National

ଛତିଶଗଡ଼: ବିଜାପୁର ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୨ ଜଣ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ବିଜାପୁର ଜିଲ୍ଲାର ଜଙ୍ଗଲରେ ଶୁକ୍ରବାର ପୁଣି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବନ୍ଧୁକ...

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଉଦ୍‌ଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଆସାମ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ହିମନ୍ତ...

ଡୋମ୍ମାରାଜୁ ଗୁକେଶ ବନିଲେ ସର୍ବ କନିଷ୍ଠ ବିଶ୍ଵ ଚେସ୍ ଚାମ୍ପିୟନ

ଓଡ଼ିଶାଲାଇଭ୍ ବ୍ୟୁରୋ ସିଙ୍ଗାପୁରରେ ଅନୁଷ୍ଠିତ ବିଶ୍ୱ ଚେସ୍ ଚାମ୍ପିୟନଶିପରେ ବିଜୟୀ ହୋଇଛନ୍ତି ଭାରତର ଡୋମ୍ମାରାଜୁ ଗୁକେଶ। ଗୁରୁବାର ସେ ଏହି ପ୍ରତିଯୋଗିତାର ୧୪ତମ ଗେମରେ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ...

ଛାଡ଼ପତ୍ର ମାମଲାରେ ଭରଣପୋଷଣ ପାଇଁ ସୁପ୍ରିମକୋର୍ଟଙ୍କ ୮ ସୂତ୍ରୀ ଗାଇଡଲାଇନ୍

ପୁଷ୍ପମିତ୍ର ମହାନ୍ତି ବେଙ୍ଗାଳୁରୁରେ ଆଇଟି ଇଂଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୁରୁଷ ଅଧିକାର ଆଇନକୁ ନେଇ ଏବେ ବଡ଼ ଧରଣର ଚର୍ଚ୍ଚା...

ଏମିତି ଏକ ଦେଶ ଯେଉଁଠି ଘର, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ସବୁ ମିଳେ ମାଗଣାରେ

ମିନତି ମିଶ୍ର ଆମ ଦେଶରେ ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ପାଇଁ ଜମି କିଣିବା ତଥା ଘର କରିବା ଏକ ପ୍ରକାର ସ୍ୱପ୍ନ। ଘରଟିଏ କରିବାକୁ ହେଲେ ନିଜର ସବୁ ସମ୍ବଳ ଖଟେଇବାକୁ ପଡ଼ିଥାଏ। ଆଉ ଯଦି...

ଦନ୍ତେଓ୍ଵାଡା-ନାରାୟଣପୁର ସୀମାରେ ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ଦନ୍ତେଓ୍ଵାଡା-ନାରାୟଣପୁର ସୀମାରେ ଯବାନଙ୍କ ଗୁଳିରେ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏନେଇ ବସ୍ତର ଆଇଜି ସ୍ପଷ୍ଟ କରିଛନ୍ତି। ଆବୁଝମାଡ଼ ଓ ହିଟୁଲ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି। ଦନ୍ତେଓ୍ଵାଡା...

‘ଏକ ଦେଶ-ଏକ ନିର୍ବାଚନ’ ବିଲ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଏକ ଦେଶ-ଏକ ନିର୍ବାଚନ’ ବିଲ୍‌କୁ ଗୁରୁବାର କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏହାକୁ ସଂସଦର ଚଳିତ ଶୀତକାଳୀନ ଅଧିବେଶନରେ ଆଗତ କରାଯିବାର ସମ୍ଭବନା ରହିଛି। ଏହା ପାରିତ ହେଲେ ଦେଶରେ ଏକ...

ଛତିଶଗଡ଼: ବିଜାପୁର ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ବିଜାପୁର ଜିଲ୍ଲାର ଜଙ୍ଗଲରେ ଗୁରୁବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ...

ଅତୁଲ ସୁଭାଷଙ୍କ ଦୁଃଖଦ ଆତ୍ମହତ୍ୟା: ପୁରୁଷ ଅଧିକାରକୁ ନେଇ ଜାତୀୟ ସ୍ତରରେ ବିତର୍କ

ପୁଷ୍ପମିତ୍ର ମହାନ୍ତି ପୁରୁଷ ମଧ୍ୟ ହୋଇପାରେ ଘରୋଇ ହିଂସାର ଶିକାର। ମାନସିକ ନିର୍ଯାତନା ସହି ନପାରି ହାରି ପାରେ ଜୀବନ। ଏହିଭଳି ଘଟଣା ଦେଖିବାକୁ ମିଳିଛି ବେଙ୍ଗାଳୁରୁର ଅତୁଲ ସୁଭାଷଙ୍କ କ୍ଷେତ୍ରରେ। ପତ୍ନୀ ଓ...

ଭାରତର ପ୍ରଥମ ମହିଳା ଯାହାଙ୍କର ‘ଜାତି ନାହିଁ କି ଧର୍ମ ନାହିଁ’

ଓଡ଼ିଶାଲାଇଭ୍ ବ୍ୟୁରୋ ତାଙ୍କର ଜାତି ନାହିଁ କି ଧର୍ମ ନାହିଁ, ଜାତି ଧର୍ମ ବିହୀନ ସାର୍ଟିଫିକେଟ ପାଇଥିବା ଭାରତ ପ୍ରଥମ ମହିଳା ହେଉଛନ୍ତି ତାମିଲନାଡ଼ୁର ସ୍ନେହା ପାର୍ଥୀବରଜା ଆଜିର ସମୟରେ ଆମ ଦେଶରେ ଯେକୌଣସି ଫର୍ମଟିଏ...