National

ଅଟୋରେ ବୁଲୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛତିଶଗଡ଼ର ବସ୍ତର ଅଞ୍ଚଳ ଗସ୍ତ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସେଠାରେ ଅଟୋ ରିକ୍ସାରେ ବୁଲିଛନ୍ତି। ଅଟୋରିକ୍ସାରେ ଛତିଶଗଡ଼ର ବସ୍ତର ବୁଲିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପତ୍ନୀଙ୍କ...

ଭାରତକୁ ବନ୍ଧୁତ୍ଵର ହାତ ବଢ଼ାଇଲେ ପାକିସ୍ତାନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାକିସ୍ତାନରେ ଗଠନ ହେବାକୁ ଯାଉଛି ପାକିସ୍ତାନ ତହରିକ୍‌-ଇ-ଇନ୍‌ସାଫ୍‌ ସରକାର। ସାଧାରଣ ନିର୍ବାଚନରେ ପୂର୍ବତନ କ୍ରିକେଟର୍‌ ଇମ୍ରାନ୍‌ ଖାନ୍‌ଙ୍କ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (ପିଟିଆଇ) ସମସ୍ତଙ୍କୁ ପଛରେ ପକାଇ ସର୍ବବୃହତ୍‌ ଦଳ ଭାବେ ସରକାର...

ପଶ୍ଚିମବଙ୍ଗର ନାଁ ହେବ ‘ବାଂଲା’ ! ବିଧାନସଭାରେ ପସ୍ତାବ ଆଗତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତୃଣମୂଳ କଂଗ୍ରେସ ପକ୍ଷରୁ ପଶ୍ଚିମବଙ୍ଗର ନାମ ପଶ୍ଚିମବଙ୍ଗ ପରିବର୍ତ୍ତେ ‘ବାଂଲା’ ରଖିବା ପାଇଁ ଏକ ପ୍ରସ୍ତାବ ବିଧାନସଭାରେ ଆଗତ କରାଯାଇଛି। ବଦଳିବ ପଶ୍ଚିମବଙ୍ଗର ନାଁ। ପଶ୍ଚିମବଙ୍ଗ ନାଁ ବଦଳରେ ହେବ ‘ବାଂଲା’।...

ଛାଡ଼ପତ୍ର ମାମଲାର ଶୁଣାଣି ବନ୍ଦ ରଖି ଖୁଚୁରା ଟଙ୍କା ଗଣିବାକୁ ସମୟ ଦେଲେ ଅଦାଲତ

ଓଡ଼ିଶାଲାଇଭ୍‍ ବ୍ୟୁରୋ ସ୍ତ୍ରୀଙ୍କ ଭରଣପୋଷଣ ବାବଦରେ କୋର୍ଟରେ ଚବିଶି ହଜାର ଛଅଶହ ଟଙ୍କାର ଟଙ୍କିକିଆ ଏବଂ ଦୁଇଟଙ୍କିଆ ମୁଦ୍ରା ଜମା କଲେ ସ୍ୱାମୀ। ଉକ୍ତ ରାଶି ଗଣିବା ପାଇଁ ତିନିଦିନ ଯାଏଁ ମାମଲାର ଶୁଣାଣି...

ହାଜତ ମୃତ୍ୟୁ ମାମଲାରେ ଦୁଇ ପୋଲିସ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଦେଶରେ ପ୍ରଥମଥର ପାଇଁ ହାଜତ ମୃତ୍ୟୁ ମାମଲାରେ ଦୁଇ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କୁ ଅଦାଲତ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେରଳ ତିରୁବନନ୍ତପୁରମ୍‌ର ସ୍ୱତନ୍ତ୍ର ସିବିଆଇ ଅଦାଲତ। ହାଜତ ମୃତ୍ୟୁ...

ଗୋଟିଏ କୋଠରିରେ ଚାଲିଥିଲା ୧୧୪ କମ୍ପାନି

ଓଡ଼ିଶାଲାଇଭ୍‍ ବ୍ୟୁରୋ ହାଇଦ୍ରାବାଦର ଏକ ମଲ୍‌ରେ ଗୋଟିଏ କୋଠରିରେ ଚାଲୁଥିଲା ୧୧୪ଟି କମ୍ପାନି। କେବଳ କାଗଜପତ୍ରରେ ଚାଲୁଥିଲା କମ୍ପାନି, ଯାହାକୁ କୁହାଯାଉଛି ‘ସେଲ୍‌’ କମ୍ପାନି ବା ଖୋଳପା କମ୍ପାନି। ଦେଶରେ କେବଳ କାଗଜପତ୍ରରେ ଚାଲୁଥିବା...

ତାଜମହଲର ସୁରକ୍ଷା – ସୁପ୍ରିମକୋର୍ଟ ପଚାରିଲେ କ’ଣ ତାମସା ଚାଲିଛି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାଜମହଲର ରକ୍ଷଣାବେକ୍ଷଣକୁ ନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ଜୋର ବର୍ଷିଛନ୍ତି। ସୁପ୍ରିମକୋର୍ଟର ବିଚାରପତି କହିଛନ୍ତି ଯେ ତାଜମହଲର ସଂରକ୍ଷଣ ପାଇଁ ଏ ଦୁଇ ସରକାର କିଛି...

କାରଗିଲ ଯୁଦ୍ଧକୁ ପୂରିଲା ୧୯ବର୍ଷ – ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଦେଶବାସୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କାରଗିଲ୍‌ ଯୁଦ୍ଧର ୧୯ଶ ବାର୍ଷିକୀ ଅବସରରେ ଦେଶର ସୀମାନ୍ତ ସୁରକ୍ଷା ନିମନ୍ତେ ଆତ୍ମବଳୀ ଦେଇଥିବା ଭାରତର ସାହସୀ ସୈନିକଙ୍କ ଉଦ୍ଦେଶ୍ୟରେ ଗୁରୁବାର ଦିନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। କାରଗିଲ୍‌ ଯୁଦ୍ଧକୁ ପୂରିଛି ୧୯...

ଦିଲ୍ଲୀରେ ଚାଞ୍ଚଲ୍ୟ – ଭୋକ ଉପାସରେ ଆଖିବୁଜିଲେ ତିନି ଭଉଣୀ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏକାସାଙ୍ଗରେ ତିନି ଭଉଣୀଙ୍କ ମୃତ୍ୟୁକୁ ନେଇ ଉଠୁଛି ପଡ଼ୁଛି ଦିଲ୍ଲୀ। ଦ୍ୱିତୀୟ ପର୍ଯ୍ୟାୟ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା। ଭାରତର ରାଜଧାନୀ ଦିଲ୍ଲୀରେ ଆଜି ଏମିତି ଗୋଟିଏ ଘଟଣା ଘଟିଛି ଯାହା ଚାରିଆଡ଼େ ଚହଳ...

ଜୟଲଳିତା କେବେ ବି ଗର୍ଭବତୀ ହୋଇନଥିଲେ – ତାମିଲନାଡ଼ୁ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା କେବେ ବି ଗର୍ଭବତୀ ହୋଇ ନ ଥିଲେ ବୋଲି ତାମିଲନାଡୁ ସରକାର ମାଡ୍ରାସ ହାଇକୋର୍ଟକୁ ଜଣାଇଛନ୍ତି।  ଦିବଙ୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା କେବେ ଗର୍ଭବତୀ ହୋଇ...