ବାରବାଟୀ ଦିନିକଆ ଆଉ ୪ ଦିନ – ଅଧିନାୟକ ଭାବେ ବାରବାଟୀରେ ବିରାଟ ଖେଳିବେ ତୃତୀୟ ମ୍ୟାଚ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରବାଟୀରେ ଡିସେମ୍ଵର ୨୨ ତାରିଖରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ହେବା ପାଇଁ ଆଉ ୪ ଦିନ ବାକି ରହିଲା। ଏହି ମ୍ୟାଚ ଜରିଆରେ ବିରାଟ ବାରବାଟୀରେ...

ସ୍ଲୋ’ ଓଭର ପାଇଁ ୱେଷ୍ଟଇଣ୍ଡିଜ୍ ଦଳ ଉପରେ ଲାଗିଲା ଜରିମାନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ସ୍ଲୋ' ଓଭର ରେଟିଂ ପାଇଁ ଇଣ୍ଡିଜ୍‌ ଦଳ ଉପରେ ଲାଗିଲା ଜରିମାନା। ଫଳରେ ୱେଷ୍ଟଇଣ୍ଡିଜ୍ ଖେଳାଳୀଙ୍କୁ ମ୍ୟାଚ୍‌ ଫି'ର ୮୦ ପ୍ରତିଶତ ଜରିମାନା ଦେବାକୁ ପଡ଼ଛି।...

ବାରବାଟୀ ଦିନିକିଆ ଆଉ ୫ ଦିନ – ମ୍ୟାଟ୍‌ରେ ବସି ଖେଳ ଦେଖିବେ ଗ୍ୟାଲେରୀ ଦର୍ଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିସେମ୍ଵର ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ ଖେଳାଯିବ। ଏହି ମ୍ୟାଚକୁ ରହିଲା ଆଉ ମାତ୍ର ୫ ଦିନ। ଏହା ମଧ୍ୟରେ ଷ୍ଟାଡିୟମରେ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।...

ଓ୍ଵେଷ୍ଟଇଣ୍ଡିଜ୍‌କୁ ୨୮୯ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଦିନିକିଆରେ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୨୮୮ ରନ କରିଛି। ଫଳରେ ଓ୍ଵେଷ୍ଟଇଣ୍ଡିଜକୁ ମ୍ୟାଚ ଜିତିବାକୁ ହେଲେ ୨୮୯ ରନ୍‌ କରିବାକୁ ହେବ। ପ୍ରଥମେ...

ମାତ୍ର ୮ ବର୍ଷ ବୟସରେ ପୂଜାଙ୍କ ସିକ୍ସ ପ୍ୟାକ୍‌ ଆବ୍ସ୍‌ – ବିରାଟ ଡାକନ୍ତି ‘ପକେଟ ରକେଟ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ୪୮ ମିନିଟରେ ୧୦ କିଲୋମିଟର ରେସ୍‌ କଅଁଳ ବୟସରେ କଡ଼ା ପରିଶ୍ରମ ବିରାଟ ଡାକନ୍ତି ପକେଟ ରକେଟ ମାତ୍ର ୮ ବର୍ଷ ବୟସରେ ସିକ୍ସ୍‌ ପ୍ୟାକ୍‌ ଆବ୍ସ୍‌ ବନାଇ ବିରାଟ କୋହଲିଙ୍କ...

ଭାରତ-ଓ୍ଵେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ – ଭାରତର ବ୍ୟାଟିଂ ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଛି ପ୍ରଥମ ଦିନିକିଆ। ଏହି ମ୍ୟାଚ ଚେନ୍ନାଇରେ ଖେଳା ଯାଉଛି। ଏଥିରେ ଟସ୍‌ ଜିତି ଓ୍ଵେଷ୍ଟଇଣ୍ଡିଜ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ...

ବାରବାଟୀ ଦିନିକିଆ ଆଉ ୬ ଦିନ – ଧୋନୀ ମାରିଥିଲେ ଗୋଟିଏ ମ୍ୟାଚରେ ସର୍ବାଧିକ ଛକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିସେମ୍ଵର ୨୨ରେ ବାରବାଟୀରେ ହେବାକୁ ଯାଉଛି ଭାରତ-ଓ୍ଵେଷ୍ଟଇଣ୍ଡିଜ୍‌ ଦିନିକିଆ ମ୍ୟାଚ। ଏହି ମ୍ୟାଚ ହେବାକୁ ଆଉ ୬ ଦିନ ବାକି ରହିଛି। ଏହି ଷ୍ଟାଡିୟମରେ ଶେଷଥର ପାଇଁ ୨୦୧୭ରେ ଭାରତ-ଇଂଲଣ୍ଡ ମଧ୍ୟରେ...

ଆଜି ଭାରତ-ଇଣ୍ଡିଜ୍ ପ୍ରଥମ ଦିନିକିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଟି-ଟ୍ୱେଣ୍ଟି ସିରିଜ ପରେ ଏବେ ଦିନିକିଆରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ୱେଷ୍ଟଇଣ୍ଡିଜ୍। ରବିବାର ଚେନ୍ନାଇରେ ଦୁଇ ଦଳ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବ।ଟି-ଟ୍ୱେଣ୍ଟି ସିରିଜକୁ ୨-୧ରେ ଜିତିବା...

ବାରବାଟୀ ଦିନିକିଆ ଆଉ ୭ଦିନ – ୨ଟାରେ ମ୍ୟାଚ, ୧୦ଟାରେ ଖୋଲିବ ଗେଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ଦିବାରାତ୍ର ମ୍ୟାଚ ଅପରାହ୍‌ଣ ୨ଟରେ ଆରମ୍ଭ ହେବ। ବାରବାଟୀ ଷ୍ଟାଡିୟମ୍‌ରେ ସିଟ୍ ନମ୍ବରିଂ ବ୍ୟବସ୍ଥା କରାଯାଇଥିବାରୁ...

ଟିମ୍ ଇଣ୍ଡିଆକୁ ବଡ଼ ଝଟକା – ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରୁ ବାଦ୍ ପଡ଼ିଲେ ଭୁବନେଶ୍ୱର କୁମାର

ଓଡ଼ିଶାଲାଇଭ୍ ବ୍ୟୁରୋ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ଆହତ ଜନିତ କାରଣରୁ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି ଦ୍ରୁତ ବୋଲର ଭୁବନେଶ୍ୱର କୁମାର। ଆସନ୍ତା ଡିସେମ୍ବର ୧୫ ତାରିଖରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ...