ଫେବ୍ରୁଆରି ୧୦ରୁ ଟ୍ଵିନ ସିଟିରେ ଗାଡ଼ି ଚେକିଂ: ପ୍ରସ୍ତୁତ ରଖନ୍ତୁ ସବୁ କାଗଜପତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନେକ ଦିନର ବ୍ୟବଧାନ ପରେ ଟ୍ଵିନ ସିଟି ଭୁବନେଶ୍ୱର-କଟକରେ ପୁଣି ଆରମ୍ଭ ହେବ ଯାନବାହନ ଯାଞ୍ଚ। ଫେବ୍ରୁଆରି ୧୦ ତାରିଖରୁ କମିଶନରେଟ୍ ପୋଲିସ ପକ୍ଷରୁ ଗାଡ଼ି ଚେକିଂ କଡ଼ାକଡ଼ି ହେବ। ଏନେଇ...
ଶୋଇବା ବେଳେ ଗୋଡ଼ ବଥା ହେଉଛି କି, ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=RZ5NbFVeuUc
ରେଷ୍ଟଲେସ୍ ଲେଗ ସିଣ୍ଡ୍ରୋମ୍ ହେଉଛି ଏମିତି ଏକ ସମସ୍ୟା, ଯେଉଁଥିରେ ଦୁଇଗୋଡ଼, ପାଦ ଓ ଜଙ୍ଘ ବିନ୍ଧା ହୋଇଥାଏ। ବିଶେଷ କରି ଶୋଇବା ବେଳେ କିମ୍ବା ବିଶ୍ରାମ କରିବା ସମୟରେ ଗୋଡ଼ରେ...
ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ‘ରେପୋ’ ରେଟ୍ ହ୍ରାସ କରାଯାଇଛି। ଏଥିରେ ୨୫ ବେସିସ୍ ପଏଣ୍ଟ କମ କରାଯାଇଛି। ଫଳରେ ରେପୋ ରେଟ୍ ଏବେ ୬.୫୦ ପ୍ରତିଶତରୁ କମି ୬.୨୫ ପ୍ରତିଶତ...
ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ: ଓଡ଼ିଶା ବଜେଟ୍ ୨୦୨୫କୁ ମିଳିପାରେ ଅନୁମୋଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନରେ ହେବାକୁଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିବେ। ଏଠାରେ ରାଜ୍ୟ ବଜେଟ୍ ସମେତ ବିଭିନ୍ନ...
ସିଆଇଏସଏଫରେ ୧୧୨୪ଟି ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ: ଆବେଦନର ଶେଷ ତାରିଖ ମାର୍ଚ୍ଚ ୪
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟନ ଅଧିନସ୍ଥ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବାହିନୀରେ (ସିଆଇଏସଏଫ) ୧୧୨୪ଟି ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ସିଆଇଏସଏଫର ବିଭିନ୍ନ ବିଭାଗରେ ଖାଲିଥିବା ଏହିସବୁ...
କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକର ଐତିହାସିକ ବାଲିଯାତ୍ରାକୁ ମିଳିଳା ଜାତୀୟ ମାନ୍ୟତା। ଏ ନେଇ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦୀର୍ଘ ଦିନ ଧରି ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ ପାଇଁ ଯେଉଁ...
ବାଲେଶ୍ଵର: ଚାନ୍ଦିପୁର ରେଞ୍ଜ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଚାନ୍ଦିପୁରସ୍ଥିତ ଡିଆରଡିଓ ଅଡିଟୋରିୟମ ପରିସରରେ ରେଞ୍ଜ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ପିଏକ୍ସଇର ନିର୍ଦ୍ଦେଶକ ତଥା ସ୍କୁଲ ପରିଚାଳନା କମିଟିର ସଭାପତି ବୈଜ୍ଞାନିକ...
ଓସିଏସ୍ ପରୀକ୍ଷା ପାଇଁ କେମିତି ଥିଲା ପ୍ରଜ୍ଞାଙ୍କ ପ୍ରସ୍ତୁତି?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=lXTsMHjs96E
ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷାରେ ସଫଳ ହେବା ପାଇଁ କଠିନ ପରିଶ୍ରମ ଏବଂ ଧୈର୍ଯ୍ୟ ଆବଶ୍ୟକ। ପରିଶ୍ରମ ଏବଂ ଆତ୍ମବିଶ୍ଵାସ ନିଶ୍ଚୟ ସଫଳତା ଦିଏ ବୋଲି କୁହନ୍ତି ଓସିଏସ୍ ପରୀକ୍ଷାରେ...
ଓଡ଼ିଶାର ‘ଅବଦୁଲ କଲାମ ଦ୍ୱୀପ’: ମିସାଇଲ ପରୀକ୍ଷଣ ପାଇଁ ଭାରତର ‘ଥିଏଟର ଅଫ୍ ଆକ୍ସନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଭଦ୍ରକ ଜିଲ୍ଲା ଉପକୂଳରେ ରହିଛି ଏକ ଛୋଟ ଦ୍ଵୀପ ଯାହାର ନାମ ‘ହ୍ଵିଲର’ ଦ୍ଵୀପ। ଏବେ ଏହାର ପରିବର୍ତ୍ତିତ ନାମ ହେଉଛି ‘ଅବଦୁଲ କଲାମ ଦ୍ୱୀପ’। ଏହା ଭାରତର ଇତିହାସ...
ଓଡ଼ିଶାକୁ ଆଉ ୩ ଦିନ ଘନ କୁହୁଡ଼ି ପାଇଁ ଚେତାବନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଆଉ ୩ ଦିନ ଘନ କୁହୁଡ଼ି ପାଇଁ ଚେତାବନୀ ଜାରି କରିଛି ଭୁବନେଶ୍ଵରସ୍ଥିତ ଅଞ୍ଚଳିକ ପାଣିପାଗ କେନ୍ଦ୍ର।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ...





















