ଓଡ଼ିଶାରୁ କଲମ୍ବୋ-ବ୍ୟାଙ୍କକକୁ ଉଡ଼ିବ ଏୟାର ଏସିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
କୁଆଲାଲୁମ୍ପର ପରେ ଶ୍ରୀଲଙ୍କା ରାଜଧାନୀ କଲମ୍ବୋ ଏବଂ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍କୁ ବିମାନ ସେବା ଆରମ୍ଭ କରିବା ପାଇଁ ଏୟାର ଏସିଆ ରାଜ୍ୟ ସରକାରଙ୍କୁ ଦେଇଛି ପ୍ରସ୍ତାବ।
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର।...
୧୫ବର୍ଷୀୟ ନାବାଳକ ସହ ୨ଟି ଶିଶୁର ମା’ ଫେରାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁରୁଗ୍ରାମରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ୧୫ବର୍ଷୀୟ ନାବାଳକ ସହ ୨ଟି ଶିଶୁର ମା’ ଫେରାର ହୋଇଯାଇଛି।
ଗୁରୁଗ୍ରାମରେ ଜଣେ ୨୬ବର୍ଷୀୟ ମହିଳା ୧୫ବର୍ଷୀୟ ନାବାଳକ ସହ ଫେରାର ହୋଇଯାଇଛି। ମହିଳା...
ପେନସନଧାରୀଙ୍କ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରୀ କର୍ମଚାରୀମାନେ ପେନସନ ପାଇବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବ ନାହିଁ ବୋଲି କେନ୍ଦ୍ର ସାଧାରଣ ଅଭିଯୋଗ ଓ ପେନସନ ବିଭାଗୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ...
କର୍ଣ୍ଣାଟକ ବିଧାନସଭା ଝୁଲା: ଆଗକୁ କଣ ହେବ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କର୍ଣ୍ଣାଟକରେ କୌଣସି ଦଳକୁ ମିଳିନି ସଂଖ୍ୟା ଗରିଷ୍ଠତା। ଫଳରେ ସରକାର କିଏ ଗଠନ କରିବ ସେ ନିଷ୍ପତ୍ତି ଏବେ ରାଜ୍ୟପାଳଙ୍କ ଉପରେ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନ...
ପୁଅ ୪ଟି ବିଷୟରେ ଫେଲ୍: ବାଣ ଫୁଟାଇ ସେଲିବ୍ରେସନ୍ କଲେ ଛାତ୍ରଙ୍କ ପିତା, ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଅ ଫେଲ ହେବା ସତ୍ତ୍ଵେ ଗାଁରେ ମିଠା ବାଣ୍ଟି ସେଲିବ୍ରେସନ କରିଛନ୍ତି ଜଣେ ଛାତ୍ରଙ୍କ ପିତା। ଏହା ପଛରେ ଏକ ମହତ ଉଦ୍ଦେଶ୍ୟ ରହିଛି।
ସଫଳତା ଓ ବିଫଳତା ଗୋଟିଏ ମୁଦ୍ରାର ଦୁଇ...
ହାର୍ଡୱେୟାର୍ ଦୋକାନୀରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ: ଏମିତି ଥିଲା ୟେଦ୍ୟୁରପ୍ପାଙ୍କ ରାଜନୈତିକ କ୍ୟାରିଅର୍
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ବିଏସ ୟେଦ୍ୟୁରପ୍ପା। ଆସନ୍ତୁ ଜାଣିବା ବିଏସ୍ ୟେଦ୍ୟୁରପ୍ପାଙ୍କ ରାଜନୈତିକ ଜୀବନର କିଛି ରୋଚକ ତଥ୍ୟ।
ଦକ୍ଷିଣ ଭାରତର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଥିବା...
କର୍ଣ୍ଣାଟକ ଭୋଟ: ଜେଡିଏସ୍କୁ ସମର୍ଥନ ଘୋଷଣା କଲା କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଜେଡି(ଏସ୍)କୁ ସମର୍ଥନ ଘୋଷଣା କରିଛି କଂଗ୍ରେସ। ଏହାସହ ଜେଡି(ଏସ୍)କୁ ମୁଖ୍ୟମନ୍ତ୍ରୀ ଅଫର ଦେଇଛି କଂଗ୍ରେସ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ରୋଚକ ସ୍ଥିତିରେ ପହଞ୍ଚିଛି। ବର୍ତ୍ତମାନ...
ରାସ୍ତା ଗଣ୍ଡଗୋଳ କେସ୍: ୩୦ବର୍ଷ ପରେ ସୁପ୍ରିମକୋର୍ଟରେ ନବଜୋତ ସିଂ ସିଦ୍ଧୁଙ୍କୁ ମିଳିଲା ଆଶ୍ୱସ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
୩୦ବର୍ଷ ପୁରୁଣା ରାସ୍ତା ଗଣ୍ଡଗୋଳ ଓ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କେସରେ ନବଜୋତ ସିଂ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଛି।
କ୍ରିକେଟ ତାରକା ତଥା କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ...
କର୍ଣ୍ଣାଟକ ନିର୍ବାଚନ: ପୁଣି ବହିଲା ମୋଦି ହାୱା, ରାହୁଲ ପୁଣି ଫେଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁଚର୍ଚ୍ଚିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳ ଘୋଷିତ ହୋଇସାରିଛି।ଏକଜିଟ ପୋଲର ବିଭିନ୍ନ ଆକଳନ ସତ୍ତ୍ୱେ ଏଠି ମୋଦି-ଶାହା ମ୍ୟାଜିକ ଜବରଦସ୍ତ କାମ କରିଛି।
ଆସନ୍ତୁ ଜାଣିବା କର୍ଣ୍ଣାଟକ ନିର୍ବାଚନ ଫଳର ୨୦ଟି ମହତ୍ତ୍ୱପୂର୍ଣ୍ଣ...
ମୋଦି ମ୍ୟାଜିକ୍: କର୍ଣ୍ଣାଟକରେ ସରକାର ଗଠନ ପାଇଁ ବିଜେପିକୁ ସ୍ପଷ୍ଟ ବହୁମତ
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳ ଅନୁଯାୟୀ ସରକାର ଗଠନ ପାଇଁ ବିଜେପିକୁ ବହୁମତ ମିଳୁଛି।
କର୍ଣ୍ଣାଟକରେ ବି ମୋଦି ଲହର। କର୍ଣ୍ଣାଟକ ବିଧାନସଭା...





















