National

ଆଜି ଜଗତଜନନୀ ମା’ ଦୁର୍ଗାଙ୍କର ମହାନବମୀ ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଶାରଦୀୟ ଦୁର୍ଗା ପୂଜା ଅବସରରେ ଏବେ ଚଳଚଞ୍ଚଳ ହୋଇଛି ଗାଁଠୁ ସହର। ଆଜି ଜଗତଜନନୀ ମା’ ଦୁର୍ଗାଙ୍କର ମହାନବମୀ ପୂଜା ମଣ୍ଡପଗୁଡ଼ିକରେ ଅନୁଷ୍ଠିତ ହେଉଥିବାବେଳେ, ସବୁ ଶକ୍ତିପୀଠରେ ବିଶ୍ରାମ ରହିଛି। ମନ୍ତ୍ରପାଠ...

ଜାପାନର ‘ନିହୋନ ହିଡାନକ୍ୟୋ’କୁ ନୋବେଲ ଶାନ୍ତି ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଘୋଷଣା ହେଲା ଶାନ୍ତି ପାଇଁ ନୋବେଲ ପୁରସ୍କାର। ଚଳିତ ବର୍ଷା ପାଇଁ ଜାପାନୀ ସଂସ୍ଥା ‘ନିହୋନ ହିଡାନକ୍ୟୋ’କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ପରମାଣୁ ବୋମା ବିଭୀଷିକାରୁ ବଞ୍ଚି ଯାଇଥିବା...

ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ। ରତନ ଟାଟାଙ୍କ ଦେହାନ୍ତ ପରେ ନୋଏଲ ଟାଟାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ବୁଧବାର ରାତିରେ ଭାରତର ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପର...

ଆଜି ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା: ପୂଜାମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପୂଜା ମଣ୍ଡପରେ ଧୁମ୍‌ଧାମ୍‌ରେ ଚାଲିଛି ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା। ମନ୍ତ୍ର, ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରପଲ୍ଲୀ। ମା’ଙ୍କ ଦର୍ଶନ ପାଇଁ ସବୁଠି ଭକ୍ତଙ୍କ ଭିଡ଼ ଲାଗିଛି। ଜଗତଜନନୀ ମା’ ଦୁର୍ଗାଙ୍କ...

ଅନ୍ତିମ ବିଦାୟ ନେଲେ ରତନ ଟାଟା

ଓଡ଼ିଶାଲାଇଭ୍ ବ୍ୟୁରୋ ଅନ୍ତିମ ବିଦାୟ ନେଇଛନ୍ତି ଭାରତର ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା। ମୁମ୍ବାଇଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପାର୍ସୀ ରୀତିନୀତିରେ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ...

ଦକ୍ଷିଣ କୋରିଆର ଲେଖିକା ହାନ କାଙ୍ଗଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷ ୨୦୨୪ ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ କୋରିଆର ଲେଖିକା ହାନ କାଙ୍ଗଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ଏନେଇ ଗୁରୁବାର ନୋବେଲ କମିଟି...

ଓଡ଼ିଶା ବାହାରେ ଦୁର୍ଗା ପୂଜାର ଧୁମ୍ – ନିଆରା ଢଙ୍ଗରେ ମା’ଙ୍କୁ ପୂଜିଥାନ୍ତି ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ କେବଳ ଓଡ଼ିଶାରେ ନୁହେଁ, ଭାରତର ବିଭିନ୍ନ ରାଜ୍ୟରେ ମା’ ଦୁର୍ଗାଙ୍କ ପୂଜା ଧୁମ୍‌ଧାମ୍‌ରେ କରାଯାଇଥାଏ। ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଚାରି ଦିଗ ମହମହ ବାସି ଉଠୁଛି। କାରଣ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ମା’...

୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍: ପଶ୍ଚିମବଙ୍ଗ ଚାମ୍ପିୟନ୍‌, ଓଡ଼ିଶା ରନର୍ସଅପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଉଦଯାପିତ ହୋଇଛି। ପ୍ରତିଯୋଗିତାରେ ୨୫୫ ପଏଣ୍ଟ ସହ ପଶ୍ଚିମବଙ୍ଗ ଚାମ୍ପିୟନ୍ ହୋଇଥିବାବେଳେ ୨୧୯ ପଏଣ୍ଟ ସହ ଟିମ୍ ଓଡ଼ିଶା...

ରତନ ଟାଟା: ଭାରତୀୟ ଶିଳ୍ପ ଜଗତର ଉଜ୍ଜ୍ଵଳତମ ତାରକା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ଶିଳ୍ପ ଜଗତର ଉଜ୍ଜ୍ଵଳତମ ତାରକା ରତନ ଟାଟା ଆଉ ନାହାନ୍ତି। ସାରା ଜୀବନ ଅବିବାହିତ ରହିଥିବା ରତନ ଟାଟା ସର୍ବଦା ଲୋକମାନଙ୍କ ମଙ୍ଗଳ ଚିନ୍ତା କରୁଥିଲେ। ସେ ଅନ୍ୟ ମାନଙ୍କୁ...

ଚାରି ଚାରି ଥର ପ୍ରେମରେ ପଡ଼ିଥିଲେ ରତନ ଟାଟା

ଓଡ଼ିଶାଲାଇଭ୍ ବ୍ୟୁରୋ ଚାରି ଚାରି ଥର ପ୍ରେମରେ ପଡ଼ିଥିଲେ ରତନ ଟାଟା। ହେଲେ ତାଙ୍କୁ ପ୍ରେମରେ ସଳଫତା ମିଳିପାରି ନଥିଲା। ଏକ ସାକ୍ଷାତକାର ବେଳେ ନିଜେ ଏହା କହିଥିଲେ ରତନ ଟାଟା। ରତନ ଟାଟା ବ୍ୟବସାୟରେ...