National

କାମେଗୌଡ଼ାଙ୍କ ପାଖରେ ହାର୍ ମାନିଛି ବୟସ – ୪୦ ବର୍ଷରେ ଖୋଳିଲେଣି ୧୪ ପୋଖରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମନରେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ବୟସ ପ୍ରତିବନ୍ଧକ ସାଜେନି। ପରିବେଶ ସୁରକ୍ଷା ସାଙ୍ଗକୁ ଜଳ ଉତ୍ସ ସୃଷ୍ଟି କରିବା ଲକ୍ଷ୍ୟରେ କର୍ଣ୍ଣାଟକର କେରେ କାମେଗୌଡ଼ା ଏକାକୀ ୧୪ଟି ପୋଖରୀ ଖୋଳି...

ଦେଶ ବିରୋଧୀ ମେସେଜ୍‌ ପଠାଇବା ହେଲା କାଳ, ଜେଲ୍‌ରେ ‘ହ୍ୱାଟ୍‌ସଆପ୍‌ ଗ୍ରୁପ୍’ ଆଡମିନିଷ୍ଟ୍ରେଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ଦେଶ ବିରୋଧୀ ମ୍ୟାସେଜ ପଠାଇବା ଅଭିଯୋଗରେ ମଧ୍ୟପ୍ରଦେଶର ଏକ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ର ଆଡମିନଷ୍ଟ୍ରେଟର ଜୁନେଦ ଖାନ୍‌ ୫ ବର୍ଷ ହେଲା ଜେଲ୍ ଯାଇଛନ୍ତି। ପିଲା ଚୋରି ଗୁଜବ ସଂପର୍କିତ ମେସେଜ୍‌କୁ କେନ୍ଦ୍ର...

ଭିଡ଼ ହିଂସା ରୋକିବା ପାଇଁ କେନ୍ଦ୍ର ଗଠନ କଲା କମିଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରା ଦେଶରେ ବଢ଼ି ବଢ଼ି ଚାଲିଥିବା ମବ୍ ଲିନ୍‌ଚିଂ ବା ପିଟି ପିଟି ହତ୍ୟାକୁ ରୋକିବା ପାଇଁ କେନ୍ଦ୍ର ସରକାର ଗଠନ କରିଛନ୍ତି କମିଟି। ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସଚିବ ରାଜୀବ ଗାଉବାଙ୍କ...

ଭିକାରିମୁକ୍ତ ହେବ ହାଇଦ୍ରାବାଦ

ଓଡ଼ିଶାଲାଇଭ୍‍ ବ୍ୟୁରୋ ହାଇଦ୍ରାବାଦ ସହରକୁ ଭିକାରିମୁକ୍ତ କରିବା ଲାଗି ପୋଲିସ, ପ୍ରଶାସନ ଏବଂ ସ୍ୱେଚ୍ଛାସେବୀ ସଂସ୍ଥାର ମିଳିତ ଅଭିଯାନ ଜାରି ରହିଛି। ଏହି ଅଭିଯାନରେ ଭିକାରିମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଭିକ ମାଗିବାରୁ ନିବୃତ୍ତ...

ସାଧାରଣ ଲୋକ ପଚାରିଲେ ପ୍ରଶ୍ନ, ଟୁଇଟରରେ ମୋଦି ଦେଲେ ଉତ୍ତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂସଦରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସାଧାରଣ ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚାରିଲେ ପ୍ରଶ୍ନ। ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ଚେହେରା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବିଭିନ୍ନ ସମାବେଶରେ ଯେମିତି...

ଅନାସ୍ଥା ପ୍ରସ୍ତାବ ପରେ ସବୁ ଦଳ କଷୁଛନ୍ତି ଗଣିତ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇବା ପରେ ଜାତୀୟ ରାଜନୀତି ହୋଇଯାଇଛି ସର୍‌ଗରମ୍ ଲୋକସଭାରେ ଅନାସ୍ଥା ପ୍ରସ୍ତାବ କାଟ ଖାଇବା ପରେ ଏବେ ସବୁ ଦଳ ନିଜ ନିଜର ଗଣିତ ଓ...

ଜିଏସଟି ମୁକ୍ତ ହେଲା ସାନିଟାରୀ ନାପକିନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜିଏସ୍‌ଟି ପରିସରରୁ ହଟିଲା ସାନିଟାରୀ ନାପ୍‌କିନ୍। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍‌ଟି କାଉନସିଲ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହାସହ ଝାଡ଼ୁ, ଷ୍ଟୋନ୍, ମାର୍ବଲ,...

ତୃଣମୂଳ କଂଗ୍ରେସରେ ଯୋଗଦେଲେ ଚନ୍ଦନ ମିତ୍ର, ମମତା କହିଲେ ‘ମୋଦି ହଟାଅ ଦେଶ ବଞ୍ଚାଅ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପିର ପୂର୍ବତନ ସାଂସଦ ଚନ୍ଦନ ମିତ୍ର ଶନିବାରଦିନ ତୃଣମୂଳ କଂଗ୍ରେରେ ଯୋଗ ଦେଇଛନ୍ତି। ସଂସଦରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ମୋଦି ସରକାର ବିଜୟ ହାସଲ କରିବାର ଗୋଟିଏ ଦିନ ପରେ ମୋଦି ସରକାରଙ୍କ ଉପରେ...

ଆଖିମରାରେ ପ୍ରିୟା ପ୍ରକାଶଙ୍କୁ ଟପିଲେ ରାହୁଲ ଗାନ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂସଦରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରିବା ଯେତିକି ଚର୍ଚ୍ଚାର ବିଷୟ ଥିଲା ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି ରାହୁଲଙ୍କ ଆଖିମରାକୁ ନେଇ। ସଂସଦରେ ବିରୋଧୀ ଦଳଙ୍କ...

ଅନାସ୍ଥା ପ୍ରସ୍ତାବ ଉପରେ ଦିନସାରା ଚର୍ଚ୍ଚା – ବିରୋଧୀଙ୍କ ଅଭିଯୋଗର ଗୋଟି ଗୋଟି ଜବାବ ଦେଲେ ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଛି। ଏନଡିଏ ସରକାର ଆସ୍ଥା ଭୋଟରେ ଜିତିଛନ୍ତି। ହେଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ କଡ଼ା ଜବାବ ଦେବାକୁ ପଛାଇ ନାହାନ୍ତି। ସଂସଦର ମୌସୁମୀ...