ମୁଁ ନିଜେ ମୋର ବଡ଼ ପ୍ରତିଦ୍ୱନ୍ଦ୍ୱୀ – କିଶୋର ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସିଆନ୍ ଗେମସରୁ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ଲକ୍ଷ୍ୟରେ କିଶୋର ଜେନା
ଓଡ଼ିଶା ଫେରିଛନ୍ତି ଜାଭିଲିନ୍ ତାରକା କିଶୋର କୁମାର ଜେନା। ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ପଞ୍ଚମ ସ୍ଥାନରେ...
ଏସିଆ କପ୍ କ୍ରିକେଟ: ଆଜି ଭାରତ-ପାକିସ୍ତାନ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସିଆ କପ୍ରେ ପୁଣି ଥରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ
ଟ୍ୱେଣ୍ଟି-୨୦ ବିଶ୍ୱକପ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ଆଉ ଏକ ରୋମାଞ୍ଚଭରା ମ୍ୟାଚ। ଏସିଆ କପ୍ରେ...
ଜାତୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଶାର କ୍ରୀଡ଼ା ବ୍ୟକ୍ତିତ୍ଵଙ୍କୁ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ 'ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର' ସମାରୋହ
ସ୍ଵସ୍ତି ସିଂହଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ ଓ ପ୍ରଦୀପ ଷଡ଼ଙ୍ଗୀଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ ସମ୍ମାନ
ପିଟର ତିର୍କୀ ଓ ରାଜେନ୍ଦ୍ର ସିଂହକୁ ଲାଇଫ...
ଆଜି ଓଡ଼ିଶାର ୪ କ୍ରୀଡ଼ା ବ୍ୟକ୍ତିତ୍ଵଙ୍କୁ ମିଳିବ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର, ଜାଣନ୍ତୁ ସେମାନଙ୍କ ସମ୍ପର୍କରେ କିଛି...
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପାଳିତ ହେଉଛି ଜାତୀୟ କ୍ରୀଡ଼ା ଦିବସ। ଏହି ଅବସରରେ ଓଡ଼ିଶାର କ୍ରୀଡ଼ାବିତ ତଥା କ୍ରୀଡ଼ା ପ୍ରଶିକ୍ଷକମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ।...
କେନ୍ଦୁ ବାଡ଼ିରେ ଷ୍ଟିକ ବନେଇ ହକି ଖେଳୁଥିଲି – ପିଟର ତିର୍କୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=bVTXxP4GQ30]
ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ପିଟର ତିର୍କୀଙ୍କୁ ମିଳିବ ସମ୍ମାନଜନକ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’। ହକି କ୍ଷେତ୍ରରେ ଜୀବନବ୍ୟାପୀ ସାଧନ ନିମନ୍ତେ ପିଟର ତିର୍କୀଙ୍କୁ ଏହି ପୁରସ୍କାର...
ଆଜି ଜାତୀୟ କ୍ରୀଡ଼ା ଦିବସ: ମନେ ପଡ଼ନ୍ତି ହକିର ଯାଦୁଗର ମେଜର ଧ୍ୟାନଚାନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ଜାତୀୟ ଖେଳ ‘ହକି’ର ଜନ୍ମଦାତା ହେଉଛନ୍ତି ମେଜର ଧ୍ୟାନଚାନ୍ଦ। ତାଙ୍କ ଜନ୍ମଦିନକୁ ଦେଶରେ ‘ଜାତୀୟ କ୍ରୀଡା ଦିବସ’ ଭାବେ ପାଳନ କରାଯାଏ। ଆସନ୍ତୁ ଜାଣିବା ଧ୍ୟାନଚାନ୍ଦଙ୍କ ବିଷୟରେ କିଛି ଅଜଣା କଥା।
ଭାରତରେ ଆଜି...
ସାରା ଓଡ଼ିଶାରେ ଡେଙ୍ଗୁର ପ୍ରକୋପ ଜାରି, ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଓଡ଼ିଶାରେ ଏବେ ଡେଙ୍ଗୁର ପ୍ରକୋପ ଜାରି ରହିଛି। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର କରିଛି। କେବଳ ବୌଦ୍ଧ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ...
ଓଡ଼ିଆ ଆଥଲେଟ କିଶୋର ଜେନାଙ୍କୁ ମିଳିବ ୨୫ ଲକ୍ଷ ଟଙ୍କାର ପୁରସ୍କାର, ରାଜ୍ୟ ସରକାରଙ୍କ ଘୋଷଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵ ଆଥଲେଟିକ୍ସ ଚାମ୍ପିୟନସିପରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଓଡ଼ିଆ ଆଥଲେଟ କିଶୋର ଜେନା। ଏହି ଉତ୍ତମ ପ୍ରଦର୍ଶନ ଲାଗି ସୋମବାର ଓଡ଼ିଶା ସରକାର କିଶୋରଙ୍କ ପାଇଁ ୨୫ ଲକ୍ଷ ଟଙ୍କାର...
ବିଶ୍ଵ ଆଥଲେଟିକ୍ସ ଚାମ୍ପିୟନସିପ: ଜାଭେଲିନ ଥ୍ରୋରେ ନୀରଜଙ୍କୁ ସ୍ଵର୍ଣ୍ଣ, ପଞ୍ଚମରେ ରହିଲେ ଓଡ଼ିଶାର କିଶୋର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କ୍ରୀଡ଼ା ଜଗତରେ ରବିବାର ଆଉ ଏକ ଐତିହାସିକ ମୁହୂର୍ତ୍ତ ଯୋଡ଼ି ହୋଇଯାଇଛି। ବିଶ୍ଵ ଆଥଲେଟିକ୍ସ ଚାମ୍ପିୟନସିପରେ ଭାରତକୁ ପ୍ରଥମଥର ପାଇଁ ମିଳିଛି ସ୍ଵର୍ଣ୍ଣ ପଦକ। ଭାରତର ଗୋଲଡେନ ବୟ ତଥା...
ଏସିଆନ ଗେମ୍ସ ପାଇଁ ୬୩୪ ଜଣିଆ ଭାରତୀୟ ଦଳ ଘୋଷିତ, ଓଡ଼ିଶାର ୧୪ ଖେଳାଳି ସାମିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ ଚୀନର ହାଙ୍ଗଝୋଉରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତାର ବିଭିନ୍ନ ଖେଳରେ ଭାରତର ୬୩୪ ଜଣ ଖେଳାଳି ଅଂଶଗ୍ରହଣ କରିବେ। ଏହି...





















