ବେନାମି ସମ୍ପତି ଥିଲେ ୭ବର୍ଷ ଜେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ହୁସିଆର୍ ସରକାରୀ ବାବୁ। ବେନାମି ସମ୍ପତ୍ତି ରଖିଥିଲେ ଭୋଗିବାକୁ ପଡିବ ଜେଲ୍।
ବେନାମି ସମ୍ପତି ରଖୁଥିବା ବାବୁମାନେ ଏଣିକି ସଚେତନ ହୋଇଯାନ୍ତୁ। ନଚେତ୍ ଭୋଗିବାକୁ ପଡିପାରେ ଜେଲ୍ ଦଣ୍ଡ। ଏଭଳି ସୂଚନା ଦେଇଛନ୍ତି...
ଯାତ୍ରୀବାହୀ ଟ୍ରେନରେ ନିଆଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାରର ମୋକମାରେ ପାଟଣା-ମୋକାମା ପାସେଞ୍ଜର ଟ୍ରେନରେ ନିଆଁ ଲାଗିଯାଇଛି। ଗତକାଲି ରାତିରେ ହଠାତ୍ ନିଆଁ ଲାଗିଯିବାରୁ ୬ଟି ବଗି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଏହି ଫାଷ୍ଟ୍ ପାସେଞ୍ଜରର ଦୁଇଟି ଇଞ୍ଜିନ୍...
୫ ହଜାର ପୋର୍ଟାଲ ବ୍ଳକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଙ୍ଗୁଳି ଛାପରେ ହେବ ଆଧାର ସଂଶୋଧନ
ଜଣେ ବ୍ୟକ୍ତିର ଗୋପନୀୟ ତଥ୍ୟ ପ୍ରଘଟ ହୋଇଯାଉଥିବାରୁ ଆବଶ୍ୟକ କାଗଜପତ୍ର ଦେଇ ଆଉ ଅନ୍ଲାଇନ୍ କିମ୍ବା ଅଫ୍ଲାଇନରେ ଆଧାରକାର୍ଡ ସଂଶୋଧନ ହୋଇପାରିବ ନାହିଁ। ପୂର୍ବରୁ...
ମୁଦ୍ରାଶାଳରେ ଆଉ ତିଆରି ହେବନି ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତାରାତି ବିମୁଦ୍ରାରଣ ଭଳି ଅର୍ଥନୈତିକ ସଂସ୍କାର ଆଣି ଦେଶରେ ଚହଳ ପକାଇଥବା ମୋଦି ସରକାର ପୁଣି ଏକ ଝଟକା ଦେବାକୁ ଯାଉଛନ୍ତି। ନୋଟବନ୍ଦୀ ପରେ ଏବେ ମୁଦ୍ରାବନ୍ଦୀ କରିବାକୁ ଯାଉଛନ୍ତି ସରକାର।...
୨୪ ଘଣ୍ଟାର ଟପ୍ ଟେନ୍ ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
୧.ମଧ୍ୟବିତ୍ତ ଶ୍ରେଣୀ ପାଇଁ ଆଶ୍ୱାସନା: ବଜେଟରେ ଆୟକର ସୀମାକୁ ବଢ଼ାଇ ପାରନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି,ଟିକସ ସ୍ଲାବ୍ ମଧ୍ୟ ବଦଳିପାରେ।
୨. ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ମନ୍ତବ୍ୟକୁ ନେଇ ଫିଡିକିଲା।...
ସିନେମା ହଲରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ ନୁହେଁ: ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିନେମା ହଲରେ ଜାତୀୟ ସଙ୍ଗୀତଗାନକୁ ନେଇ ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ଵପୁର୍ଣ୍ଣ ଶୁଣାଣି କରିଛନ୍ତି। ନିଜ ପୂର୍ବ ଆଦେଶକୁ ସଂଶୋଧନ କରି ସୁପ୍ରିମକୋର୍ଟ ସିନେମା ହଲରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ...
ଦ୍ୱିତୀୟ ଟେଷ୍ଟରେ ଦମ୍ ଦେଖାଇବ ଟିମ୍ ଇଣ୍ଡିଆ!
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମ ଟେଷ୍ଟରେ ପରାଜୟ ପରେ ଦ୍ୱିତୀୟ ଟେଷ୍ଟ ଉପରେ ନଜର
ସଟ୍ ବଲ୍, ବାଉନ୍ସିଂ ଓ ସୁଇଙ୍ଗ୍ ବଲ୍ ଖେଳିବାକୁ ‘ବିରାଟ’ ବାହିନୀର ରଣନୀତି
ଜାନୁଆରୀ ୧୩ ତାରିଖ, ଶନିବାର...
କବି ସୌଭାଗ୍ୟ କୁମାର ମିଶ୍ର ପାଇବେ ‘କାଦମ୍ବିନୀ ସାରସ୍ଵତ ସମ୍ମାନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରୀ ୧୪ରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’
ଉଦଘାଟନ କରିବେ ପ୍ରଖ୍ୟାତ କବି ପଦ୍ମଭୂଷଣ ରମାକାନ୍ତ ରଥ
ଭୁବନେଶ୍ବର: ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’...
କିଟ୍ ବିଶ୍ଵବିଦ୍ୟାଳୟରେ ରାଷ୍ଟ୍ରିୟ ଦଉଡି ଡିଆଁ ପ୍ରତିଯୋଗିତା
ଓଡ଼ିଶାଲାଇଭ୍ ବ୍ୟୁରୋ
୧୩ଟି ରାଜ୍ୟରୁ ୧୫୨ଜଣ କ୍ରୀଡାବିତ ସାମିଲ
ରାଷ୍ଟ୍ରିୟ ଖେଳକୁଦ ସଂଘ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ରୋପ୍ ସ୍କିପିଙ୍ଗର ସମାପନ ଉତ୍ସବ କିଟ୍ ବିଶ୍ଵବିଦ୍ୟାଳୟରେ ପାଳିତ ହୋଇଯାଇଛି।
କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ବାରା...
ସୁନ୍ଦରୀଙ୍କ ସହର ଦିଲ୍ଲୀ, ମୁମ୍ବାଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ସୁନ୍ଦରୀଙ୍କ ଚର୍ଚ୍ଚା ସମଗ୍ର ବିଶ୍ଵରେ କିଛି କମ୍ ନୁହେଁ। ସେମାନଙ୍କ ରୂପଚର୍ଯ୍ୟା, କେଶବିନ୍ୟାସ ଓ ପରିପାଟୀରେ ରହିଛି ସ୍ଵତନ୍ତ୍ରତା। ବିଭିନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ ଓ କାର୍ଯ୍ୟକ୍ରମରେ ସେଇଥିପାଇଁ ଭାରତୀୟ ସୁନ୍ଦରୀଙ୍କୁ...





















