ଓଡ଼ିଶାକୁ କେନ୍ଦ୍ର ଦେଇଥିବା ଟଙ୍କାର ଗୋଟି ଗୋଟି ହିସାବ ବଖାଣିଲେ ଶାହା, ବିଜେଡି କହିଲା,”ଏହା ରାଜ୍ୟର ହକ୍”

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାତ୍ର ଅଧଘଣ୍ଟା ବ୍ୟବଧାନରେ ଆଜି ବିଜେପି ଓ ବିଜେଡି ସାମ୍ବାଦିକ ସମ୍ମିଳନୀ ଜରିଆରେ ଓଡ଼ିଶାକୁ ମିଳିଥିବା କେନ୍ଦ୍ରୀୟ ଅନୁଦାନ ଅର୍ଥକୁ ନେଇ ମୁହାଁମୁହିଁ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା...

ଶୁକ୍ରବାର ଜନତା ମଇଦାନରେ ଗର୍ଜିବ ବିଜେପି: ଷ୍ଟ୍ରାଟେର୍ଜି ମାଷ୍ଟର ଶାହାଙ୍କ ଗଣିତ ଉପରେ ନଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଶେଷ ଦିନ ଉପରେ ଦଳର ତୃଣମୂଳ କର୍ମୀମାନଙ୍କର ରହିଛି ନଜର। କାରଣ ବିଭିନ୍ନ ଆଲୋଚନା, ପର୍ଯ୍ୟାଲୋଚନା ପରେ ଶାହା...

‘୧୦୦ ଦିନ ଭିତରେ ଫଳ ଦେଖାଅ ନହେଲେ ଯାଅ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅଦଳବଦଳ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ (ଗଭର୍ନାନ୍ସ) ଓ ଅମଳ (ଡେଲିଭରି) ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଏଥିପାଇଁ ସେ କେତେକ କଡ଼ା ନିଷ୍ପତ୍ତି...

ନରମିଲେ ଶାହା: କହିଲେ ‘ବିଜେଡି କେ ଉପର୍ ହମାରା କୋଇ ଗୁସ୍ସା ନହିଁ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ''ବିଜେଡି କେ ଉପର୍ ହମାରା କୋଇ ଗୁସ୍ସା ନହିଁ। ରାଜ୍ୟ ସରକାର କା ଭ୍ରଷ୍ଟାଚାର, ଅବ୍ୟବସ୍ଥା ହମାରା ଟାର୍ଗଟେ ହୈ'', କହିଛନ୍ତି ବିଜେପିର ଷ୍ଟ୍ରାଟେର୍ଜି ମାଷ୍ଟର ଅମିତ୍ ଶାହା। 'ମିଶନ-୧୨୦' ପାଇଁ ଷ୍ଟାଟେର୍ଜି...

ନବୀନଙ୍କ ‘ଡାଉଟ୍’ର ଉତ୍ତର ଦେଲେ ଶାହା, କହିଲେ ‘ଗିନ୍ ଗିନ୍ କେ ରଖୋ’

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ 'ଆଇ ଡାଉଟ୍ ଭେରି ମଚ୍'ର ଉତ୍ତର ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା। ଭୁବନେଶ୍ୱରର ପାଲହାଇଟସ ଠାରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଶାହା ନବୀନଙ୍କୁ...

ବିଜେପିର ‘ମିଶନ ୧୨୦’: ନବୀନ କହିଲେ”ଆଇ ଡାଉଟ୍ ଭେରି ମଚ୍”

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପିର 'ମିଶନ-୧୨୦'କୁ ନେଇ କିଛିଦିନ ହେଲା ରାଜ୍ୟ ରାଜନୀତି ପାଣିପାଗ ଉଷ୍ମ ରହିଛି। ଏହାକୁ ନେଇ ବିଜେଡି ଏବଂ ବିଜେପି ନେତାଙ୍କ ମଧ୍ୟରେ ଚାଲିଥିବା ବାକଯୁଦ୍ଧରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ...

ପାଞ୍ଚ ନେତା ପାଞ୍ଚଟି କଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୁଧବାର ଦିନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତାଙ୍କର ୧୧୦ ଦିନିଆ ଭାରତ ଗସ୍ତରେ ବାହାରି ଓଡ଼ିଶାରେ ପହଞ୍ଚିଛନ୍ତି। ତାଙ୍କର ତ୍ରି-ଦିବସୀୟ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ଢେର ବୟାନବାଜି...

ଫୋକସରେ ଓଡ଼ିଶା: ‘ମିଶନ-୧୨୦’ ପାଇଁ କସରତ୍ ଆରମ୍ଭ କଲେ ଶାହା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା। ପଞ୍ଚମ ଥର ପାଇଁ ପାଦ ରଖିଛନ୍ତି ଓଡ଼ିଶାରେ। ବିଗତ ଦିନର ଗସ୍ତ ଅପେକ୍ଷା ଚଳିତ ଗସ୍ତ ରାଜ୍ୟ ରାଜନୀତି ପାଇଁ ଗୁରୁତ୍ୱ ବହନ କରୁଥିବାରୁ କର୍ମୀ,...

ନୂଆଦିଲ୍ଲୀରେ ରାହୁଲ ଦରବାର: ଝୁଲିକି ରହିଲା ପିସିସି ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ କଂଗ୍ରେସର ନବକଳେବର ନେଇ ମଙ୍ଗଳବାର ନୂଆଦିଲ୍ଲୀରେ ବସିଥିଲା ରାହୁଲ ଗାନ୍ଧୀଙ୍କ ଦରକାର। ଯେଉଁଥିରେ ଉପସ୍ଥିତ ଥିଲେ ରାଜ୍ୟ କଂଗ୍ରେସର ତୁଙ୍ଗ ନେତା। ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା ଚାଲିଲା।...

ଭୁବନେଶ୍ୱରରେ ପହଞ୍ଚିଲେ ଧର୍ମେନ୍ଦ୍ର, କହିଲେ ଜଗନ୍ନାଥଙ୍କ କୃପାରୁ ମିଳିଲା କ୍ୟାବିନେଟ୍

ଓଡ଼ିଶାଲାଇଭ୍‍ ବ୍ୟୁରୋ ପଦୋନ୍ନତି ପରେ ମଙ୍ଗଳବାର ଓଡ଼ିଶା ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ପାଛୋଟି ଅଣାଯାଇଥିଲା। ଏଥିପାଇଁ...