌ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀଙ୍କୁ ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ପଦୋନ୍ନତି ମିଳିବା ପରେ ସର୍ବୋଚ୍ଚ ଅଦାଲତରେ ମହିଳା ବିଚାରପତି ସଂଖ୍ୟା ପ୍ରଥମଥର ପାଇଁ ୩ରେ ପହଞ୍ଚିଛି। ସୁପ୍ରିମ୍‌କୋର୍ଟର ଅଷ୍ଟମ ମହିଳା...

ଆତଙ୍କବାଦୀ ଲିଙ୍କରେ ନୂଆଦିଲ୍ଲୀରୁ ଓଡ଼ିଆ ଯୁବକ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆତଙ୍କବାଦୀ ସଙ୍ଗଠନ ସହ ଲିଙ୍କ୍‌ ଅଭିଯୋଗରେ ଗିରଫ ହେଲେ ଓଡ଼ିଆ ଯୁବକ ହବିବୁର ରହମାନ। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସୀ (ଏନ୍‌ଆଇଏ) ହବିବୁରକୁ ଗିରଫ...

ଅଗଷ୍ଟ ୯ ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଆସନ୍ତା ୯ ତାରିଖରେ ହେବ ନିର୍ବାଚନ। ଏନେଇ ଉପ-ରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଆଜି ରାଜ୍ୟସଭାରେ ଘୋଷଣା କରିଛନ୍ତି। ସକାଳ ୧୧ଟାରୁ ଭୋଟିଂ ହେବ। ରାଜ୍ୟସଭା ଉପାଧ୍ୟକ୍ଷ...

ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ – ମନ୍ଦିର ପୂଜକ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କେରଳ ତ୍ରିସୂରରେ ଥିବା ଚିରାକଲ ଭଗବତୀ ମନ୍ଦିର ପୂଜକ ଜୟରମଣଙ୍କୁ ସୋମବାର ପୋଲିସ ଗିରଫ କରିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ହତ୍ୟା ଧମକ ଦେଲେ ମନ୍ଦିର...

ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ – ୮୨ ଜଣ ମୃତ୍ୟୁ, ୧୦୦ରୁ ଅଧିକ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଣ୍ଡୋନେସିଆର ଲୋମ୍ବୋକ୍‌ ଦ୍ୱୀପରେ ସଂଘଟିତ ଭୂମିକମ୍ପ ଯୋଗୁଁ ୮୨ ଲୋକଙ୍କର ଜୀବନହାନି ହୋଇଛି। ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂକମ୍ପନର ତୀବ୍ରତା ଥିଲା ୭. ୦। ଇଣ୍ଡୋନେସିଆର ଲୋମବୋକ ଦ୍ୱୀପରେ ବଡ ଧରଣର ଭୂମିକମ୍ପ।...

ଆନନ୍ଦ ମହିନ୍ଦ୍ରାଙ୍କୁ ପ୍ରଭାବିତ କଲେ ଜୋତା ମରାମତି କରୁଥିବା ବ୍ୟକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୋତା ମରାମତି କରୁଥିବା ବ୍ୟକ୍ତିଙ୍କ ଚିନ୍ତାଧାରାରେ ପ୍ରଭାବିତ ହୋଇ ଉପହାର ଦେଲେ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା। ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କୁ ପ୍ରଭାବିତ କରିଛନ୍ତି ଜଣେ ଜୋତା ମରାମତି...

ସାପ୍ତାହିକ ହାଟରେ ମାଓବାଦୀଙ୍କ ଆଖିବୁଜା ଗୁଳିଚାଳନା, ୨ ଯବାନ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ବାସାଗୁଡା ସାପ୍ତାହିକ ହାଟରେ ମାଓବାଦୀମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି।  ଫଳରେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ମାଓବାଦୀଙ୍କ ସହିଦ...

ମଦ ନିଶାରେ ଜୀଅନ୍ତା କୁକୁଡ଼ା ଖାଇଗଲା ଯୁବକ, ଭିଡିଓ ହେଲା ଭାଇରାଲ

ଓଡ଼ିଶାଲାଇଭ୍‍ ବ୍ୟୁରୋ ନିଶାସକ୍ତ ମଣିଷ ପକ୍ଷରେ ସବୁ କିଛି ସମ୍ଭବ। ଏମିତି କି ଜୀଅନ୍ତା କୁକୁଡ଼ାକୁ ଖାଇଯିବା ବି ଅସମ୍ଭବ ନୁହେଁ। ଏହି ବୀଭତ୍ସ ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ...