କେମିତି ଆରମ୍ଭ ହେଲା ନରସିଂହ ମିଶ୍ରଙ୍କ ରାଜନୈତିକ ଯାତ୍ରା?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=Mug66JPaUqk
ଓଡ଼ିଶା ରାଜନୀତିରେ ଜଣେ ବରିଷ୍ଠ ନେତା ନରସିଂହ ମିଶ୍ର। ମାତ୍ର ୧୮ ବର୍ଷ ବୟସରେ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇ ଆରମ୍ଭ କରିଥିଲେ ତାଙ୍କର ରାଜନୈତିକ କ୍ୟାରିୟର। ୬ ଦଶନ୍ଧିରୁ ଅଧିକ ଦିନ...
କେମିତି ରାଜନୀତିକୁ ଆସିଲେ ପ୍ରଦୀପ ପୁରୋହିତ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=AEcJDO3P3RM
ଓଡ଼ିଶା ରାଜନୀତିରେ ଜଣାଶୁଣା ନେତା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଅଧାରୁ ପାଠପଢ଼ା ଛାଡ଼ି ‘ଗନ୍ଧମାର୍ଦ୍ଦନ ବଞ୍ଚାଅ’ ଆନ୍ଦୋଳନରେ ସେ ସାମିଲ ହୋଇଥିଲେ। ଏହାପରେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ ପ୍ରଦୀପ...
ରାଜ୍ୟ ରାଜନୀତିର ଟାଣୁଆ ନେତା ଜୟଦେବ ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=iKk7_-Vmkmw
ରାଜ୍ୟ ରାଜନୀତିରେ ଜଣେ ଟାଣୁଆ ନେତା ହେଉଛନ୍ତି ଜୟଦେବ ଜେନା। ପ୍ରାୟ ୫୦ ବର୍ଷ ଧରି ସେ ରାଜନୀତିରେ ସକ୍ରିୟ ରହିଛନ୍ତି। ଚାରି ଥର ବିଧାୟକ ଏବଂ ଦୁଇ ଥର ପ୍ରଦେଶ...
ପ୍ରସନ୍ନ ଆଚାର୍ଯ୍ୟ କହିଲେ – ଜେଲରେ ଅକଥନୀୟ ନିର୍ଯାତନା ଦିଆଯାଉଥିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=ueSlWzADADg
ଓଡ଼ିଶା ରାଜନୀତିରେ ବରିଷ୍ଠ ନେତା ତଥା ୧୭ତମ ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଛାତ୍ର ସଂଗଠନରୁ ଯୁବମୋର୍ଚ୍ଚା ଏବଂ ଏହାପରେ ବିଜୁବାବୁଙ୍କ ପ୍ରେରଣାରେ ସେ ପ୍ରତ୍ୟକ୍ଷ ରାଜନୀତିକୁ...
ଓଡ଼ିଶା ବିଧାନସଭାରେ ଐତିହାସିକ ଦୃଶ୍ୟ: କ’ଣ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାରେ ଦେଖିବାକୁ ମିଳିଛି ଐତିହାସିକ ଦୃଶ୍ୟ। ପ୍ରଥମଥର ପାଇଁ ବିଧାନସଭା ଗୃହକୁ ସମ୍ବୋଧନ କରିଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
“ମା’ ଟି ମୋର କେଡ଼େ ନିଜର, ତା’ ସରି କିଛି...
ଆରମ୍ଭ ହେଲା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରମ୍ଭ ହେଲା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ। ଏହି ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟ...
ଓଡ଼ିଶା ରାଜନୀତିର ବରିଷ୍ଠ ନେତା ବ୍ରଜ କିଶୋର ତ୍ରିପାଠୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=CI0Kho3gJ5U
ଓଡ଼ିଶା ରାଜନୀତିରେ ଅନ୍ୟତମ ବରିଷ୍ଠ ନେତା ବ୍ରଜ କିଶୋର ତ୍ରିପାଠୀ। ନିଜର ଲମ୍ବା ରାଜନୈତିକ କ୍ୟାରିୟର ମଧ୍ୟରେ ବିଧାୟକ, ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି। ଉଭୟ ଲୋକସଭା ଓ ବିଧାନସଭାରେ ତାଙ୍କର...
୨୦୧୯ ନିର୍ବାଚନରେ କାହିଁକି ହାରିଲେ ପ୍ରଦୀପ ପୁରୋହିତ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=sxa1RQpllL4
ଓଡ଼ିଶା ରାଜନୀତିରେ ଜଣାଶୁଣା ନେତା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଅଧାରୁ ପାଠପଢ଼ା ଛାଡ଼ି ‘ଗନ୍ଧମାର୍ଦ୍ଦନ ବଞ୍ଚାଅ’ ଆନ୍ଦୋଳନରେ ସେ ସାମିଲ ହୋଇଥିଲେ। ଏହାପରେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ ପ୍ରଦୀପ...
ନୂଆପଡ଼ା ବିଧାୟକ ଭାବେ ଶପଥ ନେଲେ ଜୟ ଢୋଲକିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆପଡ଼ାର ନୂଆ ବିଧାୟକ ଭାବେ ଶପଥ ନେଲେ ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ଓଡ଼ିଶା ବିଧାନସଭାରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଜୟ। ବାଚସ୍ପତି ସୁରମା...
ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ଦଶମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ନୀତୀଶ କୁମାର ଇତିହାସ ରଚିଛନ୍ତି।
ପାଟନାର ଐତିହାସିକ ଗାନ୍ଧୀ ମଇଦାନଠାରେ ଆୟୋଜିତ...





















