ଅଲିମ୍ପିକ୍ ୨୦୨୪: ଘୋଷଣା ହେଲା ଭାରତୀୟ ପୁରୁଷ ହକି ଦଳ, ଓଡ଼ିଶାରୁ ଅମିତ୍ ରୋହିଦାସଙ୍କୁ ସୁଯୋଗ  

ଓଡ଼ିଶାଲାଇଭ୍ ବ୍ୟୁରୋ ଅଲିମ୍ପିକ୍ ୨୦୨୪ ପାଇଁ ଘୋଷଣା ହୋଇଛି ଭାରତୀୟ ପୁରୁଷ ହକି ଦଳ। ହରମନପ୍ରୀତ ସିଂହ ଦଳର ଅଧିନାୟକ ହୋଇଥିବାବେଳେ ହାର୍ଦ୍ଦିକ ସିଂହଙ୍କୁ ଉପଅଧିନାୟକ ଭାବେ ଚୟନ କରାଯାଇଛି। ବୁଧବାର ହକି ଇଣ୍ଡିଆ...

୨୦୩୬ ମସିହା ପର୍ଯ୍ୟନ୍ତ ଭାରତୀୟ ହକି ଦଳର ମୁଖ୍ୟ ପ୍ରାୟୋଜକ ରହିବ ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=lN7KffM5zM0 ୨୦୩୬ ମସିହା ପର୍ଯ୍ୟନ୍ତ ଭାରତୀୟ ଜାତୀୟ ହକି ଦଳର ମୁଖ୍ୟ ପ୍ରାୟୋଜକ ରହିବ ଓଡ଼ିଶା। ଭାରତୀୟ ହକିର ଉଭୟ ପୁରୁଷ ଓ ମହିଳା ଦଳର ପ୍ରାୟୋଜକ ଅବଧିକୁ ୨୦୩୩ରୁ ଆଉ ୩...

ବାରବାଟୀକୁ ଫେରିବ ଅନ୍ତର୍ଜାତୀୟ କ୍ରିକେଟ୍: ୨୦୨୫ ଫେବ୍ରୁଆରିରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ବାରବାଟୀ ଷ୍ଟାଡିୟମକୁ ଫେରିବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। ୨୦୨୫ ଫେବ୍ରୁଆରି ୯ ତାରିଖରେ ଏଠାରେ ଅନୁଷ୍ଠିତ ହେବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ। ଦୀର୍ଘ ୫ ବର୍ଷର ଅପେକ୍ଷା ପରେ...

ଅଲିମ୍ପିକ୍ସ ପୂର୍ବରୁ ଜାତୀୟ ହକି ଶିବିର: ଭାରତୀୟ ପୁରୁଷ ଦଳର ୨୭ ଜଣ ଖେଳାଳିଙ୍କ ନାଁ ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ଅଲିମ୍ପିକ୍ସ ପୂର୍ବରୁ ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଜାତୀୟ ହକି ଶିବିର। ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆର(ସାଇ) ବେଙ୍ଗାଳୁରୁସ୍ଥିତ ଏକାଡେମୀରେ ୨୧ ଜୁନରୁ ୮ ଜୁଲାଇ ପର୍ଯ୍ୟନ୍ତ...

ବିଶ୍ଵ କ୍ରୀଡ଼ା ଜଗତରେ ଆହୁରି ଆଗକୁ ବଢ଼ିବ ଓଡ଼ିଶା – ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ବିଭାଗୀୟ ସମୀକ୍ଷା ବୈଠକ କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ। ଏଥିରେ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ଓ ବିଭାଗ ପକ୍ଷରୁ...

୮ ବର୍ଷ ପରେ ପୁଣି ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ୍)। ୮ ବର୍ଷର ଅପେକ୍ଷା ପରେ ଏହି ଲିଗ୍ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। ଏଥିରେ ୮ଟି ପୁରୁଷ ଓ ୬ଟି ମହିଳା...

ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପ: ଆଜି ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପରେ ଆଜି ଭାରତ-ପାକିସ୍ତାନ ଟକ୍କର। ମ୍ୟାଚକୁ ନେଇ ଉଭୟ ଦଳର ଖେଳାଳି ପ୍ରସ୍ତୁତ ହୋଇଛନ୍ତି। ନ୍ୟୁୟର୍କର ନସାଉ କାଉଣ୍ଟି ଷ୍ଟାଡିୟମରେ ଏହି ହାଇ ଭୋଲଟେଜ ମ୍ୟାଚକୁ ଉପଭୋଗ କରିବା...

ଆଇପିଏଲ୍ ୨୦୨୪: ହାଇଦ୍ରାବାଦକୁ ହରାଇ ଟ୍ରଫି ହାତେଇଲା କୋଲକାତା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ୍ ୨୦୨୪ର ଚାମ୍ପିୟନ ହୋଇଛି କୋଲକାତା ନାଇଟ୍ ରାଇଡର୍ସ୍। ରବିବାର ଚେନ୍ନାଇରେ ଟୁର୍ଣ୍ଣାମେଣ୍ଟର ମେଗା ଫାଇନାଲରେ ସନରାଇଜର୍ସ୍ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି ଏକତରଫା ବିଜୟ ହାସଲ କରିଛି କେକେଆର୍। ଏଥିସହ...

ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପ: ୧୫ ଜଣିଆ ଭାରତୀୟ ଦଳ ଘୋଷିତ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷିତ ରୋହିତ ଶର୍ମା ଟିମ୍ ଇଣ୍ଡିଆର ଅଧିନାୟକ, ହାର୍ଦିକ ପାଣ୍ଡ୍ୟା ଉପଅଧିନାୟକ ଟିମରେ ସାମିଲ ହେଲେ ରିଷଭ ପନ୍ତ ଓ ସଞ୍ଜୁ...

ପ୍ୟାରିସ ଅଲିମ୍ପିକ୍ସ: ପ୍ରଥମଥର ପାଇଁ ଆଥଲେଟିକ୍ସରେ ସ୍ଵର୍ଣ୍ଣ ପଦକ ବିଜେତାଙ୍କୁ ମିଳିବ ଆର୍ଥିକ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷ ପ୍ୟାରିସରେ ଅନୁଷ୍ଠିତ ହେବାକୁ ଯାଉଛି ଅଲିମ୍ପିକ୍ସ ପ୍ରତିଯୋଗିତା। ପ୍ରଥମଥର ପାଇଁ ଏହି ପ୍ରତିଯୋତାର ଆଥଲେଟିକ୍ସ ଖେଳରେ ସ୍ଵର୍ଣ୍ଣ ପଦକ ବିଜେତାଙ୍କୁ ମିଳିବ ଆର୍ଥିକ ପୁରସ୍କାର। ଆଥଲେଟିକ୍ସରେ ସ୍ଵର୍ଣ୍ଣ ପଦକ ବିଜେତାଙ୍କୁ...