ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ନାରାୟଣ ସାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ନାହାନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ନାରାୟଣ ସାହାଣୀ। ଦୀର୍ଘ ଦିନ ଧରି ଜୀବନ ମରଣ ସହ ଲଢ଼େଇ କରି ସୋମବାର ଦିନ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।...
ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ଓଡ଼ିଶାର ରଥଯାତ୍ରା ଓ ବାଲିଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପୁରୀ ରଥଯାତ୍ରା ଓ କଟକର ବାଲିଯାତ୍ରା ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ ହୋଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ପରିଚାଳିତ ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଙ୍ଗୀତ ନାଟକ...
ଓଡ଼ିଶାରେ ଏପ୍ରିଲ ପହିଲାରୁ ତାତିରୁ ମିଳିବ ସାମାନ୍ୟ ଆଶ୍ଵସ୍ତି: ୫ ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସହ୍ୟ ତାତିରୁ ମିଳିବ ସାମାନ୍ୟ ଆଶ୍ଵସ୍ତି। ଏପ୍ରିଲ ୧ରୁ ୫ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ...
ମେକଅପ ପାଇଁ ପର ବାରଣ୍ଡାରେ ବସୁଥିଲେ ନମ୍ରତା ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=iKAm3DhkPhM
ସିନେମା ଜଗତର ଜଣେ ନିଆରା ଅଭିନେତ୍ରୀ ନମ୍ରତା ଦାସ। ୫୦ ବର୍ଷ ଧରି ଅଭିନୟରେ ସକ୍ରିୟ ଅଛନ୍ତି ନମ୍ରତା ଦାସ।
ଓଡ଼ିଆ ଚଳଚ୍ଚିତ୍ର ‘ଧରିତ୍ରୀ’ରୁ ସିନେ ଜଗତରେ ପାଦ ରଖିଥିଲେ ନମ୍ରତା ଦାସ।...
ଏପ୍ରିଲ ୧ରୁ ୧୪ ଯାଏଁ ଓଡ଼ିଆ ପକ୍ଷ ପାଳନ କରିବେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ ଓଡ଼ିଆ ପକ୍ଷ ପାଳନ କରିବେ ରାଜ୍ୟ ସରକାର। ଏପ୍ରିଲ ୧ ଓଡ଼ିଶା ଦିବସରୁ ଏପ୍ରିଲ ୧୪ ମହାବିଷୁବ ସଂକ୍ରାନ୍ତି ଯାଏଁ ରାଜ୍ୟରେ ଓଡ଼ିଆ ପକ୍ଷ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ...
ଛତିଶଗଡ଼ରେ ଚାଲିଛି ମାଓବାଦୀ ନିପାତ ଅଭିଯାନ: ସୁରକ୍ଷା କର୍ମୀଙ୍କ ଗୁଳିରେ ଏକାଧିକ ମାଓବାଦୀ ନିହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ରେ ଜାରି ରହିଛି ମାଓବାଦୀ ନିପାତ ଅଭିଯାନ। ସୁରକ୍ଷା କର୍ମୀଙ୍କ ଗୁଳିରେ ଗଡ଼ୁଛି ଗୋଟିଏ ପରେ ଗୋଟିଏ ମାଓବାଦୀଙ୍କ ମୁଣ୍ଡ। ଦନ୍ତେଓ୍ଵାଡା ଓ ବିଜାପୁର ସୀମାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ସୋମବାର...
ଯୁବପିଢ଼ିଙ୍କୁ ଘାରିଛି ଘିବଲି ଫଟୋ ନିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁବପିଢ଼ିଙ୍କୁ ଘାରିଛି ଏବେ ଘିବଲି ଫଟୋ ନିଶା। ଫେସବୁକ୍ ହେଉ କି ଇନଷ୍ଟାଗ୍ରାମ, ଅବା ହ୍ୱାଟ୍ସଆପ୍ ଯେଉଁ ଆପ ଖୋଲିଲେ ଏବେ ଦେଖିବାକୁ ମିଳୁଛି ଘିବଲି ଫଟୋ। ସୋସିଆଲ ମିଡିଆ ପ୍ଲାଟଫର୍ମରେ...
ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି: ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୫ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ସୋମବାର ଚୈତ୍ର ଶୁକ୍ଳ ଦ୍ଵିତୀୟା ତିଥିରେ ଶ୍ରୀଜୀଉଙ୍କ ଖସାପଡ଼ା ନୀତି...
ଟାଣ ଖରାରୁ କିପରି ରକ୍ଷା ପାଇବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=ljhHAP7ewZk
ବଢ଼ିବାରେ ଲାଗିଛି ତାପମାତ୍ରା। ଏହି ସମୟରେ ଅଧିକାଂଶ ଲୋକଙ୍କୁ ଅଂଶୁଘାତ ବା ସନ୍ଷ୍ଟ୍ରୋକ୍ ହେବାର ଆଶଙ୍କା ରହିଛି। ସନ୍ଷ୍ଟ୍ରୋକ୍ ହେଲେ ମୁଣ୍ଡ ବୁଲାଇବା, ବାନ୍ତି ହେବା ଭଳି ଅନେକ ଲକ୍ଷଣ...
ଆଜି ଜିରୋ ୱେଷ୍ଟ ଡେ: ଫ୍ୟାଶନ ଏବଂ ବୟନଶିଳ୍ପର ପ୍ରଦୂଷଣକୁ ରୋକିବା ଚଳିତ ବର୍ଷର ଥିମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଅନ୍ତର୍ଜାତୀୟ ଜିରୋ ୱେଷ୍ଟ ଡେ। ୨୦୨୩ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ମାସ ୩୦ ତାରିଖରେ ଏହି ଦିବସ ପାଳିତ ହୋଇ ଆସୁଛି। ଏହାର ଉଦ୍ଦେଶ୍ୟ ପରିବେଶ ପ୍ରଦୂଷଣକୁ ରୋକିବା ସହ...





















