ବୈଜୟନ୍ତଙ୍କୁ ଚାଲେଞ୍ଜ ଦେଲେ ପ୍ରମିଳା, ଟୁଇଟରରେ ଜବାବ ଦେଲେ କେନ୍ଦ୍ରାପଡ଼ା ସାଂସଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୈଜୟନ୍ତ ପଣ୍ଡା ବିଜେଡିରୁ ନିଲମ୍ବିତ ହେବା ପରେ ବି ବିବାଦ ଥମୁନି। କେନ୍ଦ୍ରାପଡ଼ା ଏମ୍‌ପିଙ୍କୁ ମଙ୍ଗଳବାର ପ୍ରମିଳା ମଲ୍ଲିକ ଚାଲେଞ୍ଜ ଦେବା ପରେ ସାଂସଦ ଏହାର କଡ଼ା ଜବାବ ଦେଇ ରାଜନୀତିକୁ...

କୁନ୍ଦୁଲି ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା: ତଦନ୍ତ ଉପରେ ଭରସା ନାହିଁ କହିଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଥାନା ଅଧିକାରୀଙ୍କୁ ଭେଟିଲେ କ୍ରାଇମବ୍ରାଞ୍ଚ ଟିମ୍‌ କୋରାପୁଟ ମେଡିକାଲ ଓ ପୀଡ଼ିତାଙ୍କ ଗାଁକୁ ଗଲେ ତଦନ୍ତକାରୀ ଅଫିସର୍ ପ୍ରମାଣ ନଷ୍ଟ କରାଯାଉଥିବା ବିଜେପିର ଅଭିଯୋଗ ସିବିଆଇ ତଦନ୍ତ ପୁଣି ଦାବି...

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା: ମୁଖ୍ୟମନ୍ତ୍ରୀଙ୍କ ନାଁରେ ପୁରୀ ଏସଡିଜେଏମ୍ କୋର୍ଟରେ ମାମଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛି ପୁରୀ ସଚେତନ ନାଗରିକ ମଞ୍ଚ। ଗୃହ ବିଭାଗର ମୁଖ୍ୟ ଭାବରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଭିନ୍ନ ମୋଡ଼ ନେଉଛି...

ଶାସକ ଦଳର କର୍ମୀ ସାଜିଛନ୍ତି ସରକାରୀ ବାବୁ: ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଯାଇଥିଲା ଟିମ୍‌ ଉପ-ନିର୍ବାଚନକୁ ଅବାଧ, ମୁକ୍ତ କରିବାକୁ ଦାବି ବିଜେପୁର ଉପ-ନିର୍ବାଚନକୁ ଅବାଧ ମୁକ୍ତ...

ବିଜେଡିର ବିଜେପୁର ରଣନୀତି: ୩ ବ୍ଲକ ଦାୟିତ୍ୱରେ ହେଭିୱେଟ ନେତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସର୍‌ଗର୍‌ମ୍‌ ହୋଇଯାଇଛି ରାଜ୍ୟ ରାଜନୀତି। ସୋମବାର ବିଜେପି ବିଜେପୁରର ୩ ବ୍ଲକରେ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେବା ପରେ ବିଜେଡି ତାର ରଣନୀତି...

କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ବିଧାୟକ ପଦ ରଦ୍ଦ କଲେ ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ଅନିୟମିତତା ମାମଲାରେ କଂଗ୍ରେସ ବିଧାୟକ ଯୋଗେଶ୍ ସିଂହଙ୍କ ସଭ୍ୟପଦ ରଦ୍ଦ କରିଛନ୍ତି ହାଇକୋର୍ଟ। ଜାଲ୍ ଜାତି ପ୍ରମାଣପତ୍ର ଦେଇ ନିର୍ବାଚନ ଲଢିଥିଲେ ବୋଲି ଅଭିଯୋଗ ହୋଇଥିଲା ଯୋଗେଶଙ୍କ ନାଁ...

ବିଜେପୁର ଉପ-ନିର୍ବାଚନ ପାଇଁ ସମରସଜ୍ଜା: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ସମଗ୍ର ରାଜ୍ୟରେ ରାଜନୀତି ପାଣିପାଗ ବେଶ୍ ସରଗରମ। ବିଜେପୁରରେ ହେବ ଉପ-ନିର୍ବାଚନ। ଏଥିପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ବିଜେଡି ଓ ବିଜେପି ପୂର୍ବରୁ ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ କଂଗ୍ରେସ...

ଅଶୋକ ପାଣିଗ୍ରାହୀ ହେଲେ ବିଜେପିର ବିଜେପୁର ପ୍ରାର୍ଥୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତୀକ୍ଷାର ଅନ୍ତ ଘଟିଛି। ବିଜେପୁର ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ଟିକେଟ ଦେଇଛି। ଅଶୋକ ପାଣିଗ୍ରାହୀଙ୍କ ଉପରେ ମୋହର ମାରିଲା...

କୁନ୍ଦୁଲି ଗଣଦୁଷ୍କର୍ମ: ପୀଡ଼ିତା ପରିବାରକୁ କ୍ଷତିପୂରଣ ଦାବି କଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୀଡ଼ିତା ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବି ଏଚ୍‌ଆର୍‌ପିସି ଏଡିଜି ଏବଂ କୋରାପୁଟ ଏସ୍‌ପିଙ୍କ ବରଖାସ୍ତ ଦାବି କୁନ୍ଦୁଲି ଗଲା କ୍ରାଇମବ୍ରାଞ୍ଚ ଟିମ୍‌ ବିଜେଡି କହିଲା ଅଯଥା ରାଜନୀତି କୁନ୍ଦୁଲି...

ବିଜେପୁର ମହାସମର: କଂଗ୍ରେସ-ବିଜେପିର ପ୍ରାର୍ଥୀ ଚୟନ ଅଙ୍କ ଛିଣ୍ଡୁନି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ମଇଦାନରେ ହେବ ଅସଲ ଲଢ଼େଇ। ଏଥିପାଇଁ ୩ ପ୍ରମୁଖ ଦଳ ପ୍ରସ୍ତୁତ କରୁଛନ୍ତି ରଣନୀତି। ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରି କ୍ୟାମ୍ପେନିଂ ମୁଡ୍‌ରେ ରହିଥିବା ବେଳେ କଂଗ୍ରେସ ଓ...