ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା। ଗୁରୁବାର ଦିନ ନିଜ ଇସ୍ତଫା ପତ୍ରକୁ ସେ ବିଜେଡି ସଭାପତି ନବୀନ ପଟ୍ଟନୟକଙ୍କ ନିକଟକୁ ପଠାଇଛନ୍ତି। ପ୍ରକାଶ ବେହେରା ୨୦୨୪ ସାଧାରଣ ନିର୍ବାଚନରେ...

ପୂର୍ବତନ ବିଧାୟକ ଧନେଶ୍ଵର ମାଝୀଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ବିଧାୟକ ତଥା ରାଜ୍ୟସଭା ସାଂସଦ ଧନେଶ୍ଵର ମାଝୀଙ୍କର ବୁଧବାର ଦିନ ପରଲୋକ ହୋଇଛି। କେସିଙ୍ଗା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ...

ଜମ୍ମୁ-କଶ୍ମୀରରେ ଚାଲିବ ଏନସି-କଂଗ୍ରେସ ମେଣ୍ଟ ରାଜୁତି: ଓମାର ଅବଦୁଲ୍ଲା ହେବେ ମୁଖ୍ୟମନ୍ତ୍ରୀ

ମିନତି ମିଶ୍ର ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ହେଲା ନିର୍ବାଚନ। ବିଧାନସଭା ନିର୍ବାଚନରେ ବାଜି ମାରିଛି ଏନସି-କଂଗ୍ରେସ ମେଣ୍ଟ। ଏବେ ଜମ୍ମୁ-କଶ୍ମୀରରେ ଚାଲିବ ମେଣ୍ଟ ରାଜୁତି। ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀରରେ...

ହରିୟାଣାରେ ବିଜେପିର ହାଟ୍ରିକ୍ ବିଜୟ: କେମିତି ପଲଟିଗଲା ବାଜି?

ଓଡ଼ିଶାଲାଇଭ୍ ବ୍ୟୁରୋ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଆସିଯାଇଛି। ଭରତୀୟ ଜନତା ପାର୍ଟି ଏଠାରେ ହାଟ୍ରିକ୍ ବିଜୟ ଲାଭ କରିଛି। ହରିୟାଣାରେ ବିଜେପି ୪୮ଟି ଆସନ ଜିତି ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ...

ବିଜେଡି କଳି ତୁଟୁନି, ମୁରବୀଙ୍କ ମୁହଁ ଖୋଲୁନି

ଓଡ଼ିଶାଲାଇଭ୍ ବ୍ୟୁରୋ ଶଙ୍ଖ ଭବନରେ ହୋଇଥିଲା ଖୋର୍ଦ୍ଧା ଜିଲ୍ଲା ବିଜେଡି ସମୀକ୍ଷା ବୈଠକ। ନେତା ନେତାଙ୍କ ଭିତରେ କଥା କଟାକଟି ଏବେ ଚର୍ଚ୍ଚାରେ। ଶାସନରେ ଥିବା ବେଳେ ବିଜେଡିରେ ସବୁକିଛି ଠିକଠାକ ଚାଲିଥିଲା। ଏବେ...

ଜମ୍ମୁ କଶ୍ମୀରରେ କଂଗ୍ରେସ-ନାସନାଲ କନଫରେନ୍ସ ମେଣ୍ଟ ଆଗରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଭୋଟ୍ ଗଣତି ଜାରି ରହିଛି। ଏଠାରେ କଂଗ୍ରେସ-ନାସନାଲ କନଫରେନ୍ସ ମେଣ୍ଟ ଆଗରେ ରହିଛି। ସେହିପରି ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ପିଡିପି ବହୁତ...

ହରିୟାଣାରେ କଡ଼ା ଟକ୍କର: କଂଗ୍ରେସକୁ ପଛରେ ପକାଇ ବିଜେପି ଆଗୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଭୋଟ ଗଣତି ଜାରି ରହିଛି। ଏଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟ ଗଣତିରେ ଏଠାରେ...

ସବୁଜ ଯୁଗ ଶେଷ, ଏଥର କେବଳ କମଳା ରଙ୍ଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ସରକାର ବଦଳିବା ପରେ ପରେ ବଦଳିବାକୁ ଲାଗିଛି ଅନେକ ଯୋଜନାର ନାଁ। ଏ ବଦଳିବ ସରକାରୀ କୋଠାର ରଙ୍ଗ। ସରିଛି ସବୁଜ ଯୁଗ, ଏଥର ଦେଖିବାକୁ ମିଳିବ କମଳା ରଙ୍ଗ।...

ବଢୁଛି ବିଜେଡି ଗୋଷ୍ଠୀ କନ୍ଦଳ!

ମିନତି ମିଶ୍ର ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ବିଜେଡି କଳି। ଗୋଟଏ ପରେ ଗୋଟିଏ ଅଞ୍ଚଳରେ ବିଜେଡି ଭିତରେ ଥିବା ଅସନ୍ତୋଷ ପଦାକୁ ଆସିବାରେ ଲାଗିଛି। ଗୋଟିଏ ପଟେ ଭୁବନେଶ୍ୱର କଳି ରାଜଧାନୀରୁ ଯାଇ...

ମିଛ ପ୍ରତିଶ୍ରୁତି ଦେଇ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଛି – ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କଲେ ନବୀନ ପଟ୍ଟନାୟକ। ଆଜିଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଭୁବନେଶ୍ଵରର ନେତାଜୀ ପଡ଼ିଆରେ ଏହାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ...