ମାର୍ଚ୍ଚ ୨୩ରେ ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୩ ଆସନ ପାଇଁ ହେବ ଭୋଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୧୬ଟି ରାଜ୍ୟର ୫୮ ଆସନ ପାଇଁ ହେବ ଭୋଟ୍
ମାର୍ଚ୍ଚ ୫ରେ ବିଜ୍ଞପ୍ତି
୧୨ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ
୧୩ରେ ନାମାଙ୍କନ ଯାଞ୍ଚ
ମାର୍ଚ୍ଚ ୨୩ରେ ହେବ ରାଜ୍ୟସଭା...
ଶନିବାର ବିଜେପୁରରେ ଭୋଟ୍: ୨୮୧ ବୁଥ୍ ପାଇଁ ୩୬ ପ୍ଲାଟୁନ୍ ଫୋର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୫୫ଟି ବୁଥ୍ ସମ୍ବେଦନଶୀଳ
ବିଜେପୁରରେ ୧୨ଟି ପୋଲିସ ସ୍କ୍ୱାଡ୍ ଏବଂ ୩ ଫ୍ଲାଇଙ୍ଗ୍ ସ୍କ୍ୱାଡ୍
୧୫୦ ସବ୍-ଇନ୍ସିପେକ୍ଟର ଏବଂ ୪୦ ମୋବାଇଲ୍ ଟିମ୍ ନିୟୋଜିତ
ଶନିବାର ବିଜେପୁର ଉପ-ନିର୍ବାଚନ ପାଇଁ ହେବ...
ମନ୍ତ୍ରୀଙ୍କ ଭାଇଙ୍କୁ ଆକ୍ରମଣ: ବିଜେପି-ବିଜେଡି ମୁହାଁମୁହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପ-ନିର୍ବାଚନ ପୂର୍ବରୁ ବିଜେପୁରର ପଡ଼ୋଶୀ ସୋହେଲାରେ ଆତଙ୍କରାଜ। ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କୁ ମରଣାନ୍ତକ ଆକ୍ରମଣକୁ ନେଇ ବିଜେପି-ବିଜେଡି ହୋଇଛନ୍ତି ମୁହାଁମୁହିଁ।
ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କୁ...
ବିଜେପୁର ଭୋଟ୍ ପୂର୍ବରୁ ହିଂସା: ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରାକ୍ ନିର୍ବାଚନୀ ହିଂସା
ମନ୍ତ୍ରୀଙ୍କ ଭାଇ ଗୁରୁତର
୩ ଜଣଙ୍କୁ ଗିରଫ କଲା ପୋଲିସ
ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ୨ଟି ଟିମ୍ ଗଠନ
ମୁଖ୍ୟମନ୍ତ୍ରୀ କହିଲେ, "ଗଣତନ୍ତ୍ରରେ ହିଂସାର...
ତିହାର୍ ଜେଲ୍ ଗଲେ ଆମ୍ ଆଦମୀ ପାର୍ଟିର ଦୁଇ ବିଧାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ଉପରୁ ସଙ୍କଟ ଟଳୁନି। ନିକଟରେ ଅଫିସ୍ ଅଫ୍ ପ୍ରଫିଟ୍ ମାମଲାରେ ୨୦ ଜଣ ବିଧାୟକଙ୍କ ସଭ୍ୟ ପଦ ରବ୍ଦ ହୋଇଥିବା ବେଳେ ଏବେ ମୁଖ୍ୟ...
ବିଜେପୁରରେ ସରିଲା ପ୍ରଚାର: ଶେଷ ଦିନରେ ଘର ଘର ବୁଲି ଭୋଟରଙ୍କୁ ଭେଟିଲେ ପ୍ରାର୍ଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁରୁବାର ସନ୍ଧ୍ୟା ୫ଟାରେ ଶେଷ ହୋଇଛି ପ୍ରଚାର। ଶେଷ ଦିନରେ ତିନି ଦଳର ପ୍ରାର୍ଥୀ ଏବଂ ନେତା ଘର ଘର ବୁଲି ଭୋଟ ମାଗିଛନ୍ତି।
ଶେଷ ହୋଇଛି ବିଜେପୁର ଉପ-ନିର୍ବାଚନ ପ୍ରଚାର। ୨୪...
ମୁଖ୍ୟମନ୍ତ୍ରୀଙ୍କ ଅଫିସ୍କୁ ଟାର୍ଗେଟ୍ କଲେ ଧର୍ମେନ୍ଦ୍ର: କହିଲେ, “୧୦୦ କର୍ମଚାରୀ ଆସିଛନ୍ତି ବିଜେପୁର”
ଓଡ଼ିଶାଲାଇଭ୍ ବ୍ୟୁରୋ
ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ରଖିଲା ବିଜେଡି
ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ
ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି କେନ୍ଦ୍ରମନ୍ତ୍ରୀ
ବିଜେପୁର ଉପ-ନିର୍ବାଚନ ପାଇଁ ଶେଷ ହେଉଛି...
ବଦଳିଲେ ପଦ୍ମପୁର ଏସ୍ଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ପଦ୍ମପୁର ଏସ୍ଡିପିଓ ଲକ୍ଷ୍ମୀ ନାରୟଣ ପଣ୍ଡାଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କ୍ଷୀର ସାଗର ନାୟକଙ୍କୁ ନୂଆ ଏସ୍ଡିପିଓ ଭାବେ ନିଯୁକ୍ତି ଦିଆଯାଇଛି।
ବିଜେପୁର ଉପ-ନିର୍ବାଚନକୁ...
ଦଳ ଗଢ଼ିଲେ କମଲ ହାସନ: ପାର୍ଟିର ନାଁ ‘ମାକାଲ୍ ନିଧି ମୈୟମ୍’ ରଖିଲେ ସୁପରଷ୍ଟାର
ଓଡ଼ିଶାଲାଇଭ୍ ବ୍ୟୁରୋ
ନେତା ବନିଲେ ତାମିଲ ସୁପରଷ୍ଟାର କମଲ ହାସନ। ବୁଧବାର ମଦୁରାଇଠାରେ ସେ ତାଙ୍କ ରାଜନୈତିକ ଦଳର ନାଁ ଘୋଷଣା କରିଛନ୍ତି। ମାକାଲ୍ ନିଧି ମୈୟମ୍ (ଏମଏନଏମ) ନାଁରେ ଦଳ ଗଢ଼ି କମଲ...
କଥା ବଦଳାଇଲେ ପଦ୍ମପୁର ଆଇଆଇସି: ସକାଳେ କହିଲେ ଆଡ଼ପାଗଳା, ସନ୍ଧ୍ୟାରେ କହିଲେ ଶୁଣାକଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନକୁ ନେଇ ହାଇଭୋଲଟେଜ ପ୍ରଚାର ଚାଲିଥିବା ବେଳେ ପୋଲିସ ଅଧିକାରୀଙ୍କ ବେପରୁଆ ମନ୍ତବ୍ୟ ଏବେ ରାଜନୀତିରେ ଝଡ଼ ସୃଷ୍ଟି କରିଛି। ଚପଲ ଫିଙ୍ଗା ଘଟଣାରେ ସକାଳେ କହିଥିବା କଥାକୁ ସନ୍ଧ୍ୟାରେ...




















