ଏସିଆ କପ୍ ହକି ଫାଇନାଲ୍ରେ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନକୁ ହରାଇଲା ଭାରତୀୟ ହକି ଟିମ୍। ୪-୦ ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରି ଭାରତ ଫାଇନାଲ୍ରେ ପ୍ରବେଶ କରିଛି। ଢାକାରେ ଚାଲିଥିବା ଏସିଆ କପ୍ ହକି ପ୍ରତିଯୋଗିତାର ସୁପର-୪ ମୁକାବିଲାରେ ଭାରତ...
ଟି-୨୦ ମ୍ୟାଚ: କଙ୍ଗାରୁ ଟିମ୍କୁ ହରାଇଲା ଟିମ୍ ଇଣ୍ଡିଆ
ଓଡ଼ିଶା ଲାଇଭ୍ ବ୍ୟୁରୋ
ଅଷ୍ଟ୍ରେଲିଆ ଟିମ୍କୁ ୯ ଓ୍ବିକେଟରେ ହରାଇଛି ଟିମ୍ ଇଣ୍ଡିଆ। ରାଞ୍ଚିରେ ଅନୁଷ୍ଠିତ ଟି-୨୦ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତୀୟ ଟିମ୍। ଟସ୍ ଜିତିଥିବା ଟିମ୍ ଇଣ୍ଡିଆ ପ୍ରଥମେ...
ଗୋରଖପୁରରେ ପହଞ୍ଚିଲେ ଓଡ଼ିଶାର ଦୁଃସାହସିକ ସାଇକେଲ୍ ଯାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୯ ଦିନରେ ପହଞ୍ଚିଛି କଟକରୁ କାଠମାଣ୍ଡୁ ସାଇକେଲ ଯାତ୍ରା। ଏହି ଯାତ୍ରାରେ ସାମିଲ୍ ହୋଇଥିବା ୮ ଜଣିଆ ଟିମ୍ ଆଜି ସନ୍ଧ୍ୟାରେ ଉତ୍ତରପ୍ରଦେଶର ଗୋରଖପୁରରେ ପହଞ୍ଚିଛନ୍ତି। ଗୋଟିଏ ଦିନରେ ୧୨୩ କି...
ପ୍ରେମିକାଙ୍କୁ ବିବାହ କରିବେ ଭୁବି; ନିର୍ବନ୍ଧ ସରିଲା, ଡିସେମ୍ବରରେ ବିବାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିମ୍ ଇଣ୍ଡିଆର ନିର୍ଭରଯୋଗ୍ୟ ପେସ୍ ବୋଲର ଭୁବନେଶ୍ୱର କୁମାର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଇଞ୍ଜିନିୟର ନୁପୂର ନାଗରଙ୍କୁ ବିବାହ କରିବେ। ଗୁରୁବାର ଦିନ...
ଆଜମଗଡରେ ପହଞ୍ଚିଲେ ଓଡ଼ିଶାର ଦୁଃସାହସିକ ସାଇକେଲ୍ ଯାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକରୁ କାଠମାଣ୍ଡୁ ସାଇକେଲ ଯାତ୍ରା। ଏଭଳି ଦୁଃସାହସିକ ପଦକ୍ଷେପ ନେଇଛନ୍ତି ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଲବର ୮ ଜଣ ସଦସ୍ୟ। ଶାନ୍ତି ଓ ବନ୍ଧୁତ୍ବର ବାର୍ତ୍ତା ନେଇ କାଠମାଣ୍ଡୁକୁ ଯାତ୍ରା କରିଥିବା...
ମାଉଣ୍ଟ ଏଲବ୍ରୁସ୍ ଶିଖରରେ ପହଞ୍ଚିଲେ ଓଡ଼ିଆ ପୁଅ ନୃସିଂହ ସାହୁ
ଓଡିଶାଲାଇଭ୍ ବ୍ୟୁରୋ
ଦେଶ ତଥା ରାଜ୍ୟ ପାଇଁ ଆଉ ଏକ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ନୃସିଂହ ସାହୁ। ୟୁରୋପ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲବ୍ରୁସ୍(୫୬୪୨୩/୧୮୫୧୦ ଫୁଟ)କୁ ସଫଳତାର ସହ ଆରୋହଣ କରିଛନ୍ତି...
ବେଙ୍ଗାଳୁର ୪ର୍ଥ ଦିନିକିଆ: ଟିମ୍ ଇଣ୍ଡିଆକୁ ୨୧ ରନ୍ରେ ହରାଇଲା କଙ୍ଗାରୁ ଟିମ୍
ଓଡିଶାଲାଇଭ୍ ବ୍ୟୁରୋ
ବେଙ୍ଗାଳୁର ୪ର୍ଥ ଦିନିକିଆରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ଟିମ୍ ଇଣ୍ଡିଆ ୨୧ ରନ୍ରେ କଙ୍ଗାରୁ ଟିମ୍ଠାରୁ ହାରିଯାଇଛି। ଚିନ୍ନା୍ସ୍ୱାମୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚରେ ଭାରତ...
୨ୟ ଦିନିକିଆରେ ଟିମ୍ ଇଣ୍ଡିଆର କମାଲ୍: ଅଷ୍ଟ୍ରେଲିଆକୁ ୫୦ ରନ୍ରେ ହରାଇଲା ‘ବିରାଟ’ ବାହିନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କୁଲଦୀପ ଯାଦବଙ୍କ ଜବରଦସ୍ତ ବୋଲିଂ ଆଜି କମାଲ୍ କରିଛି। କୋଲକାତାର ଇଡେନ୍ ଗାର୍ଡନରେ ଚାଲିଥିବା ୫ଟି ଦିନିକିଆ ଶୃଙ୍ଖଳାର ୨ୟ ଦିବା-ରାତ୍ର ମ୍ୟାଚରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୫୦ ରନ୍ରେ ପରାସ୍ତ...
ଧୋନିଙ୍କୁ ‘ପଦ୍ମ ଭୂଷଣ’ ପାଇଁ ସୁପାରିଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ତୃତୀୟ ବଡ଼ ନାଗରିକ ସମ୍ମାନ ପଦ୍ମ ଭୂଷଣ ପାଇଁ ମହେନ୍ଦ୍ର ସିଂ ଧୋନିଙ୍କ ନାମ ସୁପାରିଶ କରାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ ପକ୍ଷରୁ ଏହା କୁହାଯାଇଛି। ସାମଗ୍ରିକ ବିକାଶ...
ପେପ୍ସିକୁ ନା’ କଲେ କୋହଲି
ଓଡ଼ିଶାଲାଇଭ୍ ବ୍ୟୁରୋ
“ମୁଁ ପେପ୍ସି କିମ୍ବା କୌଣସି ମୃଦୁ ପାନୀୟ ପିଏନାହିଁ, ତେଣୁ ସେହିସବୁ ପ୍ରଡକ୍ଟ ପାଇଁ ଆଉ ପ୍ରଚାର କରିବିନାହିଁ,” ଏପରି ଇଚ୍ଛା ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ...