ଭାରତ ଓ ପାକିସ୍ତାନ ନିର୍ବାଚନ ପ୍ରକ୍ରିୟାରେ କ’ଣ ସାମଞ୍ଜସ୍ୟ ରହିଛି – ଜାଣନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ପାକିସ୍ତାନ ନିର୍ବାଚନ ପ୍ରକ୍ରିୟାରେ କିଛିଟା ସାମଞ୍ଜସ୍ୟ ରହିଛି।
ବୁଧବାରଦିନ ପାକିସ୍ତାନରେ ଅନୁଷ୍ଠିତ ହୋଇଯାଇଛି ସାଧାରଣ ନିର୍ବାଚନ। ଏହି ଦେଶର ଭବିଷ୍ୟତ କାହା ହାତକୁ ଯିବ ତାକୁ ନେଇ ସବୁଠି ଚର୍ଚ୍ଚା।...
ତେଜିଲା ସଂରକ୍ଷଣ ନିଆଁ, ଠପ୍ ହୋଇଗଲା ମୟାନଗରୀ ମୁମ୍ବାଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ର ଔରଙ୍ଗାବାଦରୁ ମୟାନଗରୀ ମୁମ୍ବାଇକୁ ଡେଇଁଛି ସଂରକ୍ଷଣ ନିଆଁ। ସରକାରୀ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ୧୬ ପ୍ରତିଶତ ସଂରକ୍ଷଣ ଦାବିରେ ମରାଠା ସମ୍ପ୍ରଦାୟ ପକ୍ଷରୁ ଆରମ୍ଭ ହୋଇଥିବା ବିକ୍ଷୋଭରେ ମୟାନଗରୀ...
ବଦଳିଲା ଇତିହାସ – ଦେଶ ସ୍ଵାଧୀନତାର ୭୧ବର୍ଷ ପରେ ପ୍ରଥମଥର ପାଇଁ ଭୋଟ ଦେଲେ ମହିଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶ ସ୍ଵାଧୀନତାର ୭୧ବର୍ଷ ପରେ ପାକିସ୍ତାନର ପଞ୍ଜାବ ଜିଲ୍ଲାର ଖୁଆବ୍ ଗାଁରେ ପ୍ରଥମଥର ପାଇଁ ଭୋଟ ଦେଇଛନ୍ତି ମହିଳା।
ପାକିସ୍ତାନରେ ବୁଧବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ଭାଗନେଇଛନ୍ତି ଲକ୍ଷଲକ୍ଷ...
ପାକିସ୍ତାନରେ ଭୋଟିଂ ବେଳେ ବୁଥ୍ ଆଗରେ ଫୁଟିଲା ବୋମା, ୩୧ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନରେ ଚାଲିଛି ସାଧାରଣ ନିର୍ବାଚନ। ଏନେଇ ଆଜି ବିଭିନ୍ନ ବୁଥ୍ରେ ଭୋଟିଂ ଚାଲିଥିଲା। ଭୋଟରମାନେ ଧାଡ଼ିରେ ଭୋଟ ଦେଉଥିଲେ। ଏହି ସମୟରେ ବଲୁଚିସ୍ତାନର କବେଟା ନିକଟସ୍ଥ ଏକ ପୋଲିଂ ବୁଥ୍ ଆଗରେ...
ଲୋକସଭାରେ ମୋଦି-ରାହୁଲ୍ କୋଳାକୋଳି: ଫେବ୍ରୁଆରୀ ମାସରୁ ବ୍ଲୁ-ପ୍ରିଣ୍ଟ ତିଆରି କରିଥିଲେ ରାହୁଲ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଲୋକସଭାରେ ମୋଦିଙ୍କୁ କୋଳେଇ ନେବା ପରେ ରାହୁଲ୍ ଗାନ୍ଧି ଚର୍ଚ୍ଚାରେ ଅଛନ୍ତି। ତେବେ ଏହା କରିବା ପାଇଁ ରାହୁଲ ଫେବ୍ରୁଆରୀ ମାସରୁ ଯୋଜନା କରିଥିବା ଏବେ ଚର୍ଚ୍ଚା ହେଉଛି।
ନିକଟରେ ମୋଦି...
ରାଜସ୍ଥାନରେ କ୍ଷୀରଠାରୁ ବି ମହଙ୍ଗା ଗୋମୂତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନରେ ସ୍ଥିତି ଏମିତି ଯେ ଗୋମୂତ୍ରର ଦର କ୍ଷୀରଠାରୁ ବି ଅଧିକ। ଗୋମୂତ୍ର ଯୋଗୁଁ ଡାଏରୀ ଫାର୍ମ କାରବାର ୩୦ ପ୍ରତିଶତ ବୃଦ୍ଧି ପାଇଛି। ତରଳ ସୁନାର ଆଖ୍ୟା ପାଇଲାଣି ଗୋମୂତ୍ର।
କେବେ...
ଶୁକ୍ରବାର ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ: ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଶୁକ୍ରବାର ରାତିରେ ଦେଖିବାକୁ ମିଳିବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ। ଏକ ଘଣ୍ଟା ତେୟାଳିଶି ମିନିଟ୍ର ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ।
ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ। ଆସନ୍ତା ଶୁକ୍ରବାର ଅର୍ଥାତ୍...
ଏଣିକି ଲାଞ୍ଚ ଦେଲେ ଯିବାକୁ ପଡ଼ିବ ଜେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଲାଞ୍ଚ ନେବା ଓ ଦେବା ଅପରାଧ ଶ୍ରେଣୀରେ ସାମିଲ୍
ଲୋକସଭାରେ ପାସ୍ ହେଲା ଦୁର୍ନୀତି ନିବାରଣ ସଂଶୋଧନ ବିଧେୟକ
ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ ଏହି ବିଧେୟକ
ରାଜ୍ୟସଭାରେ ଗତ...
ସୁପ୍ରିମକୋର୍ଟ କହିଲେ – ଦୋଷୀ ସାବ୍ୟସ୍ତ ହେବା ମାତ୍ରେ ବିଧାୟକ, ସାଂସଦଙ୍କ ସଭ୍ୟପଦ ଯିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦାଗୀ ସାଂସଦ ଓ ବିଧାୟକମାନଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଦୋଷୀ ସାବ୍ୟସ୍ତ ହେବା ମାତ୍ରେ ହିଁ ସେମାନଙ୍କ ସଭ୍ୟପଦ ହେବ ରବ୍ଦ।
ସାଧାରଣ ଲୋକ ହୁଅନ୍ତୁ ବା ନିର୍ବାଚିତ ଲୋକ ପ୍ରତିନିଧି,...
୨୬/୧୧ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ଡେଭିଡ୍ ହେଡଲି ଉପରେ ଆକ୍ରମଣ – ଅବସ୍ଥା ସଙ୍କଟାପନ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୬/୧୧ ମୁମ୍ବାଇ ଆକ୍ରମଣର ଦୋଷୀ ପାକିସ୍ତାନର ମୂଳବାସିନ୍ଦା ତଥା ଆମେରିକୀୟ ନାଗରିକ ଡେଭିଡ୍ ହେଡ୍ଲିଙ୍କ ଉପରେ ସିକାଗୋର ଫେଡରାଲ ଜେଲ୍ରେ ମରଣାନ୍ତକ ଆକ୍ରମଣ ହୋଇଛି।
ବହୁଚର୍ଚ୍ଚିତ ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ...





















