ନିଆଁ ଲଗାଇଦେଲା ନୂଆ ଏଆଇ GROK
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ବିଶ୍ୱରେ ଏବେ ନିଆଁ ଲଗାଇଛି ଏଲନ ମସ୍କଙ୍କ ଏଆଇ ଟୁଲ ଗ୍ରୋକର ଲାଟେଷ୍ଟ ମଡେଲ। ରାଜନେତାଙ୍କଠୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପ୍ରଶ୍ନର ଉତ୍ତର ଏପରି ଦେଉଛି, ଯାହାକୁ...
ଆଇଆଇଏମ୍ସି ଢେଙ୍କାନାଳରେ ‘ଲୋକସମ୍ପର୍କ ସମ୍ମିଳନୀ’ ଆୟୋଜିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳ ଓ ଟାଟା ଷ୍ଟିଲ୍ ପକ୍ଷରୁ ଆୟୋଜିତ ହୋଇଛି ଲୋକସମ୍ପର୍କ ସମ୍ମିଳନୀ। ଭାରତୀୟ ଲୋକସମ୍ପର୍କ ପରିଷଦ ଭୁବନେଶ୍ୱର ଚ୍ୟାପ୍ଟରର ଅଧ୍ୟକ୍ଷ ଡକ୍ଟର ଅଶୋକ ପଣ୍ଡା...
ପରିସ୍ରାରେ ରକ୍ତ ପଡ଼ୁଛି କି, ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=_p0raIl3H0k
ପରିସ୍ରାରେ ରକ୍ତ ପଡ଼ିବା କୌଣସି ସାଧାରଣ ରୋଗ ନୁହେଁ। ଏହା କ୍ୟାନ୍ସର ହୋଇଥାଇପାରେ।
ତେବେ କାହିଁକି ପରିସ୍ରାରେ ରକ୍ତ ପଡ଼େ, ପରିସ୍ରାରେ ରକ୍ତ ପଡ଼ିବା ସହ ଆଉ କ’ଣ ଲକ୍ଷଣ ଦେଖାଯାଏ, ଏହାକୁ...
ଆସନ୍ତାକାଲିଠାରୁ ଆଇପିଏଲ୍ ୨୦୨୫: ବର୍ଷାରେ ଧୋଇଯିବ ଉଦଘାଟନୀ ମ୍ୟାଚ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫। ଏହାର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। କୋଲକାତାର ଇଡେନ ଗାର୍ଡେନ୍ସରେ...
ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶୁକ୍ରବାରଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଆଜି ସକାଳୁ ସ୍କୁଲ ଯାଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର...
ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅଣୁ ଉଦ୍ୟୋଗୀଙ୍କ ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିକଶିତ ଭାରତ ଗଠନରେ ଉଦ୍ୟୋଗୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ – ଜୟନ୍ତ ଚୌଧାରୀ
(ଭୁବନେଶ୍ୱର): ଭାରତର ଗ୍ରାମୀଣ ଅର୍ଥନୀତି ବିକାଶରେ ଅଣୁ ଉଦ୍ୟୋଗୀମାନଙ୍କର ଏକ ବଡ଼ ଯୋଗଦାନ ରହୁଛି। ଏହାକୁ ଦୃଷ୍ଟିରେ...
ଆପଣ ଜଣନ୍ତି କି, ପାଇରିଆ କାହିଁକି ହୁଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=Vfa2wYBZPtE
ପାଟିରୁ ଦୁର୍ଗନ୍ଧ ବାହାରିବା, ଦାନ୍ତ ବିନ୍ଧିବା କିମ୍ବା ମାଢ଼ିରୁ ରକ୍ତ ବାହାରିବା ଆଦି ପାଇରିଆ ରୋଗର ଲକ୍ଷଣ ହୋଇଥାଏ। ପାଇରିଆ ହେଉଛି ପାଟିରେ ହେଉଥିବା ଏକ ସାଧାରଣ ରୋଗ, ଯାହା...
ଓଡ଼ିଶାର ସବୁ ଲୋକଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅର୍ଥ ବରାଦ କରନ୍ତୁ ସରକାର – ସୁବାସିନୀ ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବିଧାନସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଛି।
(କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଏବେ ଜାରି ରହିଛି।...
ଦାନ୍ତ କାହିଁକି ହଳଦିଆ ପଡ଼େ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=m1tft5tL7Jo
ଦାନ୍ତକୁ ନେଇ ଅନେକଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ରହିଛି, ଯେପରିକି ଦାନ୍ତକୁ ମାଡ଼ି ମାଡ଼ି ଘଷିଲେ ଦାନ୍ତ ସଫା ହୁଏ, ଦାନ୍ତ ହଳଦିଆ ପଡ଼ିଯିବା ଖରାପ।
ତେବେ ଦାନ୍ତ...
ବାରିପଦାରେ ଏପ୍ରିଲ ୧୪ରୁ ବଳାଙ୍ଗୀ ମହୋତ୍ସବ: ମାର୍ଚ୍ଚ ୩୦ରେ ଟାଲେଣ୍ଟ ହଣ୍ଟ ଅଡିସନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଆସନ୍ତା ଏପ୍ରିଲ ୧୪ ତାରିଖରୁ ଆରମ୍ଭ ହେବ ୨୩ତମ ରାଜ୍ୟସ୍ତରୀୟ ବଳାଙ୍ଗୀ ମହୋତ୍ସବ। ଏପ୍ରିଲ ୧୪ରୁ ୧୮ ତାରିଖ ୫ ଦିନ ଧରି...





















