ଯୁବପିଢ଼ିଙ୍କ କ୍ୟାରିୟର ସ୍ୱପ୍ନ ପୂରଣ କରିବାରେ ସହାୟକ ହେଉଛି ବିଶ୍ୱ ଦକ୍ଷତା କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ର ଅଞ୍ଜୁଲତା, କେନ୍ଦୁଝରର ପ୍ରୀତି, ଗଞ୍ଜାମର ଆଫ୍ରିନ ଏବଂ କୋରାପୁଟର ଯସ୍ମିନଙ୍କ ସଂଘର୍ଷ କାହାଣୀ ଅନ୍ୟମାନଙ୍କ ପାଇଁ ପାଲଟିଛି ପ୍ରେରଣା
(ଭୁବନେଶ୍ୱର): ‘‘ବିଦେଶରେ ଚାକିରି କରିବି ବୋଲି ମୁଁ କେବେ ଭାବି ନଥିଲି।...
କେମିତି ଗଢ଼ାହେଲା ଶ୍ରୀମନ୍ଦିର?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=4T_rHfk2apk&t=124s
ଐତିହାସିକମାନଙ୍କ ମତରେ ଗଙ୍ଗବଂଶର ରାଜା ଅନନ୍ତବର୍ମଣ ଚୋଡ଼ଗଙ୍ଗ ଦେବଙ୍କ ଅକ୍ଷୟ କୀର୍ତି ହେଉଛି ପୁରୀ ଶ୍ରୀମନ୍ଦିର। କେବଳ ଅଧ୍ୟାତ୍ମିକ ଦୃଷ୍ଟିକୋଣରୁ ନୁହେଁ, ଉତ୍କଳୀୟ ସ୍ଥାପତ୍ୟ କଳାର ଏହା ହେଉଛି ଅନନ୍ୟ ନିଦର୍ଶନ।
ମାଦଳା...
ବ୍ୟାସେ ଶୁଣି ପାରୁଛ?
ଇଂ ମୃତ୍ୟୁଞ୍ଜୟ ଶତପଥୀ
ବ୍ୟାସେ ଶୁଣି ପାରୁଛ? ତୁମେ ଲେଖିଥିଲ ଦେଢ଼ଶହ ବର୍ଷ ତଳେ ପାଟପୁର ରେବତୀର କଥା। ତା’ ଭାଗ୍ୟରେ ତମେ ଭରିଥିଲ ଦୁଃଖ, କରିଲ ହୀନସ୍ତା, ଦେଲ ମନ ଭରି ବ୍ୟଥା,...
କମେଡିଆନ କ୍ରିଷ୍ଣ ରାଉତ କହିଲେ – ରାସ୍ତାରେ ଅଟକାଇ ଲୋକ ପ୍ରଶଂସା କରନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=SKaY0L90bOc
କମେଡିଆନ୍ ତଥା ରିଲ୍ ଷ୍ଟାର ଭାବେ ଘରେ ଘରେ ପରିଚିତ କ୍ରିଷ୍ଣା ରାଉତ। ନୂଆ ବୋହୂ, ମା’, ଶାଶୂ ଆଦି ଅନେକ ଚରିତ୍ରରେ କମେଡି କରି ସୋସିଆଲ୍ ମିଡିଆରେ ବହୁ ପ୍ରଶଂସା...
ଡକ୍ଟର ସଂଘମିତ୍ରା ମିଶ୍ର କହିଲେ – ବାହାଘର ପରେ ଆରମ୍ଭ ହୁଏ ଅସଲ ସଂଘର୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=i7N8Wxl9pzw
ଓଡ଼ିଆ ସାହିତ୍ୟ ଜଗତର ଅତି ପରିଚିତ ନାଁ ଡକ୍ଟର ସଂଘମିତ୍ରା ମିଶ୍ର। ପିଲାଟି ଦିନରୁ ହିଁ ତାଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା। ମାତ୍ର ସେ କେବେ ହାର୍ ମାନି ନାହାନ୍ତି, ବରଂ...
