ମେନୋପଜ୍ ବେଳେ କେମିତି ନେବେ ମାନସିକ ସ୍ଵାସ୍ଥ୍ୟର ଯତ୍ନ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=xs_XP15EZ5g
ମହିଳାମାନଙ୍କଠାରେ ଋତୁସ୍ରାବ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବା ସମୟକୁ ମେନୋପଜ୍ ବୋଲି କୁହାଯାଏ। ଏହି ସମୟରେ ଶରୀରରେ ହରମୋନ ଅସନ୍ତୁଳନ କାରଣରୁ ମହିଳାମାନେ ଅନେକ ମାନସିକ ସମସ୍ୟା ଦେଇ ଗତିକରଥାନ୍ତି।
ଆସନ୍ତୁ...
ବିଧାନସଭା ଗୃହରୁ ତାରା ବାହିନୀପତି ସସ୍ପେଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭା ଗୃହରୁ ସସ୍ପେଣ୍ଡ ହେଲେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ଗୃହରୁ ୭ଦିନ ପାଇଁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଗତକାଲି,...
ପାକିସ୍ତାନରେ ଟ୍ରେନ୍ ହାଇଜାକ୍ କଲେ ଆତଙ୍କବାଦୀ: ଶତାଧିକ ସେନା କର୍ମଚାରୀ ପଣବନ୍ଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନରେ ଆତଙ୍କବାଦ ଏବେ ଚରମ ସୀମାରେ ପହଞ୍ଚିଛି। ଦେଶରେ କିଛି ଅଞ୍ଚଳ ଆତଙ୍କବାଦୀଙ୍କ କବ୍ଜାରେ। ଏହାରି ମଧ୍ୟରେ ଦେଶରେ ବଲୁଚିସ୍ତାନ ରାଜ୍ୟରେ ଆତଙ୍କବାଦୀମାନେ ମଙ୍ଗଳବାର ଏକ ଟ୍ରେନ୍ ହାଇଜାକ୍ କରିଛନ୍ତି। ଜାଫର...
ଓସିଏସ୍ ପାଇଁ କେମିତି ପ୍ରସ୍ତୁତି କରୁଥିଲେ ଅମ୍ରିତ ମହାପାତ୍ର?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=05CrJ57280Y
ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ପୁରୀର ଅମ୍ରିତ ମହାପାତ୍ର। ପ୍ରଥମ ଚେଷ୍ଟାରେ ତାଙ୍କୁ ମିଳିଛି ଏହି ସଫଳତା। ୨୦୨୨ ମସିହା ଓସିଏସ ପରୀକ୍ଷାରେ ୪୬ ନମ୍ବର...
କେନ୍ଦ୍ରାପଡ଼ା: ଗହୀରମଥାରେ ଅଣ୍ଡାଦାନ କଲେଣି ସାଢ଼େ ୬ ଲକ୍ଷ ଅଲିଭ୍ ରିଡଲେ କଇଁଛ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥାରେ ରେକର୍ଡ ସଂଖ୍ୟାରେ ଅଣ୍ଡାଦାନ କରିଛନ୍ତି ଅଲିଭ୍ ରିଡଲେ କଇଁଛ। ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖ ଯାଏଁ ପ୍ରାୟ ୬ ଲକ୍ଷ ୬୦ ହଜାର କଇଁଛ ଅଣ୍ଡାଦାନ...
“ନାରୀ ହୋଇଲେ ସ୍ଵାବଲମ୍ବୀ, ହେବ ସମାଜର ଉନ୍ନତି”
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତର୍ଜାତୀୟ ମହିଳା ଦିବସରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ହୋଇଥିବା ଯୁବ ସମ୍ମିଳନୀରେ ମହିଳାଙ୍କୁ ଉଦ୍ୟୋଗୀ କରିବା ଦିଗରେ ଗୁରୁତ୍ଵାରୋପ।
ନାରୀ ହେଉଛନ୍ତି ଆମ ସମାଜର ଶକ୍ତି। ମହିଳାମାନଙ୍କ ପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ...
ମନ୍ତ୍ରୀ କହିଲେ – ସହର ଭିତରେ ୩୫ରୁ ଅଧିକ ସ୍ପିଡରେ ଗଡ଼ିବନି ‘ମୋ ବସ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ସହରରେ ଗୋଟିଏ ପରେ ଗୋଟିଏ ଜୀବନ ନେବା ପରେ ମଙ୍ଗଳବାର ଦିନ ବିଧାନସଭାରେ ‘ମୋ ବସ୍’କୁ ନେଇ ଉଠିଲା ପ୍ରଶ୍ନ। ଏହାର ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ...
ଆଗାମୀ ୩୦ ବର୍ଷରେ ମଙ୍ଗଳ ଗ୍ରହରେ ଗଢ଼ି ଉଠିବ ଜନବସତି – ଏଲନ ମସ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳ ଗ୍ରହରେ ମାନବଜାତିର ସମ୍ଭାବ୍ୟ ଭବିଷ୍ୟତକୁ ନେଇ ପୁଣି ଥରେ ଉତ୍ସାହ ସୃଷ୍ଟି କରିଛନ୍ତି ଟେକ୍ ମୁଗଲ ତଥା ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ।
ନିକଟରେ ଏକ୍ସ (ପୂର୍ବ ଟ୍ୱିଟର)ରେ ଏକ...
କୋରାପୁଟରେ ବଲିଉଡ ଦିଭା ପ୍ରିୟଙ୍କା ଚୋପ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲାରେ ପହଞ୍ଚିଛନ୍ତି ବଲିଉଡ ଦିଭା ପ୍ରିୟଙ୍କା ଚୋପ୍ରା। ସାଉଥ ସୁପରଷ୍ଟାର ମହେଶ ବାବୁ ମଧ୍ୟ ସାଙ୍ଗରେ ଅଛନ୍ତି। ଏସଏସ ରାଜାମୌଲୀଙ୍କ ହାଇ ବଜେଟର ସିନେମା ‘ଏସଏସଏମବି-୨୯’ ର ସୁଟିଂ ପାଇଁ...
ଚାଲିପାରୁନି ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନ: ଶାସକ-ବିରୋଧୀ ହାତାହାତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବାବେଳେ ଏହା ସ୍ଵାଭାବିକ ଭାବେ ଚାଲିପାରୁନାହିଁ। ମଙ୍ଗଳବାର ଗୃହରେ ଆରମ୍ଭରୁ ଶାସକ-ବିରୋଧୀ ବିଧାୟକ ହାତାହାତି ହୋଇଥିବା ଦେଖିବାକୁ ମିଳିଛି। ଏହାପରେ ଗୃହକୁ...





















