satnam singh-1

କାରଗିଲ୍ ଯୁଦ୍ଧ ଲଢ଼ିଥିଲେ ସହିଦ ସତନାମ ସିଂ, ଫୌଜି ଭାଇ କହିଲେ ନେବେ ପ୍ରତିଶୋଧ

ଓଡ଼ିଶାଲାଇଭ୍ ବ୍ୟୁରୋ ଡ୍ୟୁଟି ତାଙ୍କ ପାଇଁ ସବୁଠୁ ଆଗରେ ଥିଲା, କୌଣସି ପ୍ରକାର ସଂଘର୍ଷ ସମୟରେ ମଧ୍ୟ ସେ କେବେ ହାର ମାନୁନଥିଲେ। ଲଦାଖର ଗଲଓ୍ୱାନ ହିଂସାରେ ମଧ୍ୟ ହାର ନମାନି ସେ ନିଜ...

ଆଜି ଦହିବରା ଆଳୁଦମ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ଦହିବରା ଆଳୁଦମ ଦିବସ। ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍‌ ଦିବସ ଭାବେ କିଛି ବର୍ଷ ହେଲା ପାଳନ କରାଯାଉଛି। ଦହିବରା ଆଳୁଦମ୍‌ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ।...

ନୂଆ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ଓଡ଼ିଶା ନେତାଙ୍କୁ ଅଣଦେଖା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ। ରବିବାର ଦିନ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଘୋଷଣା କରାଯାଇଛି। ନୂଆ କମିଟିରେ ଓଡ଼ିଶାର କୌଣସି ଦଳୀୟ...

ସିଦ୍ଧରମୈୟାଙ୍କ ଅଡୁଆ ବଢ଼ିଲା: ଜମି ଦୁର୍ନୀତି ଅଭିଯୋଗରେ ଇଡି ପକ୍ଷରୁ ମାମଲା ରୁଜୁ

ମିନତି ମିଶ୍ର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପାଇଁ ବଢ଼ିଛି ଅଡୁଆ। ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ (ମୁଡା) ଜମି ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମାମଲା ରୁଜୁ ହୋଇଛି। ଏଥିରେ...

‘ବ୍ଲୁ ଫ୍ଲାଗ୍’ ଟ୍ୟାଗ୍‌ପାଇଁ ପୁରୀ ବେଳାଭୂମି ନାମ ସୁପାରିସ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟରେ ଯୋଡ଼ି ହୋଇପାରେ ଆଉ ଏକ ଟ୍ୟାଗ୍। 'ବ୍ଲୁ ଫ୍ଲାଗ୍' ମାନ୍ୟତା ପାଇଁ ପୁରୀ ବେଳାଭୂମିକୁ ସୁପାରିସ କରାଯାଇଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ...

ଆଇପିଏଲ୍ ଇତିହାସର ସବୁଠୁ ଦାମୀ ଖେଳାଳି ହେଲେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚଲ୍ ଷ୍ଟାର୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ ୨୦୨୪ ପାଇଁ ମଙ୍ଗଳବାର ଦୁବାଇରେ ଚାଲିଛି ଖେଳାଳି ନିଲାମ। ୩୩୨ ଖେଳାଳିଙ୍କୁ ନେଇ ହେଉଥିବା ଏହି ନିଲାମ ପ୍ରକ୍ରିୟାରେ ଭାଗ ନେଇଛନ୍ତି ଆଇପିଏଲର ୧୦ଟି ଦଳ। ଏ ଯାଏଁ ଚାଲିଥିବା...

ଓଡ଼ିଶାରେ ୨୪୫୩ଟି ‘ଫାର୍ମାସିଷ୍ଟ’ ଓ ‘ସ୍ଵାସ୍ଥ୍ୟ କର୍ମୀ’ ପଦବୀରେ ନିଯୁକ୍ତି ସୁଯୋଗ, ଜାନୁଆରି ୧୬ ଆବେଦନର ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ସରକାରୀ ଡାକ୍ତରଖାନା ଓ ସ୍ଵାସ୍ଥ୍ୟ କେନ୍ଦ୍ରରେ ଖାଲି ଥିବା ‘ଫାର୍ମାସିଷ୍ଟ’ ଓ ଅନ୍ୟାନ୍ୟ ‘ସ୍ଵାସ୍ଥ୍ୟ କର୍ମୀ’ ପଦବୀ ପାଇଁ ଅନେକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏନେଇ...

ଜାଣନ୍ତୁ କ’ଣ ରହିଛି ଓଏଏସ୍ ସୁମନ ଘୋଷଙ୍କ ସଫଳତାର ଚାବିକାଠି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୧ରେ ୧୬ତମ ରାଙ୍କରେ ରହି ସଫଳତା ହାସଲ କରିଛନ୍ତି ସୁମନ ଘୋଷ। ପ୍ରଥମ ଚେଷ୍ଟାରେ ହିଁ ସୁମନଙ୍କୁ ମିଳିଛି ଏହି ବଡ଼ ସଫଳତା। ସିଭିଲ ସର୍ଭିସ ପରୀକ୍ଷା...

କୋରାପୁଟ: ଗଛ ଉପରେ ଭାଲୁ, ତଳେ ଜଗିଛନ୍ତି ଗ୍ରାମବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋରାପୁଟ): ପାଆଞ୍ଚି ଗଛରେ ଭାଲୁ ବସିଛି, ଭାଲୁକୁ ତଳେ ଜଗି ରହିଛନ୍ତି ଗ୍ରାମର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ। ଏହି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ନକୁଳଗୁଡ଼ା...

ପ୍ୟାରିସ ପାରା ଅଲିମ୍ପିକ୍ସରେ ୨୦ ପଦକ: ଭାରତର ନୂଆ ରେକର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨୦ରେ ପହଞ୍ଚିଛି। ଏହା ପାରା ଅଲିମ୍ପିକ୍ସରେ ଭାରତର ସର୍ବକାଳୀନ ରେକର୍ଡ। ମଙ୍ଗଳବାର ପ୍ରତିଯୋଗିତାର ଷଷ୍ଠ ଦିନରେ ଭାରତୀୟ ଖେଳାଳିମାନେ ମୋଟ ୫ଟି ପଦକ...