କିଙ୍ଗସ୍ ଇଲେଭେନ ପଞ୍ଜାବରୁ ବାହାରିଲେ ଆର ଅଶ୍ୱିନୀ, କେ ଏଲ୍ ରାହୁଲ ହେବେ କ୍ୟାପ୍ଟେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍ ଦଳ କିଙ୍ଗ୍ସ ଇଲେଭେନ୍ ପଞ୍ଜାବରୁ ବାହାରିଛନ୍ତି ଅଫ୍ ସ୍ପିନର୍ ଆର.ଅଶ୍ୱିନୀ। ଏନେଇ ଦଳର ମାଲିକ ନେସ୍ ୱାଡ଼ିଆ ସୂଚନା ଦେଇଛନ୍ତି।ଏଣିକି ଆଇପିଏଲରେ ଆର ଅଶ୍ୱିନୀଙ୍କୁ ପଞ୍ଜାବ ଦଳରେ ଦେଖିବାକୁ ମିଳିବନି।...
ଆଜି ଭାରତ- ବାଂଲାଦେଶ ଦ୍ୱିତୀୟ ଟି-୨୦, ସିରିଜକୁ ଫେରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ବାଂଲାଦେଶ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ। ଗୁଜୁରାଟର ରାଜକୋଟରେ ହେବାକୁ ଥିବା ଏହି ମ୍ୟାଚ୍ ଭାରତ ପାଇଁ ମ୍ୟାଚ୍ ‘କର ବା ମର’ ଭଳି ହେବ।
ଏହି ମ୍ୟାଚକୁ ଜିତି...
ଆଇପିଏଲ୍ରେ ଆଉ ହେବନି ଉଦ୍ଘାଟନୀ ସମାରୋହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କ୍ରିକେଟ୍ ବୋର୍ଡ ଆଇପିଏଲ୍ରେ ଖର୍ଚ୍ଚ କମ୍ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି। ଆଇପିଏଲ୍ରେ ହେଉଥିବା ଉଦ୍ଘାଟନୀ ସମାରୋହକୁ ବନ୍ଦ କରିବା ପାଇଁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।...
ଦ୍ୱିତୀୟ ଟି-୨୦ରେ ଦଳକୁ ଫେରିପାରନ୍ତି ସଞ୍ଜୁ ସାମସନ୍!
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ରେ ଦଳକୁ ଫେରିପାରନ୍ତି ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ୍। ପ୍ରଥମ ଟି-୨୦ରେ ଭାରତ ପରାସ୍ତ ହେବାପରେ ମଧ୍ୟମକ୍ରମ ବ୍ୟାଟିଂ ସଜାଡ଼ିବାକୁ ସେ ଦଳକୁ ଫେରିପାରନ୍ତି।
ଗୁରୁବାର ଭାରତ-ବାଂଲାଦେଶ...
ଡିସେମ୍ବର ୧୯ରେ ଆଇପିଏଲ୍ ଖେଳାଳି ନିଲାମ, ଜାଣନ୍ତୁ କେଉଁ ଦଳ ପାଖରେ ଅଛି କେତେ ଟଙ୍କା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲର ଆଗାମୀ ସଂସ୍କରଣ ଲାଗି ଡିସେମ୍ବର ୧୯ ତାରିଖରେ ଖେଳାଳି ନିଲାମ ପକ୍ରିୟା ହେବ। ଏଥର କୋଲକାତାରେ ଏହି ଖେଳାଳି ନିଲାମ ପକ୍ରିୟାର ଆୟୋଜନ କରାଯିବ।
ଏଥର ପ୍ରଥମ ଥର ପାଇଁ କୋଲକାତାରେ...
ଆରମ୍ଭ ହେଲା ରାଜ୍ୟ ଟେବୁଲ ଟେନିସ ଚାମ୍ପିୟନସିପ୍, ଭାଗ ନେଲେ ୩୧୦ ଜଣ ଖେଳାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଉଦ୍ଘାଟିତ ହୋଇଛି ୨୫ତମ ଅନ୍ତଃ ଜିଲ୍ଲା ଓ ରାଜ୍ୟ ଟେବୁଲ ଟେନିସ୍ ଚାମ୍ପିୟନସିପ୍। ଚାରିଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଚାମ୍ପିୟାନସିପରେ ରାଜ୍ୟର...
ଆଇପିଏଲ ମ୍ୟାଚ୍ରେ ନୋ’ ବଲ ଦେଖିବାକୁ ରହିବେ ସ୍ୱତନ୍ତ୍ର ଅମ୍ପାୟାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲରେ ନୋ’ ବଲ୍ ଦେଖିବାକୁ ରହିବେ ସ୍ୱତନ୍ତ୍ର ଅମ୍ପାୟାର। ଆଇପିଏଲର ଆଗାମୀ ସଂସ୍କରଣରେ ଏଭଳି ଏକ ନୂଆ ବ୍ୟବସ୍ଥା ଦେଖିବାକୁ ମିଳିବ।
ଏଣିକି ଆଇପିଏଲ ମ୍ୟାଚ୍ ସମୟରେ ବୋଲରଙ୍କ ନୋ’ବଲ ଦେଖିବାକୁ ଜଣେ...
ବାଂଲାଦେଶ ବିପକ୍ଷ ଟି-୨୦ରେ କାହିଁକି ହାରିଲା ଭାରତ?
ଓଡ଼ିଶାଲାଇଭ ବ୍ୟୁରୋ
ରବିବାର ଭାରତ-ବାଂଲାଦେଶ ପ୍ରଥମ ଟି-୨୦ ମ୍ୟାଚରେ ବାଂଲାଦେଶଠାରୁ ଭାରତ ୭ ଓ୍ଵିକେଟରେ ପରାସ୍ତ ହୋଇଛି। ଏହାସହ ଭାରତ ଟି-୨୦ ଇତିହାସରେ ପ୍ରଥମ ଥର ପାଇଁ ବାଂଲାଦେଶଠାରୁ ପରାସ୍ତ ହୋଇଛି। ଏହି ମ୍ୟାଚ...
କ୍ରିକେଟରେ କମେଣ୍ଟ୍ରି କରିବେ ଧୋନି!
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟ୍ ମ୍ୟାଚରେ କମେଣ୍ଟ୍ରି କରିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। କୋଲକାତାରେ ହେବାକୁ ଥିବା ଡେ-ନାଇଟ୍ ଟେଷ୍ଟରେ ଧୋନି କମେଣ୍ଟ୍ରି କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ...
ଭୂଟାନରେ ଗାଈ ବାଛୁରୀଙ୍କୁ ଖାଇବାକୁ ଦେଇ ବିରାଟଙ୍କ ଜନ୍ମଦିନ ପାଳିଲେ ଅନୁଷ୍କା
ଓଡ଼ିଶାଲାଇଭ ବ୍ୟୁରୋ
କ୍ରିକେଟର ବାଦଶାହ ବିରାଟ କୋହଲି ଆଜି ତାଙ୍କ ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଜନ୍ମଦିନକୁ ସେ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ନିଆରା ଅନ୍ଦାଜରେ ପାଳନ କରୁଛନ୍ତି।...





















