ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ, ଆଜିଠୁ ଓଡ଼ିଶାରେ ପ୍ରବଳ ବର୍ଷା!

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ପୂର୍ବ ତତ୍ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ସମୁଦ୍ର ମଧ୍ୟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ହେବାକୁ ଲାଗିଛି। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ତୀବ୍ର ବୃଷ୍ଟିପାତ...

ଆରଟିଆଇ ପରିସରଭୁକ୍ତ ହେବ ଭିଜିଲାନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହାଇକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏବେ ସୂଚନା ଅଧିକାର ଆଇନ(ଆରଟିଆଇ) ପରିସରକୁ ଆସିବ ରାଜ୍ୟ ଭିଜିଲାନ୍ସ। ଏକାଧିକ ବ୍ୟକ୍ତିଙ୍କ ପକ୍ଷରୁ ଦାୟର ମାମଲାର ବିଚାର କରି ହୋଇକୋର୍ଟ...

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ଡିଲିଟ ହୋଇଛି ହୋଟେଲର ସିସିଟିଭି ଡାଟା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା ଉପରୁ ହଟି ପାରୁନି ପରଦା। ମୃତ୍ୟୁର ୨୮ ଦିନ ପରେ ମଧ୍ୟ ସତ ଖୋଜିବାକୁ ପ୍ରୟାସ ଜାରି ରଖିଛି ପୋଲିସ। ସୁସ୍ମିତା ମିଞ୍ଜଙ୍କ...

ଆସିଲା ଡାକ୍ତର ଶୁଭ୍ରଶ୍ରୀ କରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦୁଝର ଜିଲ୍ଲା ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭଶ୍ରୀ କରଙ୍କର ମୃତ୍ୟୁକୁ ନେଇ ସନ୍ଦେହ ବଢ଼ୁଥିବାବେଳେ ରହସ୍ୟ ଉପରୁ ପରଦା ହଟାଇବାକୁ ଚେଷ୍ଟା ଚଳାଇଛି ପୋଲିସ। ଏହାରି ମଧ୍ୟରେ ମଙ୍ଗଳବାର ଦିନ...

ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭବନା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡ଼ ପ୍ରଭାବରେ ମେଘୁଆ ପାଗ ସହ ହାଲୁକା ବର୍ଷା ଲାଗି ରହିଛି। ଟୁଇନ୍ ସିଟି କଟକ ଓ ଭୁବନେଶ୍ଵରରେ ମଧ୍ୟ ହାଲୁକା ବର୍ଷା ହୋଇଛି। ଏହାସହ...

ବୌଦ୍ଧ ଡିଷ୍ଟିଲାରି ସହ ସମ୍ପୃକ୍ତି ଅଭିଯୋଗରେ ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ କମ୍ପାନିରେ ଆୟକର ଚଢ଼ଉ

ଓଡ଼ିଶାଲାଇଭ୍ ବ୍ୟୁରୋ ମଦ ବ୍ୟବସାୟୀଙ୍କ କଳା ସଂମ୍ରାଜ୍ୟକୁ ନେଇ ଚାଲିଛି ଖୋଳତାଡ଼। ବୌଦ୍ଧ ଡିଷ୍ଟିଲାରି ପ୍ରାଇଭେଟ ଲିମିଟେଡ ସହ ସମ୍ପୃକ୍ତି ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ରାୟନୃସିଂହପୁର ପଞ୍ଚାୟତ ମାଛିଆ ଗାଁରେ ଚାଲିଛି...
dil bechara song-2

ରିଲିଜ୍ ହେଲା ଫିଲ୍ମ ‘ଦିଲ୍ ବେଚାରା’ର ରୋମାଣ୍ଟିକ ଟ୍ରାକ୍ ‘ତାରେ ଗିନ୍’

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଏକ ରୋମାଣ୍ଟିକ ଟ୍ରାକ ଆଜି ରିଲିଜ୍ ହୋଇଛି। ଏହି ଗୀତର ଶୀର୍ଷକ ରହିଛି ‘ତାରେ ଗିନ୍’। ଏହାକୁ...

ହାତ ଛାଡ଼ିଲେ ବାପି ସର୍ଖେଲ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସୁଛି ନିର୍ବାଚନ ସମୟ, ରାଜ୍ୟରେ ଜୋର ଧରିଛି ଦଳ ଛାଡ଼ିବା ରାଜନୀତି। ଏହାରି ମଧ୍ୟରେ ଗୁରୁବାର ଦିନ କଂଗ୍ରେସର ସମସ୍ତ ପଦପଦବୀ ସମେତ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି...

ନବରଙ୍ଗପୁର: ସାନ କୁସୁମୀ ଗ୍ରାମରେ ପାନୀୟ ଜଳ ସମସ୍ୟା, ପାଣି ପାଇଁ ୩ କିଲୋମିଟର ଯାଉଛନ୍ତି ଗ୍ରାମବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ସଦର ମହକୁମାର ସାନ କୁସୁମୀ ଗ୍ରାମର ଲୋକେ ପାଣି ପାଇଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ପିଇବା ପାଣି ସଂଗ୍ରହ କରିବାକୁ ୩ କିମି ଦୂରକୁ ଯାଉଛନ୍ତି...

ଜମି ଦୁର୍ନୀତି ମାମଲା: ଜେଲ ଗଲେ ହେମନ୍ତ ସୋରେନ

ଓଡ଼ିଶାଲାଇଭ୍ ବ୍ୟୁରୋ ଜେଲ ଗଲେ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ଵାରା ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ୬୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମି ଦୁର୍ନୀତି...