ପିପିଲି ଉପନିର୍ବାଚନ – ଦିନ ୧ଟା ସୁଦ୍ଧା ୪୫.୩୨ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲି ଉପନିର୍ବାଚନ ଉପରେ ରହିଛି ଓଡ଼ିଶାବାସୀଙ୍କ ନଜର। ଆଜି ଶୃଙ୍ଖଳାର ସହ କରୋନା କଟକଣା ଭିତରେ ପିପିଲିରେ ମତଦାନ ପ୍ରକ୍ରିୟା ଜାରି ରହିଛି। ତଥ୍ୟ ଅନୁସାରେ ଭୋଟରମାନେ ଦିନ ୧ଟା ସୁଦ୍ଧା...

ପିପିଲି ଉପନିର୍ବାଚନ – ଦିନ ୧୧ଟା ସୁଦ୍ଧା ୨୪.୭୬ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲି ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି। ପିପିଲିବାସୀ ଶାନ୍ତିଶୃଙ୍ଖଳାର ସହ ମତଦାନ କେନ୍ଦ୍ରରେ ଭୋଟ ଦେଉଛନ୍ତି। ତେବେ ଦିନ ୧୧ଟା ସୁଦ୍ଧା ୨୪.୭୬ ପ୍ରତିଶତ ମତଦାନ ଦେଇଥିବା ଜଣାପଡ଼ିଛି। ଆଜି...

ଦେଶର ୩ ଲୋକସଭା ଓ ୩୦ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ – ଫୋକସରେ ପଶ୍ଚିମବଙ୍ଗର ଭବାନୀପୁର

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ବିଭିନ୍ନ ରାଜ୍ୟର ୩୦ଟି ବିଧାନସଭା ଆସନ ଓ ୩ ଲୋକସଭା ଆସନ ପାଇଁ ଚାଲିଛି ମତଦାନ। ଏସବୁ ଭିତରେ ସମସ୍ତଙ୍କ ନଜର ପଶ୍ଚିମବଙ୍ଗ ରାଜନୀତି ଉପରେ ରହିଛି। ଆଜି ସେଠାରେ...

ପିପିଲି ଉପନିର୍ବାଚନ – ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପିପିଲି ଉପନିର୍ବାଚନ। ଶୃଙ୍ଖଳାର ସହ ଭୋଟରମାନେ ମତଦାନ ଦେଉଛନ୍ତି। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା। ତେବେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ସମୁଦାୟ ୩୪୮ଟି ବୁଥରେ...

ଜର୍ମାନୀରେ ସରିଲା ଆଞ୍ଜେଲା ମାର୍କେଲଙ୍କ ରାଜନୈତିକ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଜର୍ମାନୀରେ ଶେଷ ହୋଇଛି ଆଞ୍ଜେଲା ମାର୍କେଲଙ୍କ ୧୬ ବର୍ଷର ରାଜନୈତିକ ଯାତ୍ରା। ସାଧାରଣ ନିର୍ବାଚନରେ ମାର୍କେଲଙ୍କ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି। ମାର୍କେଲଙ୍କ ‘ଖ୍ରୀଷ୍ଟିଆନ୍ ଡେମୋକ୍ରାଟିକ୍ ୟୁନିଅନ’ ଠାରୁ ସ୍ୱଳ୍ପ...

ବଳଙ୍ଗା ଥାନା ବିସ୍ଫୋରଣକୁ ନେଇ ତେଜିଲା ରାଜନୀତି : ବିଜେପି-ବିଜେଡି ଦୋଷ ଲଦାଲଦି

ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲି ଉପନିର୍ବାଚନକୁ ନେଇ ରାଜନୀତିକ ମାହୋଲ ସରଗରମ ଥିବାବେଳେ ପୁରୀ ଜିଲ୍ଲା ବଳଙ୍ଗା ଥାନା ବିସ୍ଫୋରଣ ଘଟଣା ରାଜନୀତି କ୍ଷେତ୍ରରେ ଆଉ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ...

ପିପିଲି ଉପନିର୍ବାଚନ : ‘ଏକ୍‌ଜିଟ୍ ପୋଲ୍‌ ପ୍ରକାଶ କରିପାରିବେନି କୌଣସି ଗଣମାଧ୍ୟମ’

ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପ ନିର୍ବାଚନ ପରିପ୍ରେକ୍ଷୀରେ ଏକ୍‌ଜିଟ୍ ପୋଲ୍‌କୁ ନିଷିଦ୍ଧ କରାଯାଇଛି। କୌଣସି ସମ୍ବାଦପତ୍ର, ଗଣମାଧ୍ୟମ, ନ୍ୟୁଜ ବ୍ୟୁରୋ, ରେଡିଓ ଏବଂ ଟିଭି ଚ୍ୟାନେଲ ଏକଜିଟ...

ପିପିଲି ଉପନିର୍ବାଚନ –  ସରିଲା ପ୍ରଚାର, ୩୦ରେ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଆନୁଷ୍ଠାନିକ ଭାବେ ସୋମବାର ଅପରାହ୍ନରେ ଶେଷ ହୋଇଛି। ୨୦୨୦ ମସିହା ଅକ୍ଟୋବର ୨୦ ତାରିଖରେ କରୋନା ଯୋଗୁଁ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏହି ଆସନ...

କିଏ ହାତେଇବ ଭୁବନେଶ୍ଵର କ୍ଲବର ସଭାପତି ପଦ?

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇପ୍ରୋଫାଇଲ ଭୁବନେଶ୍ଵର କ୍ଲବର କର୍ମକର୍ତ୍ତା ଚୟନ ନେଇ ନିର୍ବାଚନ ସରିଛି। ଆଉ କିଛି ଘଣ୍ଟା ପରେ ଅର୍ଥାତ୍ ସନ୍ଧ୍ୟା ୬ଟା ସୁଦ୍ଧା ଏହାର ଫଳାଫଳା ଜଣାପଡ଼ିବ। ସବୁଠାରୁ ରୋଚକ କର...

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ – ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ନେଇ ହୋଇପାରେ ଆଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଏଭଳି ସମୟରେ ଅନୁଷ୍ଠିତ ହେବାକୁ ଯାଉଛି, ଯେତେବେଳେ କି ବିଶ୍ୱର ପରିସ୍ଥିତି ଗମ୍ଭୀର ରହିଛି।...