ମୋବାଇଲରେ କେମିତି ଦେଖିବେ ଆଇପିଏଲ୍ ମ୍ୟାଚ୍?

ଓଡ଼ିଶାଲାଇଭ୍ ବ୍ୟୁରୋ ମୋବାଇଲରେ କେମିତି ଦେଖିବେ ଆଇପିଏଲ୍? ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍ ୟୁଏଇରେ ଆରମ୍ଭ ହୋଇଯାଇଛି। କରୋନା କଟକଣା କାରଣରୁ ଚଳିତବର୍ଷ ଆଇପିଏଲ୍ ବିନା ଦର୍ଶକରେ ଖେଳାଯାଉଛି। ଅର୍ଥାତ ଷ୍ଟାଡିୟମରେ ଦର୍ଶକମାନଙ୍କ...

ସିଏସକେ ପାଇଁ ଖୁସି ଖବର – କରୋନାରୁ ସୁସ୍ଥ ହୋଇ ଦଳକୁ ଫେରିଲେ ଋତୁରାଜ ଗାଏକ୍ୱାର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଚେନ୍ନାଇ ସୁପରକିଙ୍ଗସ୍ ଦଳର ପ୍ରଂଶସକଙ୍କ ପାଇଁ ଖୁସି ଖବର। କରୋନା ଆକ୍ରାନ୍ତ ହୋଇ ଦଳଠୁ ଅଲଗା ହୋଇଥିବା ଯୁବ ଖେଳାଳି ଋତୁରାଜ ଗାଏକ୍ୱାଡ୍ ପୁଣି ଦଳକୁ ଫେରିଛନ୍ତି। ତାଙ୍କର କୋଭିଡ୍ ଟେଷ୍ଟିଂ...

ଆଇପିଏଲ୍: ଆଜି ରୟାଲ୍ ଚାଲେଞ୍ଜର୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲର ପ୍ରଥମ ଦୁଇଟି ରୋମାଞ୍ଚକର ମ୍ୟାଚ୍ ପରେ ଆଜି ତୃତୀୟ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ। ରୟାଲ...
ipl

ଆଇପିଏଲ୍ ୨୦୨୦ : ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ କିଙ୍ଗସ୍ ଇଲେଭେନ୍ ପଞ୍ଜାବ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲର ପ୍ରଥମ ମ୍ୟାଚ୍ ପରେ ଆଜି ଦ୍ୱିତୀୟ ଦିନରେ ଭେଟାଭେଟି ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ଭାରତୀୟ ସମୟ ସନ୍ଧ୍ୟା ସାଢ଼େ ୭ଟାରେ ଆଜି ଏହି ମ୍ୟାଚ୍...

ମୋବାଇଲରେ କେମିତି ଦେଖିବେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ? – ଜାଣନ୍ତୁ, ନୂଆ ନିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ମୋବାଇଲରେ କେମିତି ଦେଖିବେ ଆଇପିଏଲ୍? ୟୁଏଇରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍। କରୋନା କଟକଣା କାରଣରୁ ଚଳିତବର୍ଷ ଆଇପିଏଲ୍ ବିନା ଦର୍ଶକରେ ଖେଳାଯିବ। ଅର୍ଥାତ...

ଆଜିଠୁ ଆଇପିଏଲ୍ – ଜାଣନ୍ତୁ, କେଉଁ ଦଳର କିଏ ଅଧିନାୟକ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଆଠଗୋଟି ଦଳକୁ ନେଇ ଦୁବାଇରେ ଖେଳାଯିବ ଆଇପିଏଲ୍। କରୋନା ଗାଇଡଲାଇନ୍ ସହ ପଡ଼ିଆକୁ ଓହ୍ଲାଇବେ ଖେଳାଳିମାନେ। ଯାହାର ନେତୃତ୍ୱ ନେବେ ୮ ଜଣ ଅଧିନାୟକ। ତେବେ ଏହି ୮ଟି ଦଳର...

ଆଜିଠୁ ଆଇପିଏଲ୍ ମହାସମର – ଜାଣନ୍ତୁ, କେଉଁ ଦଳରେ ଅଛନ୍ତି କେଉଁ ଖେଳାଳି?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍। ଫଟାଫଟ୍ କ୍ରିକେଟର ଏହି ମଜାଦାର ମୁହୁର୍ତ୍ତକୁ ସମସ୍ତେ ଅନେଇ ବସିଛନ୍ତି। ଏଥର ଆଇପିଏଲରେ ୮ଟି ଦଳ ଭାଗନେବେ। ଯେଉଁଥିରେ...

ବାଜିବ ଆଇପିଏଲ୍ ବିଗୁଲ – ଆଜି ସନ୍ଧ୍ୟାରେ ମୁହାଁମୁହିଁ ହେବେ ମୁମ୍ବାଇ ଏବଂ ଚେନ୍ନାଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଅନ୍ତ ଘଟିବ ସବୁ ଅପେକ୍ଷାର। ବାଜିବ ଆଇପିଏଲ ବିଗୁଲ୍। କରୋନା କଟକଣା ଭିତରେ ଆଜି ସନ୍ଧ୍ୟାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଆଉ ଚେନ୍ନାଇ ସୁପର କିଙ୍ଗସ୍। ଆଇପିଏଲ୍ ୨୦୨୦ର ପ୍ରଥମ ମ୍ୟାଚ୍...

ଦୁବାଇର ଏହି ୩ଟି ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ଼ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ଵର ସବୁଠୁ ଧନୀ କ୍ରିକେଟ୍ ଲିଗ୍‌ ଆଇପିଏଲ୍‌। କରୋନା ପାଇଁ ଚଳିତବର୍ଷ ଦୁବାଇରେ ଆଇପିଏଲ୍ ଆୟୋଜନ କରାଯାଇଛି। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଦୁବାଇ। ଦୁବାଇର ୩ଟି...

ଆଇପିଏଲ୍ ୨୦୨୦ – ଜାଣନ୍ତୁ, କେଉଁ ଦିନ କାହା ମ୍ୟାଚ୍?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ୨୦୨୦। ଏଥିପାଇଁ ବିସିସିଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟିମ୍‌ଗୁଡ଼ିକ ମଧ୍ୟ ୟୁଏଇରେ ପହଞ୍ଚି ନିଜର ଅଭ୍ୟାସ ଆରମ୍ଭ ଜାରି...