କାହିଁକି ଡାଏଟିସିଆନ ହେଲେ ଅଭିନେତ୍ରୀ ନିହାରିକା ଦାଶ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=IP8gUE3Zqu8&t=288s ଓଡ଼ିଆ ସିନେମା ଜଗତର ଅତି ପରିଚିତ ଚେହାରା ନିହାରିକା ଦାଶ। ରିଆଲିଟି ସୋ’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଫିଲ୍ମ, ମେଗା ସିରିଏଲ ଏବଂ ମ୍ୟୁଜିକ ଭିଡିଓ ମାଧ୍ୟମରେ ସେ...

କେମିତି ଆରମ୍ଭ ହେଲା ନରସିଂହ ମିଶ୍ରଙ୍କ ରାଜନୈତିକ ଯାତ୍ରା?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=Mug66JPaUqk ଓଡ଼ିଶା ରାଜନୀତିରେ ଜଣେ ବରିଷ୍ଠ ନେତା ନରସିଂହ ମିଶ୍ର। ମାତ୍ର ୧୮ ବର୍ଷ ବୟସରେ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇ ଆରମ୍ଭ କରିଥିଲେ ତାଙ୍କର ରାଜନୈତିକ କ୍ୟାରିୟର। ୬ ଦଶନ୍ଧିରୁ ଅଧିକ ଦିନ...

କେମିତି ରାଜନୀତିକୁ ଆସିଲେ ପ୍ରଦୀପ ପୁରୋହିତ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=AEcJDO3P3RM ଓଡ଼ିଶା ରାଜନୀତିରେ ଜଣାଶୁଣା ନେତା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଅଧାରୁ ପାଠପଢ଼ା ଛାଡ଼ି ‘ଗନ୍ଧମାର୍ଦ୍ଦନ ବଞ୍ଚାଅ’ ଆନ୍ଦୋଳନରେ ସେ ସାମିଲ ହୋଇଥିଲେ। ଏହାପରେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ ପ୍ରଦୀପ...

ଓଏଏସ୍ ଟପ୍ପର ପ୍ରିୟାଂଶୁ ପାଲଙ୍କ ଇଣ୍ଟରଭ୍ୟୁ ଟିପ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=K1YO60XwNG8 ଓଡ଼ିଶା ସିଭିଲ ସର୍ଭିସେସ୍ (ଓସିଏସ) ପରୀକ୍ଷା ୨୦୨୩ର ଟପ୍ପର ହେଉଛନ୍ତି ପ୍ରିୟାଂଶୁ ପାଲ। କଠିନ ପରିଶ୍ରମ ଓ ଦୃଢ଼ ବିଶ୍ୱାସ ଯୋଗୁଁ ଏହି ପରୀକ୍ଷାରେ ୧ ନମ୍ବର ରାଙ୍କ ହାସଲ କରିଛନ୍ତି...

ଆଇଟିରୁ ବିଉଟି ଇଣ୍ଡଷ୍ଟ୍ରି – ସଫଳ ଉଦ୍ୟୋଗୀ ସୁକୀର୍ତ୍ତି ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=0AOLwy8Btvk ଓଡ଼ିଶାର ଜଣେ ସଫଳ ମହିଳା ଉଦ୍ୟୋଗୀ ସୁକୀର୍ତ୍ତି ପଟ୍ଟନାୟକ। ଚାକିରି ଛାଡ଼ି ଉଦ୍ୟୋଗୀ ହେବାକୁ ମନ ବଳାଇଥିଲେ। ଆଇଟି ସେକ୍ଟର ଛାଡ଼ି ଓଡ଼ିଶାରେ ବିଉଟି ଇଣ୍ଡଷ୍ଟ୍ରିକୁ ନୂଆ ଦିଗ ଦେଇଛନ୍ତି ସୁକୀର୍ତ୍ତି। ଓଡ଼ିଶାଲାଇଭ୍‌ର...

କାହିଁକି ଶ୍ରୀମନ୍ଦିର ଭାଙ୍ଗିବାକୁ ଚାହୁଁଥିଲା କଳାପାହାଡ଼?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=MDtncV7cBs4 ‘ଆଇଲା କଳାପାହାଡ଼, ଭାଙ୍ଗିଲା ଲୁହାର ବାଡ଼, ପିଇଲା ମହାନଦୀ ପାଣି, ସୁବର୍ଣ୍ଣ ଥାଳିରେ ହେଡ଼ା ପରଷିଲେ ମୁକୁନ୍ଦଦେବଙ୍କ ରାଣୀ।’ କଳାପାହାଡ଼ ନାଁ ଶୁଣିଲେ ଆଜି ବି ଓଡ଼ିଶାବାସୀଙ୍କ ମନରେ ଜଣେ କ୍ରୁର, ନିଷ୍ଠୁର...

ରାଜ୍ୟ ରାଜନୀତିର ଟାଣୁଆ ନେତା ଜୟଦେବ ଜେନା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=iKk7_-Vmkmw ରାଜ୍ୟ ରାଜନୀତିରେ ଜଣେ ଟାଣୁଆ ନେତା ହେଉଛନ୍ତି ଜୟଦେବ ଜେନା। ପ୍ରାୟ ୫୦ ବର୍ଷ ଧରି ସେ ରାଜନୀତିରେ ସକ୍ରିୟ ରହିଛନ୍ତି। ଚାରି ଥର ବିଧାୟକ ଏବଂ ଦୁଇ ଥର ପ୍ରଦେଶ...

ଅଭିନେତ୍ରୀରୁ ନୃତ୍ୟଗୁରୁ – ସଙ୍ଗୀତା ଦାଶ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=1Ejken_wBzI ଓଡ଼ିଶୀ ନୃତ୍ୟ ଜଗତର ଜଣେ ଜଣାଶୁଣା ତଥା ପ୍ରତିଷ୍ଠିତ ଚେହେରା ହେଉଛନ୍ତି ଗୁରୁ ସଙ୍ଗୀତା ଦାଶ। ୮୦ ଓ ୯୦ ଦଶକର ଚଳଚ୍ଚିତ୍ରରେ ସେ ଚମତ୍କାର ଅଭିନୟ କରିଛନ୍ତି। ପରେ ଓଡ଼ିଶୀ...

‍‍ଓଡ଼ିଶାକୁ ଗୋଲ୍ଡ ମେଡାଲ: ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ରଥମ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୫ରେ ପ୍ରଥମ ସ୍ଥାନ ଅଧିକାର କରି ଗୋଲ୍ଡ ମେଡାଲ ହାସଲ କରିଛି ଓଡ଼ିଶା। ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଅବସରରେ ଭାରତ ବାଣିଜ୍ୟିକ...

ପ୍ରସନ୍ନ ଆଚାର୍ଯ୍ୟ କହିଲେ – ଜେଲରେ ଅକଥନୀୟ ନିର୍ଯାତନା ଦିଆଯାଉଥିଲା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=ueSlWzADADg ଓଡ଼ିଶା ରାଜନୀତିରେ ବରିଷ୍ଠ ନେତା ତଥା ୧୭ତମ ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଛାତ୍ର ସଂଗଠନରୁ ଯୁବମୋର୍ଚ୍ଚା ଏବଂ ଏହାପରେ ବିଜୁବାବୁଙ୍କ ପ୍ରେରଣାରେ ସେ ପ୍ରତ୍ୟକ୍ଷ ରାଜନୀତିକୁ...