ଭୁବନେଶ୍ୱରରେ ଧର୍ମେନ୍ଦ୍ରଙ୍କୁ ବିପୁଳ ସମ୍ବର୍ଦ୍ଧନା
ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହେବାପରେ ପ୍ରଥମଥର ପାଇଁ ଓଡ଼ିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି।
ରାଜ୍ୟସଭାକୁ ନିର୍ବାଚିତ ହେବାପରେ ଧର୍ମେନ୍ଦ୍ର...
ଏନଡିଏରୁ ଓହରିଲା ଟିଡିପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବିକୁ ନେଇ ବିଜେପି ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ଵାଧୀନ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ମଧ୍ୟରେ ସମ୍ପର୍କ ଛିନ୍ନ ହୋଇଛି।
ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ନେତୃତ୍ୱାଧୀନ...
ରଞ୍ଜିତା-ସୁଶାନ୍ତଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସଦର ଥାନାରେ ଚାଲିଛି ଜେରା
ପୋଲିସର ସ୍ୱତନ୍ତ୍ର ଟିମ୍ ଗୁଳିକାଣ୍ଡର ଖୋଜୁଛନ୍ତି ଲିଙ୍କ୍
ଦ୍ୱିତୀୟ ଦିନରେ ମୁହାଁମୁହିଁ ଜେରା
ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ଏବଂ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ମୁହାଁମୁହିଁ...
ଜୟନାରାୟଣ ମିଶ୍ର ଗିରଫ: ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆରମ୍ଭ କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ
ଭୁବନେଶ୍ୱର ଡିସିପି ଅଫିସ୍ ସମ୍ମୁଖରେ ବିକ୍ଷୋଭ କଲା ବିଜେପି
ରାଜନୈତିକ ଆକ୍ରୋଶ ରଖି ଗିରଫ କରାଯାଇଛି: ବସନ୍ତ ପଣ୍ଡା
ମୁଖ୍ୟମନ୍ତ୍ରୀ କହିଲେ, "ଆଇନ୍...
ନବୀନ, ବିଜେପି ଓ ବୁଡ଼ି ଯାଉଥିବା ଜାହାଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପି ପ୍ରତି ଏକ କଟୂ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି।
ଅନ୍ୟ ଦଳର ରାଜନୈତିକ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ବିଜେପିର ପ୍ରଭାବ ହ୍ରାସ ପାଉଛି: ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ଗଡ଼ ଉତ୍ତର ପ୍ରଦେଶରେ ହୋଇଥିବା ଉପ-ନିର୍ବାଚନରେ ଦଳକୁ ଜୋରଦାର ଝଟକା ଲାଗିଛି। ଏହାକୁ ନେଇ ଓଡ଼ିଶା ରାଜନୀତି ତେଜିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପିକୁ ସମାଲୋଚନା କରିଛନ୍ତି।
ଉତ୍ତର ପ୍ରଦେଶ...
ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ତିନି ବିଜେଡି ପ୍ରାର୍ଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ତିନି ବିଜେଡି ପ୍ରାର୍ଥୀ। ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଡକ୍ଟର ଅଚ୍ୟୁତ ସାମନ୍ତ ରାଜ୍ୟସଭାକୁ ଯାଇଥିବା ରିଟର୍ଣ୍ଣିଂ ଅଫିସର କହିଛନ୍ତି। ଦୁଇ ରାଜ୍ୟସଭା ପ୍ରାର୍ଥୀ...
କଂଗ୍ରେସରେ ଜୋର୍ ଧରିଲା ପ୍ରସାଦ ହଟାଓ ଅଭିଯାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିରୋଧୀ ଦଳ ନେତାଙ୍କ ଘରେ ଏକାଠି ହେଲେ ବିଧାୟକ
ପ୍ରସାଦଙ୍କୁ ହଟାଇବାକୁ ଦାବି କଲେ
ପ୍ରସାଦ ନଗଲେ ଆମେ ଦଳ ଛାଡ଼ିବୁ କହିଲେ ବିଧାୟକ
୨୦୧୯ ପର୍ଯ୍ୟନ୍ତ ଓଡ଼ିଶାରେ ପିସିସି ସଭାପତି...
୨୦୧୯ ପାଇଁ ରଣନୀତି: ସୋନିଆଙ୍କ ଡିନର ପାର୍ଟିରେ ସାମିଲ ହେଲେ ୨୦ ଦଳର ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋନିଆ ଗାନ୍ଧିଙ୍କ ଡିନର ପାର୍ଟିରେ ଯୋଗ ଦେଇଛନ୍ତି ୨୦ଟି ଦଳର ନେତା। ଏହି ଡିନର ପାର୍ଟିରେ ୨୦୧୯ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ବିଜେପି ବିଜୟକୁ କିପରି ରୋକାଯିବ ସେନେଇ ଆଲୋଚନା...
ରାଜ୍ୟସଭା ନିର୍ବାଚନ: ତିନି ବିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସସଭା ନିର୍ବାଚନ ପାଇଁ ମଙ୍ଗଳବାର ହୋଇଥିଲା ପ୍ରାର୍ଥିପତ୍ର ଯାଞ୍ଚ। ଯାଞ୍ଚ ପରେ ବିଜେଡିର ତିନି ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର କାଏମ ରହିଛି।
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ତିନି ଜଣ ବିଜେଡି...




