ଅଚିହ୍ନା ଶବ’ର ସାଥୀ – ମଧୁସ୍ମିତା ପୃଷ୍ଟି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=RzqVSnblXaM&t=438s
ଅନେକ ଅଚିହ୍ନା ଶବ’ର ସାଥୀ ପାଲଟିଛନ୍ତି, ସେମାନଙ୍କ ଶେଷ ଯାତ୍ରାକୁ ସମ୍ମାନ ଦେଇଛନ୍ତି। ସମାଜସେବା କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ମଧୁସ୍ମିତା ପୃଷ୍ଟି।
ଅଜଣା ଲୋକଙ୍କ ଶବକୁ ଅପଣାର କରୁଥିବାରୁ...
କମେଡିଆନ କ୍ରିଷ୍ଣା କହିଲେ – ଲୋକଙ୍କୁ ହସେଇବା ଏତେ ସହଜ ନୁହେଁ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=F3Bk3IhUwFA&t=60s
କମେଡିଆନ୍ ତଥା ରିଲ୍ ଷ୍ଟାର ଭାବେ ଘରେ ଘରେ ପରିଚିତ କ୍ରିଷ୍ଣା ରାଉତ। ନୂଆ ବୋହୂ, ମା’, ଶାଶୂ ଆଦି ଅନେକ ଚରିତ୍ରରେ କମେଡି କରି ସୋସିଆଲ୍ ମିଡିଆରେ ବହୁ ପ୍ରଶଂସା...
ଯୁବାବସ୍ଥାରେ କାହିଁକି ହେଉଛି ଆଣ୍ଠୁଗଣ୍ଠି ବଥା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=Kgrw1eUoibg
ବୟସ ବଢ଼ିବା ସହ ଆଣ୍ଠୁଗଣ୍ଠି ବ୍ୟଥା ଦୈନନ୍ଦିନ ଜୀବନରେ ଏକ ସାଧାରଣ କଥା। କିନ୍ତୁ ବର୍ତ୍ତମାନ ଯୁବାବସ୍ଥାରୁ ହିଁ ଆଣ୍ଠୁଗଣ୍ଠି ବ୍ୟଥା ଏକ ଜଟିଳ ସମସ୍ୟା ପାଲଟିଲାଣି।
ଖାଦ୍ୟପେୟରେ ଅନିୟମିତତା ଏବଂ...
ଓଜନ କମାଇବା ପାଇଁ କେମିତି ହେବା ଦରକାର ଡାଏଟ୍ ପ୍ଲାନ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=k7IsFtMD35Q
ଅନେକ ରୋଗର କାରଣ ହେଉଛି ମେଦବହୁଳତା ବା ମୋଟାପଣ। ତେଣୁ ବୟସ ଅନୁଯାୟୀ ଶରୀର ଓଜନ ସଠିକ ରହିବା ଦରକାର।
ତେବେ ଓଜନ କମିବ କେମିତି, କେବଳ ଏକ୍ସରସାଇଜ୍ କଲେ ଓଜନ...
ରସଗୋଲା ଓଡ଼ିଶାର
ନୀଳାମ୍ବର ରଥ
ଓଡ଼ିଶା ରସଗୋଲାକୁ ମିଳିଛି ଜିଆଇ ଟ୍ୟାଗ୍। ରସଗୋଲା ଓଡ଼ିଶାର ଏବଂ ଓଡ଼ିଆ ଖାଦ୍ୟ ରୁଚି ମଧ୍ୟରେ ସବୁଠୁ ଆଦରଣୀୟ ମିଠା, ଏବେ ଏକଥା ଆଉ ଓଡ଼ିଶାର ଭୌଗୋଳିକ ସୀମା ଭିତରେ ସୀମିତ...





















