ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଐତିହାସିକ ଟେଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ଇଂଲଣ୍ଡ ପ୍ରତୀକ୍ଷିତ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଆଜିଠାରୁ  ବର୍ମିଂହାମର ଏଜ୍‌ବାଷ୍ଟନ୍‌ ଷ୍ଟାଡିୟମ୍‌ରେ ଖେଳାଯିବ। ଘରୋଇ ଇଂଲଣ୍ଡର ଏହା ୧୦୦୦ତମ ଟେଷ୍ଟ୍‌ ମ୍ୟାଚ୍‌। ଆଜିଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‍ ଖେଳାଯିବ।...

ମହିଳା ବିଶ୍ୱକପ୍ ହକି – ଇଟାଲୀକୁ ହରାଇ କ୍ୱାର୍ଟର୍ ଫାଇନାଲରେ ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଣ୍ଡନରେ ଚାଲିଥିବା ମହିଳା ବିଶ୍ୱକପ୍‌ ହକିରେ କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ଇଟାଲୀକୁ ୩-୦ ଗୋଲ୍‌ରେ ପରାସ୍ତ କରି ଦଳ କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛି। ଭାରତୀୟ ମହିଳା ହକି ଟିମ...

ଇଂଲଣ୍ଡର ବ୍ୟାଟିଂକୁ ଧ୍ୱସ୍ତ କରିପାରିବ କି କୋହଲି ବାହିନୀ ? କ’ଣ ରହିବ ଭାରତୀୟ ଦଳର ଷ୍ଟ୍ରାଟେଜି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଜବାଷ୍ଟନ୍‌ଠାରେ ବୁଧବାରଠାରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍‍। ଇଂଲଣ୍ଡ ଶୃଙ୍ଖଳା ଆରମ୍ଭରୁ ଭ୍ରମଣକାରୀ ଭାରତକୁ ଚାପରେ ରଖିବା ଲକ୍ଷ୍ୟରେ ରହିବ। ଭାରତ ମଧ୍ୟ ଘରୋଇ ଦଳକୁ ଆରମ୍ଭରୁ ଏକ ଶକ୍ତ...

୨୪ବର୍ଷ ପରେ ପୁଣି ଭାରତ ପାଇଁ ପ୍ରତିନିଧିତ୍ଵ କରିବେ କପିଲ ଦେବ

ଓଡ଼ିଶାଲାଇଭ୍‌ ବ୍ୟୁରୋ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ପୁଣି ଥରେ ପଡ଼ିଆକୁ ଓହ୍ଲାଇବେ। କିନ୍ତୁ କ୍ରିକେଟ ପଡ଼ିଆରେ ନୁହେଁ ଏବେ ଗଲ୍ଫରେ ଜଲୱା ଦେଖାଇବେ ଏହି ପୂର୍ବତନ କ୍ରିକେଟର। କ୍ରିକେଟରେ ପଡ଼ିଆରେ ଦର୍ଶକଙ୍କ ମନୋରଞ୍ଜନ କରିସାରିଥିବା...

ମହିଳା ହକି ବିଶ୍ୱକପର ନକ୍‌ଆଉଟରେ ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାପ ପରିସ୍ଥିତିରେ ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ କରି ଭାରତୀୟ ଦଳ ମହିଳା ହକି ବିଶ୍ୱକପର ନକ୍‌ଆଉଟରେ ପ୍ରବେଶ କରିଛି। ଆମେରିକା ବିପକ୍ଷ କର ବା ମର ମୁକାବିଲାକୁ ୧-୧ ଗୋଲ୍‌ରେ ଅମୀମାଂସିତ ରଖି ଭାରତୀୟ...

ସଚିନ ଓ କୋହଲିଙ୍କୁ ପଛରେ ପକାଇ ଭାରତର ସବୁଠୁ ଲୋକପ୍ରିୟ ଖେଳାଳି ହେଲେ ଧୋନି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସବୁଠୁ ଲୋକପ୍ରିୟ ଭାରତୀୟ ଖେଳାଳି ମହେନ୍ଦ୍ର ସିଂ ଧୋନି। ୟୁ ଗଭ ପକ୍ଷରୁ କରାଯାଇଥିବା ଭୋଟିଂରେ ସର୍ବାଧିକ ଭୋଟ ପାଇ ନମ୍ବର ୱାନ ଖେଳାଳି ହୋଇଛନ୍ତି କ୍ୟାପଟେନ୍ କୁଲ୍। କ୍ରିକେଟ ଜୀବନର ଅପରାହ୍ନରେରେ...

ଓଡ଼ିଶାରେ ହେବ ହକି ବିଶ୍ଵକପ୍ – କମ୍ପୁଛି ସୁଦୂର ଲଣ୍ଡନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ପାଇଁ ମାଇଲଖୁଣ୍ଟ ସାଜିବ ଆଗାମୀ ହକି ବିଶ୍ଵକପ। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ଵକପ ହକିର ପ୍ରଚାର ପ୍ରସାର ସୁଦୂର ଲଣ୍ଡନରେ କରାଯାଉଛି। ନଭେମ୍ବର ୨୮ରୁ ଡିସେମ୍ବର ୧୬ ମଧ୍ୟରେ...

ବାପାଙ୍କ ପଥରେ ପୁଅ – ପୁଣି ଚର୍ଚ୍ଚାରେ ରାହୁଲ ଦ୍ରାଭିଡଙ୍କ ପୁଅ ସମିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟ ଦୁନିଆର ‘ଦ ୱାଲ’  କୁହାଯାଉଥିବା ରାହୁଲ ଦ୍ରାଭିଡଙ୍କ ପୁଅ ସମିତ୍‌ ଦ୍ରାଭିଡ ସ୍କୁଲ କ୍ରିକେଟର ଏକ ମ୍ୟାଚ୍‌ରେ ଦମ୍‌ଦାର ଅଲ୍‌ରାଉଣ୍ଡ ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ବାପାଙ୍କ ପଥରେ ପୁଅ।...

ଅଭ୍ୟାସ ମ୍ୟାଚରେ ଜଲୱା ଦେଖାଇଲେ କୋହଲି ଓ ଦିନେଶ କାର୍ତ୍ତିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଏସେକ୍ସ ବିପକ୍ଷ ଏକମାତ୍ର ଅଭ୍ୟାସ ମ୍ୟାଚ୍‌ରେ ୪ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଘରୋଇ ଇଂଲଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ...

୭୧ ଭାରତୀୟ ଖେଳାଳି ଡୋପ୍ ଟେଷ୍ଟରେ ବିଫଳ – କ୍ରିକେଟରୁ ୟୁସୁଫ ଫଠାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିସିସିଆଇ ଦ୍ୱାରା ସଂଗ୍ରହ କରାଯାଇଥିବା ୨୭୫ ନମୁନା ମଧ୍ୟରୁ କେବଳ ଜଣେ ଖେଳାଳି ୟୁସୁଫ ପଠାନ ଡୋପ୍‌ ପରୀକ୍ଷଣରେ ବିଫଳ ହୋଇଛନ୍ତି। ୨୦୧୭ରେ ବିସିସିଆଇ ପକ୍ଷରୁ ୨୭୫ ଜଣ ଭାରତୀୟ କ୍ରିକେଟରଙ୍କର ଡୋପ୍‍...